ସୁରଜ-ସଲମାନ ଯୋଡିଙ୍କ ପ୍ରେମ କି ଶାଦୀର ଆରମ୍ଭ ହେବ ଶୁଟିଂ
ମୁମ୍ବାଇ: କିସି କା ଭାଇ କିସି କା ଜାନ ବକ୍ସ ଅଫିସରେ ଧରାଶୟୀ ହେବା ପରେ ସଲମାନ ଖାଁ ଚିନ୍ତିତ ହୋଇ ପଡିଛନ୍ତି । ସେ ଏବେ ସୁରଜ ବଡଜାତ୍ୟାଙ୍କ ଆଗାମୀ ଫିଲ୍ମ ପ୍ରେମ କି ଶାଦୀ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଯଦି ସବୁ କିଛି ଠିକଠାକ ରୁହେ ତାହାହେଲେ ଏହା ୨୦୨୪ରେ ରିଲିଜ ହେବ ।…