Latest Odisha News

BREAKING NEWS

ଚର୍ଚ୍ଚାରେ ଅନୁପମଙ୍କ ୫୩୯ ତମ ଫିଲ୍ମ

ମୁମ୍ବାଇ: ବଲିଉଡର ଅଲରାଉଣ୍ଡର କଳାକାର ଅନୁପମ ଖେରଙ୍କ ନୂତନ ଫିଲ୍ମ ସମସ୍ତଙ୍କୁ ଆକୃଷ୍ଟ କରିଛି । ଅନୁପମ ତାଙ୍କ ୫୩୯ତମ ଫିଲ୍ମର ଘୋଷଣା ଅବସରରେ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋରେ ଅନୁପମ ନାଗ ସାପରେ ଭରପୂର ଏକ ସିଂହାସନରେ ବସିଛନ୍ତି । ସେ ଲେଖିଛନ୍ତି ଯେ, ଏହା କୌଣସି ପୌରାଣିକ କଥା…

ପରକୀୟା ପ୍ରୀତି ଉଜାଡି ଦେଲା ସଂସାର: ହକ ପାଇଁ ଶାଶୂଘର ଦୁଆରେ ଅନଶନରେ ବସିଲେ ମାନୀନି

ଜଗତସିଂହପୁର:  ହକ୍ ପାଇଁ ଲଢେଇ । ଶାଶୂ ଘର ଲୋକଙ୍କ ବିରୋଧରେ ଅନଶନ । ଶାଶୂ ଘରେ ଜାଗା ଟିକେ ଦେଲେନି । ଦାଣ୍ଡରେ ବସି ହକ ମାଗିଲେ ଘରର ବୋହୂ । ଚାରିଦିନ ବିତିଗଲାଣି । ହେଲେ ତାଙ୍କ ପାଇଁ କବାଟଖୋଲୁନି । ଘରେ ତାଲା ପକେଇ କୁଆଡେ ଚାଲି ଯାଇଛନ୍ତି ଦେଢଶୁର, ଯାଆ ଓ ସ୍ୱାମୀ । ତଥାପି ନିଜ…

ନବ ଦାସ ହତ୍ୟାକାଣ୍ଡ: କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା: କିଛି ଦିନ ହେବ କ୍ୟବିନେଟ ରାଙ୍କ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମନରୁ ଲିଭି ଯାଇଥିବାବେଳେ ଆଜି ପୁଣି ଏହାକୁ ନେଇ ଚର୍ଚ୍ଚା ଜୋର ଧରିିଛି ।   କାରଣ ଆଜି ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇଛି ପୋଲିସ ।  ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ …

ୱିମ୍ବେଲଡନ: ବୋପାନ୍ନା-ଏବଡେନ ସେମିରେ

ଲଣ୍ଡନ: ଚଳିତ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ସିନିୟର ଖେଳାଳି ରୋହନ ବୋପାନ୍ନା ଓ ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରି ଟାଇଟଲ ହାସଲ ଆଶା ଉଜ୍ଜୀବୀତ କରିଛନ୍ତି । କ୍ୱାର୍ଟରରେ ସେମାନେ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଡଚ ଯୋଡୀ ଟାଲାନ…

ସୁଶାନ୍ତ ସିଂଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ ଦ ଜଷ୍ଟିସ୍’ ଉପରେ ଲାଗିବନି ପ୍ରତିବନ୍ଧକ

ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ନ୍ୟାୟ ଦ ଜଷ୍ଟିସ୍' ଉପରେ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ଏକ ଆବେଦନକୁ ଖାରଜ କରି ଦେଇଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ପିତାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି, ଯେଉଁଥିରେ…

ସଚିବଙ୍କ ଅଡିଓ କ୍ଲିପକୁ ନେଇ ବର୍ଷିଲେ ସାଂସଦ; କହିଲେ, ଏତେ ଘୃଣା କାହିଁକି?

ଭୁବନେଶ୍ୱର:ମିଶନ ଶକ୍ତି ସଚିବଙ୍କ ଅଡିଓ କ୍ଲିପକୁ ନେଇ ତାତିଲା ରାଜନୀତି । ଅଡ଼ିଓ କ୍ଲିପରେ ସଚିବଙ୍କ ଗାଳିକୁ ନେଇ ଜୋରଦାର ବର୍ଷିିଲା ବିଜେପି। 5ଟି ସଚିବ ଭି.କେ.ପାଣ୍ଡିଆାନଙ୍କୁ ଟାର୍ଗେଟ କରି ଆସୁଥିବା ବିଜେପି ଏବେ ଟାର୍ଗେଟ କରିଛି ତାଙ୍କର ପତ୍ନୀ ତଥା ମିଶନ ଶକ୍ତି ସଚବ ସୁ୍ଜାତା…

ଗାଧୋଇବା ପାଣି ପାଇଁ ଦୁର୍ଦ୍ଦଶା ରେ ତୁକୁଲା ଗ୍ରାମବାସୀ

ନୁଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର  ବୃହତ୍ତମ ଗାଁ  ହେଉଛି ତୁକଲା । ଗାଁରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ରହୁଛନ୍ତି । ଗାଧୋଇବା ପାଣି ସମସ୍ୟା ଏହି ଗାଁ ପାଇଁ ଏକ ବିରାଟ ସମସ୍ୟା ଭାବରେ ଉଭା ହୋଇଛି । ବୈଶାଖ ଯାଇ ଶ୍ରାବଣ ହେଲାଣି କିନ୍ତୁ ଗାଁରେ ପାଣି ସମସ୍ୟାର ସମାଧାନ ହୋଇ…

ପ୍ରେସମିଟରେ ବାକ୍ ଯୁଦ୍ଧ: ମିଶନ ଶକ୍ତିକୁ ନେଇ ପରସ୍ପର ଉପରେ ବର୍ଷିଲେ ବିଜେପି-ବିଜେଡି

ଭୁବନେଶ୍ୱର:ମିଶନ ଶକ୍ତି ଯୋଜନାକୁ ନେଇ ମୁହାଁମୁହିଁ ହେଲେ ଶାସକ-ବିରୋଧୀ । ଯୋଜନାକୁ ନେଇ ଅଭିଯୋଗ-ପ୍ରତି ଅଭିଯୋଗ ।   ମିଶନ ଶକ୍ତି ଯୋଜନା ବିଜେଡିର ନିର୍ବାଚନୀ ଏଜେଣ୍ଡା ପାଲଟିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରା ଯାଇଥିବାବେଳେ  ଓଡ଼ିଶାରେ ମିଶନ ଶକ୍ତି ଅଭିଯାନ ବନ୍ଦ କରିବାକୁ…

ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୧୫ରେ ୟୁଏଇ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସେ ଜୁଲାଇ ୧୩ ଓ ୧୪ ତାରିଖରେ ଫ୍ରାନ୍ସରେ ରହିବେ। ଆଜି ଅପରାହ୍ଣରେ ସେ ପ୍ୟାରିସରେ ପହଞ୍ଚିବେ। ଅନ୍ୟପକ୍ଷରେ, ଜୁଲାଇ ୧୫ ରେ ସେ ୟୁଏଇ…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ/ଭଦ୍ରକ: କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଏସ୍‌ସିବି ମେଡିକାଲ୍‌ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ । ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ । ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର…