Latest Odisha News

BREAKING NEWS

ଭାରତ ବିଭିନ୍ନ ସଂସ୍କୃତି ଓ ଜାତିର ମିଶ୍ରଣ, କୌଣସି ଧର୍ମକୁ ନାହିଁ ବିପଦ: ଅଜିତ ଡୋଭାଲ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଙ୍ଗଳବାର କହିଛନ୍ତି ଯେ ଭାରତ ବିଭିନ୍ନ ସଂସ୍କୃତି ଏବଂ ଧର୍ମର ମିଶ୍ରଣ ଅଟେ। ଯାହା ଶତାବ୍ଦୀ ଧରି ସମନ୍ୱୟ ରକ୍ଷା କରିଆସୁଛି। ଦେଶରେ ଇସଲାମର ଏକ ସ୍ୱତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଗର୍ବର ସ୍ଥାନ ରହିଛି। ଭାରତରେ କୌଣସି ଧର୍ମକୁ…

ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ତମ ସ୍ଥାପନା ଦିବସରେ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ ବିଶ୍ଵବିଦ୍ୟାଳୟ ୨୫ ବର୍ଷ ପୂରଣ କରିବା ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଫକୀରମୋହନ ବିଶ୍ଵବିଦ୍ୟାଳୟ ଖାଲି ଏକ ଶିକ୍ଷାନୁଷ୍ଠାନ ନୁହେଁ, ଏହା ଅବିଭକ୍ତ ବାଲେଶ୍ୱର ବାସୀଙ୍କ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ, ଆବେଗ, ସ୍ଵପ୍ନ ଓ…

ବିଜେପିର ପ୍ରଶ୍ନ- ଇଏ ପ୍ରକୃତ ମୁଖ୍ୟମନ୍ତ୍ରୀ ନା ଏଆଇ ?

ଭୁବନେଶ୍ୱର: ଆମ ଓଡ଼ିଶାକୁ ୫୦ % ପିସି ଓଡ଼ିଶାରେ ପରିଣତ କରିଛନ୍ତି ନବୀନ ସରକାର ।  ତଥ୍ୟ, ପରିସଂଖ୍ୟାନ ଏବଂ ବିଫଳ ଯୋଜନାକୁ ସଂଶୋଧିତ କରିବାର ନୂଆ ଭର୍ସନ ହେଉଛି ‘ଆମ ଓଡିଶା ନବୀନ ଓଡିଶା’ ।  ଏହି ଯୋଜନା ବିଜୁ ଜନତା ଦଳର ଦୁର୍ନୀତିର ହେବ ବଡ ଯୋଜନା । ଏମିତି କହି ବିଜେଡି ସରକାରଙ୍କ ନୂଆ…

କେନ୍ଦ୍ର ସରକାରଙ୍କୁ ଝଟକା, ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳକୁ ହ୍ରାସ କଲେ ସୁପ୍ରମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା। ସୁପ୍ରିମକୋର୍ଟ ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳକୁ ହ୍ରାସ କରିଛନ୍ତି। ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ କେବଳ ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ ବୋଲି କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି। କେନ୍ଦ୍ର ସରକାର ଲଗାତାର ତୃତୀୟ ଥର ପାଇଁ…

କିଏ କାହା ପାଇଁ ଲଜ୍ଜିତ ? ଟୁଇଟରରେ ଅପରାଜିତା-ଶ୍ରୀମୟୀଙ୍କ ଜବାବ ସୁଆଲ

ଭୁବନେଶ୍ୱର:  ମୁହାଁମୁହିଁ ହେଲେ ଅପରାଜିତା-ଶ୍ରୀମୟୀ । ଲଜ୍ଜାକୁ ନେଇ ସୋସିଆଲ ମିଡିଆରେ ଚାଲିଲା ଦୁଇ ମହିଳା ନେତ୍ରୀଙ୍କ ବାକଯୁଦ୍ଧ । ଚାଲିଲା ଜବାବ ସୁଆଲ । ସକାଳେ ଅପରାଜିତାଙ୍କ ପ୍ରଶ୍ନ..ଅପରାହ୍ନରେ ଶ୍ରୀମୟୀଙ୍କ ଉତ୍ତର । 5ଟି ସଚିବଙ୍କ କାର୍ଯ୍ୟକ୍ରମ ଏବଂ ବିଧାୟକଙ୍କ ନାଁରେ ଏସଏଚଜି…

ଗୁପ୍ତକ୍ଷେତ୍ର କୁଦାନଗରୀ ପିଠ: ଜାଣନ୍ତୁ ଏହି ପିଠର ମାହାତ୍ମ୍ୟ..

