ପୁଣି ସ୍କାନରରେ ଟିଏମ୍ସି ନେତା; ପୂର୍ବତନ ମନ୍ତ୍ରୀଙ୍କ ଘରୁ ୧୧ କୋଟି ଜବତ
କୋଲକାତା: ପୁଣି ଜଣେ ଟିଏମ୍ସି ନେତାଙ୍କ ଘରୁ ବାହାରିଲା କୋଟି କୋଟି ଟଙ୍କାର କଳା ଧନ। ଟିଏମ୍ସି ପୂର୍ବତନ ମନ୍ତ୍ରୀ ଜାକିର ହୁସେନ୍ଙ୍କ ଘରୁ ୧୧ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ। ଆଜି ଭୋର ସାଢ଼େ ୩ଟାରେ ଆୟକର ବିଭାଗ ପକ୍ଷରୁ ଜାକିର ହୁସେନ୍ଙ୍କ ଘରେ ଚଢ଼ାଉ କରାଯାଇଥିଲା। ହୁସେନ୍ଙ୍କ…