ବିବାହ ବନ୍ଧନରେ ବାନ୍ଧି ହେଲେ ସାରଥି ବାବାଙ୍କ ପୁଅ, ଆସିଲେନି ସାରଥୀ ବାବା
ପାରାଦୀପ: ବାହା ହେଲେ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପାଳିତ ପୁଅ ସତ୍ୟମ ରାଉଳ । ଶନିବାର ବିଳମ୍ବିତ ରାତିରେ ପାରାଦୀପର ନୂଆଗଡ଼ ପଞ୍ଚାୟତର ବାଲିଡିଆ ଗାଁରେ ଧୁମଧାମରେ ବିବାହ ସମ୍ପନ୍ନ ହୋଇଛି । ଗ୍ରାମର ଅଶୋକ ସେନାପତିଙ୍କ ଝିଅଙ୍କୁ ସତ୍ୟ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ତେବେ…