Latest Odisha News

BREAKING NEWS

କେଉଁ କାରଣ ପାଇଁ ଆଗାମୀ ନିର୍ବାଚନରେ ଦଳୀୟ ଟିକେଟ ପାଇବେ ପାଟ୍ଟଶାଣୀ ରଖିଲେ ପ୍ରତିକ୍ରିୟା

ଭୁବନେଶ୍ୱର: ଯିଏ ମୁହଁ ଖୋଲିବ ତାଙ୍କର ଟିକେଟ କଟିବ। ଶାସକ ଦଳର ନେତା, ବିଧାୟକ ଏହିଭଳି କୋକୁଆ ଭୟ ଭିତରେ ଗତି କରୁଛନ୍ତି। ତେଣୁ ଅସନ୍ତୋଷ ଯେତେଥିଲେ ମଧ୍ୟ କେହି କିଛି କହିବାକୁ ନାରାଜ ବୋଲି ବିରୋଧୀ କହୁଛନ୍ତି। ଏହାରି ଭିତରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବୟାନ ଏବେ…

ବିଜେପିର ନିର୍ଦେଶ, ଗାଁରେ ରହିବେ କେନ୍ଦ୍ରମନ୍ତ୍ରୀ!

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳ ଘନ ଘନ ବୈଠକ କରୁଛନ୍ତି। ଜାତୀୟ ଦଳ ବିଜେପି ଓ କଂଗ୍ରେସ ଅଧିକ ତତ୍ପର ହେଉଥିବା ଦେଖିବାକୁ ମିଳିଛି। ବିଜେପି ଏଥିପାଇଁ ଏକ ଷ୍ଟ୍ରାଟେଜି ବୈଠକ କରିଛି। ଦଳର ଜାତୀୟ ସଭାପତି ଜେ…

‘ମହାରାଷ୍ଟ୍ର ରାଜନୀତି’, ସ୍ୱାର୍ଥ ପାଇଁ ମିଶିଗଲେ, ଏବେ ପଦ ପାଇଁ ବାଡାବାଡି!

ଭୁବନେଶ୍ୱର: ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ରାଜନୀତି ସରଗରମ ହେଉଛି। ଗୋଟିଏ ପଟେ ସିନ୍ଦେ ବିଜେପି ଅଜିତ ସରକାର ନିଜର ମନ୍ତ୍ରୀମଣ୍ଡଳକୁ ଚୂଡାନ୍ତ ରୂପ ଦେଇପାରୁ ନାହାଁନ୍ତି। ଏପରିକି ବିଭାଗ ବଣ୍ଟନକୁ ନେଇ ମଧ୍ୟ ଅଙ୍କ ଛିଡୁ ନାହିଁ। ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ…

ବଲାଙ୍ଗୀର ରଜତ ମୃତ୍ୟୁ ମାମଲାରେ ନାବାଳିକା ପ୍ରେମିକାର ହାତ!

ବଲାଙ୍ଗୀର: ରଜତ କୁମାର ପ୍ରଧାନଙ୍କ ମୃତ୍ୟୁ ମାମଲାରେ ଟ୍ବିଷ୍ଟ, ନାବାଳିକା ପ୍ରେମିକା ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି କଲା ପୋଲିସ ଜାଣିବାକୁ ପାଇଛି। ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ବଲାଙ୍ଗିର ଯୁବକ ରଜତ କୁମାର ପ୍ରଧାନଙ୍କ ମୃତ୍ୟୁ ଘଟଣାରେ ପୋଲିସର ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି ଯେ, ତାଙ୍କ…

କଂଗ୍ରେସର ନୂଆ ଫଣ୍ଡା, ଦଳ ଭିତରେ ଲଢ଼ନି, ବିଜେପିକୁ ସଫା କର!

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛତିଶଗଡ଼ରେ ଦଳୀୟ ସଙ୍ଗଠନକୁ ସଜାଡ଼ିଛି। ଦଳୀୟ କନ୍ଦଳ ଏବେ ପ୍ରମୁଖ ରାଜନୈତିକ ଦଳଗୁଡିକ ପାଇଁ ମୁଣ୍ଡବ୍ୟଥାର କାରଣ ହେଉଥିବା ବେଳେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛି। ହିମାଚଳ ଓ କର୍ଣ୍ଣାଟକରେ ଏହି…

ବର୍ଷା ଆସିଲା ଚିନ୍ତା ବଢାଇଲା ବଳିଆପଣ୍ଡା ଡମ୍ପିଂୟାର୍ଡ, ସ୍ଥାନୀୟ ପ୍ରଶାସନ ନିରବ!

