Latest Odisha News

BREAKING NEWS

ହକି ବିଶ୍ୱକପ୍ ବେଳେ ଓଡ଼ିଶାରେ କେମିତି ରହିବ ପାଗ ?

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ କମିଥିବା ବେଳେ ଆଗକୁ ଶୁଖିଲା ପାଗ ରହିବ । ହକି ବିଶ୍ୱକପ୍ ୧୩ ତାରିଖରୁ ଆରମ୍ଭ ହେଉଥିବା ବେଳେ ପାଣିପାଗ ଆକଳନ କହୁଛି ତାପମାତ୍ରା ବଢ଼ିବ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତା ୧୪ ତାରିଖ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।…

କମାଲ କଲେ ୨ ବର୍ଷୀୟା ଝିଅ, ସ୍ମରଣଶକ୍ତିରେ ହାସଲ କଲେ ବିଶ୍ୱରେକର୍ଡ

ହୁଗୁଳି: ମାତ୍ର ୨ ବର୍ଷ ବୟସରେ ହୁଗୁଳିର ଅଧିଷ୍ଠାତ୍ରୀ ବିଶ୍ୱାସଙ୍କ କାରନାମା ବିଶ୍ୱାସ କରି ହେଉ ନାହିଁ । ସେ ପୁଣି ସ୍ମରଣଶକ୍ତିରେ ହାସଲ କରିଛନ୍ତି ବିଶ୍ୱରେକର୍ଡ । ଯେଉଁ ବୟସରେ ପିଲାମାନେ ତାଙ୍କ ନାମ ଠିକରେ ଉଚ୍ଚାରଣ କରିପାରିନ୍ତି ନାହିଁ ସେ ବିଷୟରେ ସେ ଅନର୍ଗଳ ଅନେକଗୁଡିଏ ଶବ୍ଦ ଓ…

ଦବୁଛି ଯୋଶୀମଠ, ଓଡ଼ିଶାର କେଉଁ ଜିଲ୍ଲାକୁ ରହିଛି ବିପଦ ?

ଭୁବନେଶ୍ୱର: ଉତ୍ତରାଖଣ୍ଡର ଯୋଶୀମଠରେ ଭୂମି ଦବିବାକୁ ନେଇ ଦେଶବାସୀଙ୍କ ଚିନ୍ତା ବଢ଼ିଛି । ତେବେ ଯୋଶୀମଠରେ କାହିଁକି ଦବୁଛି ମାଟି । ଭୂମିକମ୍ପ ସହ ରହିଛି କି ସମ୍ପର୍କ ? ବିଶେଷଜ୍ଞଙ୍କ କହିବା ଅନୁସାରେ, ବିଗତ କିଛି ବର୍ଷ ଧରି ଭୂସ୍ଖଳନ ହେଉଥିଲା । ଆଉ ଭୂସ୍ଖଳନର କାରଣ ହେଉଛି ଭୂମିକମ୍ପ ।…

ହକି ବିଶ୍ୱକପ ଦେଖିବା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି

ପୁରୀ: ଓଡିଶାରେ ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ହକି ବିଶ୍ୱକପ । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ପୁରୀ ପ୍ରଶାସନ ମଧ୍ୟ ବେଳାଭୂମିରେ ବନ୍ଦୋବସ୍ତ କରିଛନ୍ତି । ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମର ସିଧା ପ୍ରସାରଣ ଏଲଇଡି ଟିଭି ମାଧ୍ୟମରେ ପୁରୀ ସମୁଦ୍ର କୂଳ…

ଓସ୍କାର ଦୌଡ଼ରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଓସ୍କାର ୨୦୨୩ରେ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର କାଟାଗୋରୀରେ ସାମିଲ ହୋଇଛି ‘ଦ କଶ୍ମୀର ଫାଇଲ୍ସ’ । ଓସ୍କାର ୨୦୨୩ର ଲିଷ୍ଟରେ କାନ୍ତାରା, ଆରଆରଆର, ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ବି ସର୍ଟଲିଷ୍ଟ ହୋଇଛି । ଏଥିସହ ମାଧବନଙ୍କ ଦ୍ୱାରା ନିର୍ଦ୍ଦେଶିତ ମୁଭି…

ମଧ୍ୟାହ୍ନ ଭୋଜନରୁ ବାହାରିଲା ସାପ: ଖାଦ୍ୟ ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

କୋଲକାତା: ପଶ୍ଚିଭମବଙ୍ଗର ବୀରଭୂମ ଜିଲ୍ଲାରେ ଗତକାଲି ଅନେକ ସ୍କୁଲ ପିଲା ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୁହାଯାଉଛି, ମଧ୍ୟାହ୍ନ ଭୋଜନ  ଖାଦ୍ୟରୁ ଏକ ସାପ ବାହାରିଥିଲା ।  ଏହି ଖାଦ୍ୟ ଖାଇବା ପରେ ଏପରି…

ହକି ପୂର୍ବରୁ ଅଘଟଣ, ବିର୍ସା ମୁଣ୍ଡା ଷ୍ଟାଡିୟମରେ କରେଣ୍ଟ ଲାଗି ଶ୍ରମିକ ମୃତ

ରାଉରକେଲା: ଆଉ ୨ ଦିନ ପରେ ଆରମ୍ଭ ହେବ ବିଶ୍ୱକପ୍ ହକି । ଏଥିପାଇଁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପ୍ରସ୍ତୁତ ରହିଛି । ୫ ଦିନ ତଳେ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଉଦଘାଟନ କରିଥିଲେ ।…

ଶୂନ ତାପମାତ୍ରାରେ ସାଧନା: କେଦାରନାଥରେ ବରଫ ଉପରେ ଧ୍ୟାନରେ ବସିଛନ୍ତି ଦୁଇ ସାଧୁ

ଡେରାଡୁନ:ଭଗବତ ପ୍ରେମୀ ଏମାନଙ୍କୁ ଭକ୍ତ କହିବେ ଆଉ ନାସ୍ତିକ କହିବେ ଲୋକ ଦେଖାଣିଆ । ଯିଏ ଯାହା କହୁ ପଛେ, ସାଧୁ ବାବା ଦୁହିଁଙ୍କ କାମ ସମସ୍ତଙ୍କୁ ବିସ୍ମିତ କରିଦେବ । କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ କେଦାରନାଥ ଧାମ ଦେଖିବାକୁ…

‘ଶେହଜାଦା’ଫିଲ୍ମର ଶୁଟିଂ ସମୟରେ ଆହତ ହେଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି  ।  ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ କାର୍ତ୍ତିକ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ…

ସମ୍ପତ୍ତି ତାଲିକା ନ ଦେଲେ ବନ୍ଦ ହେବ ବାବୁଙ୍କ ଦରମା, ଚିଠିକୁ ନେଇ ହଇଚଇ

ଭୁବନେଶ୍ୱର: ବାବୁ ଦେବେ ସମ୍ପତ୍ତି ତାଲିକା । ନ ହେଲେ ବନ୍ଦ ହେବ ଦରମା । ବାର୍ଷିକ ସମ୍ପତ୍ତି ତାଲିକା ଦେବାକୁ କୃଷି ବିଭାଗର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରମୁଖ ସଚିବ । ଯେଉଁ ଅଧିକାରୀ ବାର୍ଷିକ ସମ୍ପତ୍ତି ତାଲିକା ଦେବେ ନାହିଁ ସେମାନେ ଆସନ୍ତା ଫେବ୍ରୁଆରୀ ମାସରୁ ପାଇବେ…