ପକ୍ଷୀଙ୍କ ମଧ୍ୟରେ ବି ହୋଇଥାଏ ବ୍ରେକଅପ
ଅସହମତ, ସମ୍ପର୍କରେ ତିକ୍ତତା ଓ ତୃତୀୟ ବ୍ୟକ୍ତିର ପ୍ରବେଶ ନିଶ୍ଚିତ ଭାବେ ଏକ ବିବାହିତ ଯୋଡିଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ଯଥେଷ୍ଟ ହୋଇଥାଏ । କେବଳ ମଣିଷଙ୍କ କ୍ଷେତ୍ରରେ ଏହା ହୋଇଥାଏ ତାହା ଭାବିବା ଭୁଲ । ଏକ ଗବେଷଣାରେ ପକ୍ଷୀମାନଙ୍କ କ୍ଷେତ୍ରରେ ଏ ଭଳି ଘଟଣା ଦେଖିବାକୁ ମିଳିଛି ।…