ହକି ବିଶ୍ବକପ୍ କ୍ରେଜ୍; ଚକ୍ ଆର୍ଟ ସହିତ ପେନସିଲ୍ କାର୍ଭିଙ୍ଗ୍
ବ୍ରହ୍ମପୁର: ହକି ବିଶ୍ୱକପ ପାଇଁ ଚକ୍ ଆର୍ଟ ସହିତ ପେନସିଲ୍ କାର୍ଭିଙ୍ଗ୍ ଆର୍ଟ ପ୍ରସ୍ତୁତ କରି ଚର୍ଚ୍ଚାରେ ଇଂଞ୍ଜିନିୟରିଙ୍ଗ୍ ଛାତ୍ର କେ.ବିଜୟ ରେଡି। ଶିତଳାପଲ୍ଲୀ ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ବିଜୟ ଏହାକୁ ପ୍ରସ୍ତୁତ କରି ଚର୍ଚ୍ଚାରେ…