ଗାଡି ଭିତରୁ ୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ
ଭୁବନେଶ୍ୱର: ରାଜଧାନୀରେ ଅବକାରୀ ଅଧିକାରୀମାନେ ଏକ ବଡ଼ ଧରଣର ନିଶା କାରବାର ରାକେଟର ପର୍ଦ୍ଦାଫାସ କରି ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ସୋମବାର ଜଣଙ୍କୁ ଗିରଫ କରିଛନ୍ତି।
ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ବ୍ରିଜ୍ ନିକଟରେ ପାଟ୍ରୋଲିଂ କରୁଥିବା ଅବକାରୀ ବିଭାଗର ଏକ…