କେନ୍ଦ୍ରାପଡ଼ା (ଓଡିଶା ସମ୍ବାଦ) : ପୁରାଣ ବର୍ଣ୍ଣିତ ଅନୁସାରେ ପବିତ୍ର ଗଙ୍ଗାନଦୀ ଠାରୁ ଶହେ ବର୍ଷ ବଡ଼ ହେଉଛି ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀ l ଏହି ନଦୀକୂଳରେ ପୁରାଣ ବର୍ଣ୍ଣିତ ଅନୁସାରେ ଅବସ୍ଥିତ ଗୁପ୍ତକ୍ଷେତ୍ର କୁଦାନଗରୀ ପିଠ l ଏହି କୁଦାନଗରୀ ପିଠ କେନ୍ଦ୍ରାପଡ଼ା ଜ଼ିଲ୍ଲା ଗରଦପୁର…

ଚୀନକୁ ଟକ୍କର ଦେବା ପାଇଁ ଟାଟା ପ୍ରସ୍ତୁତ, କମ୍ପାନୀ ତିଆରି କରିବ ମେଡ୍ ଇନ୍ ଇଣ୍ଡିଆ ଆଇଫୋନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ପ୍ରସିଦ୍ଧ ବ୍ୟବସାୟୀ ରତନ ଟାଟାଙ୍କ ଟାଟା ଗ୍ରୁପ ଖୁବ୍ ଶୀଘ୍ର ମୋବାଇଲ୍ ତିଆରି ବ୍ୟବସାୟରେ ପ୍ରବେଶ କରିବାକୁ ଯାଉଛି। ଟାଟା ଗ୍ରୁପ୍ ଖୁବ ଶୀଘ୍ର ଆଇଫୋନ୍ ତିଆରି ଆରମ୍ଭ କରିବ ବୋଲି ସୂଚନା ରହିଛି। କମ୍ପାନୀ ଆପଲ୍ ଯୋଗାଣକାରୀ ୱିଷ୍ଟ୍ରନ୍ କର୍ପ ସହିତ ଆଲୋଚନା…

ବିଶ୍ୱର ରହସ୍ୟମୟ ସ୍ଥାନ; ଯାହାର ରହସ୍ୟ ଭେଦ କରିପାରିନାହିଁ ବିଜ୍ଞାନ

ଆଜିର ଆଧୁନିକ ବିଜ୍ଞାନ ଯୁଗରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବାରେ ସକ୍ଷମ ହୋଇଛି ମଣିଷ । ହେଲେ କ’ଣ ଆପଣ ଜାଣିଛନ୍ତି ବିଶ୍ୱର ବିଭିନ୍ନ ଭାଗରେ ଏପରି କିଛି ସ୍ଥାନ ଅବସ୍ଥିତ ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଭେଦ କରିବାରେ ସକ୍ଷମ ହୋଇନାହିଁ ବିଜ୍ଞାନ । ଏହି ସ୍ଥାନ ସହ ଜଡ଼ିତ ଅନେକ କାହାଣୀ,…

ଗ୍ରାମୀଣ କ୍ରୀଡ଼ାବିତ ମାନଙ୍କ ବିକାଶ ପାଇଁ ବଡ଼ବିଲରେ ଜିନ୍ଦଲ କ୍ରୀଡ଼ା ଛାତ୍ରାବାସ ଉଦଘାଟିତ

ବଡ଼ବିଲ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ ଜିନ୍ଦଲ କେନ୍ଦୁଝର ଜିଲ୍ଲାର ସୋୟାବାଲି ଠାରେ ଜିନ୍ଦଲ କ୍ରୀଡ଼ା ଛାତ୍ରାବାସର ଉଦଘାଟନ କରିଛନ୍ତି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ୍ ଦ୍ୱାରା…

ନେପାଳ ଆକାଶରୁ ନିଖୋଜ ହେଲିକପ୍ଟର କ୍ରାଶ; ସମସ୍ତ ଯାତ୍ରୀ ମୃତ

କାଠମାଣ୍ଡୁ:ନେପାଳ ଆକାଶରୁ ନିଖୋଜ ହେଲିକପ୍ଟର କ୍ରାଶ । ହେଲିକପ୍ଟରରେ ଥିବା ୬ ଜଣ ଯାତ୍ରୀଙ୍କର ମୃତ୍ୟୁ  । ୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର 9NMV ହେଲିକପ୍ଟର ସହ  ସକାଳ ପ୍ରାୟ ୧୦ଟା ୧୨ ମିନିଟରେ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ସେତେବେଳକୁ ବିମାନ ୧୨ ହଜାର…