ପୁରୀ: ଶ୍ରୀକ୍ଷେତ୍ରବାସୀଙ୍କୁ ଅଡୁଆ କଲାଣି ବଳିଆପଣ୍ଡା ସ୍ଥିତ ଡମ୍ପିଂୟାର୍ଡ ବା ଅଳିଆ ଗଦା । ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରେ ଥିବା ଅଳିଆ ଗଦା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି। ଡମ୍ପିଂଆର୍ଡଟି ଗତ ୧୫ରୁ ୨୦ ବର୍ଷ ହେଲା ଏକ ପ୍ରମୁଖ ପ୍ରଦୂଷଣର କାରଣ…

ନାଡା ପକ୍ଷରୁ ଭିନେଶଙ୍କୁ ନୋଟିସ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ରେସଲର ଭିନେଶ ଫୋଗଟଙ୍କୁ ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ପକ୍ଷରୁ ନୋଟିସ ଜାରୀ କରାଯାଇଛି । ଭିନେଶ ଦେଇଥିବା ଠିକଣାରେ ସେମାନେ ତାଙ୍କୁ ପାଇ ନ ଥିଲେ । ଏହା ବ୍ୟତୀତ ଫୋନରେ ମଧ୍ୟ ଉପଲବ୍ଧ ନ ହେବାରୁ ଏହି ନୋଟିସ ଦିଆଯାଇଛି । ଭିନେଶ ଏବେ ବୁଡାପେଷ୍ଟ…

ରାସ୍ତାକଡରେ ନବଜାତକୁ ଛାଡି ଦେଇ ପଳାଇଲା ମା’, ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ଜଣେ ମହିଳା ଏକ ନବଜାତ ଶିଶୁପୁତ୍ରକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଚାଇଲ୍ଡ ଲାଇନ୍ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଅନ୍ୟ ଜଣେ ମହିଳା ଶିଶୁଟିକୁ ସାଙ୍ଗରେ ନେଇ ଯାଉଥିବା ବେଳେ ସହିଦ ନଗର ଥାନା ପୁଲିସ ଶିଶୁଟିକୁ ଉଦ୍ଧାର କରିଛି। ସୂଚନା ଅନୁଯାୟୀ,…

ବାସପୋଯୋଗୀ ଘରକୁ ବ୍ୟବସାୟ ପାଇଁ ବ୍ୟବହାର କରୁଛନ୍ତି କି ? ଚେତାବନୀ ଦେଲା ବିଏମସି

ଭୁବନେଶ୍ୱର: ରହିବା ପାଇଁ ବାସପୋଯୋଗୀ ଘର, ହେଲେ ବ୍ୟବସାୟ ପାଇଁ କରୁଛନ୍ତି ବ୍ୟବହାର । ଏଭଳି କରୁଥିଲେ ସାବଧାନ ହୋଇ ଯାଆନ୍ତୁ । ବାସପୋଯୋଗୀ ଘରକୁ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ ବିଏମସି କମର୍ସିଆଲ୍ ହୋଲ୍ଡିଂ ଟିକସ ଆଦୟ କରିବ । ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତା…

ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର, ବେକରେ ରହିଛି କଟା ଦାଗ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ନିଖିଳ ନଗର ବସ୍ତିରେ ଗୁରୁବାର ଜଣେ ଯୁକ୍ତ ଦୁଇ ଛାତ୍ରୀ ହତ୍ୟାର ଶିକାର ହୋଇଛି। ମୃତ ଦେହ ଜବତ ହେବା ବେଳେ ଛାତ୍ରୀର ବେକରେ କଟା ଚିହ୍ନ ରହିଥିବାରୁ ହତ୍ୟା ବୋଲି ସନ୍ଦେହ କରାଯାଉଛି। ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ଯୁକ୍ତ ଦୁଇ…