Latest Odisha News

BREAKING NEWS

ରାଜଧାନୀରେ ନବ ବିବାହିତା ଇଞ୍ଜିନିୟରଙ୍କ ଆତ୍ମହତ୍ୟା; ଭଡ଼ାଘରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର:ରାଜଧାନୀରେ ନବ ବିବାହିତ ଯୁବ ଇଞ୍ଜିନିୟରଙ୍କ ଆତ୍ମହତ୍ୟା । ଭଡାଘରୁ ପୋଲିସ ଉଦ୍ଧାର କଲା ମୃତଦେହ । ମୃତ ଯୁବ ଇଞ୍ଜିନିୟରଙ୍କ ନାଁ ପୁଷ୍ପଲତା ସାହୁ । ପୁଷ୍ପଲତା ସାହୁ ହେଉଛନ୍ତି ଜଣେ ସଫ୍ଟୱେର ଇଂଜିନିୟର । ସେ  ଭୁବନେଶ୍ୱର ନୟାପଲ୍ଲୀ ଥାନା ୪୯୫ ପ୍ଲଟରେ ଭଡାଘରେ ରହୁଥିଲେ ।…

ବର ସହ ମାର୍କଣ୍ଡି ସାଜିଲା ସୁଟ-ଟାଇ ପିନ୍ଧିଥିବା ଲାଲ୍‌ମା, ଲୋକେ ନେଲେ ସେଲ୍‌ଫି

ନ୍ୟୁୟର୍କ : ବିବାହରେ ବର ସହିତ ମାର୍କଣ୍ଡି ଯିବାର ପରମ୍ପରା ରହିଛି । ଏହି ପରମ୍ପରା କେବଳ ଭାରତୀୟ ବିବାହରେ ନୁହେଁ, ବିଦେଶରେ ଖ୍ରୀଷ୍ଟିଆନ ବିବାହରେ ମଧ୍ୟ ଏପରି ଦେଖିବାକୁ ମିଳେ । କନ୍ୟା ଘର ପକ୍ଷରୁ ମାର୍କଣ୍ଡିଙ୍କୁ ମଧ୍ୟ ବହୁତ ସମ୍ମାନ ମିଳିଥାଏ । କିନ୍ତୁ ବର ସହିତ ପଶୁ ମାର୍କଣ୍ଡି ହୋଇ…

୧୩ ତାରିଖ ଯାଏ ବର୍ଷା: ଏହି ସବୁ ଜିଲ୍ଲାକୁ ଚେତାବନୀ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର:ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା  ନେଇ ଚେତାବନୀ ଦେଲା ଭାରତୀୟ ପାଣିପାଗ ବିଭାଗ । ରବିବାର ଆଇଏମଡି ପକ୍ଷରୁ କୁହାଯାଇଛି, ସୋମବାର ସକାଳ ସୁଦ୍ଧା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ପ୍ରବଳ ବର୍ଷା…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନୀ ହିଂସା: ଗଣତନ୍ତ୍ରର ହତ୍ୟା ହୋଇଛି କହି ଟିଏମସିକୁ ଘେରିଲା ବିଜେପି

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। କିନ୍ତୁ ନିର୍ବାଚନ ବେଳେ ବଙ୍ଗଳାରେ ବହୁ ହିଂସା ଦେଖିବାକୁ ମିଳିଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ଟିଏମସିକୁ ଘେରିଛନ୍ତି। ଟିଏମସିକୁ ଟାର୍ଗେଟ କରି ସ୍ମୃତି ଇରାନୀ କହିଛନ୍ତି…

୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ: ବନ୍ଧୁକ, ଗୁଳି ସହ ୧୧ ଲକ୍ଷ ଟଙ୍କା ଜବତ

ସମ୍ବଲପୁର:  ସମ୍ବଲପୁର ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି ।  ଏମାନଙ୍କଠାରୁ ୮ଟି ବନ୍ଧୁକ ଏବଂ ୨୨ଟି ଗୁଳି ଜବତ କରିଛି ପୋଲିସ । ଏଥି ସହ ଗୋଟିଏ ଖଣ୍ଡା, ୩ଟି ଗାଡି, ୧୧ ଲକ୍ଷ ୨୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି ।…

ଲୁଟେରାଙ୍କ ଟାର୍ଗେଟରେ ଏବେ ଟମାଟୋ, ମହିଳାଙ୍କୁ ପିଟି ଲୁଟି ନେଲେ ୪କିଲୋ ଟମାଟୋ

ପ୍ରୟାଗରାଜ: ସାଧାରଣତଃ ସୁନା, ରୁପା,ଟଙ୍କା ଆଦିର ଲୁଟ ବିଷୟରେ ଆପଣ ଶୁଣିଥିବେ । କିନ୍ତୁ କେବେ ଟମାଟୋ ଲୁଟ ହେବା କଥା ଆପଣ ଶୁଣିଛନ୍ତି କି ? ଆଜ୍ଞା ହଁ ଏମିତି ଏକ ଲୁଟର ଚିତ୍ର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ ।  ବଜାରରେ ପରିବା ଦରରେ ନିଆଁ ଲାଗିବା ପରେ ଏବେ ଲୁଟେରାଙ୍କ…

ଫିଲ୍ମ ‘ସ୍ତ୍ରୀ ୨’ର ଶୁଟିଂ ଆରମ୍ଭ, ଭିଡିଓ ସେୟାର କଲେ ଶ୍ରଦ୍ଧା କପୁର

ମୁମ୍ବାଇ: ଶ୍ରଦ୍ଧା କପୁର ସର୍ବଦା ନିଜର ସରଳତା ସହିତ ପ୍ରଶଂସକଙ୍କ ହୃଦୟ ଜିତନ୍ତି। ବି-ଟାଉନର ସବୁଠାରୁ ପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଶ୍ରଦ୍ଧା ଅନ୍ୟତମ। ଏହି ଅଭିନେତ୍ରୀଙ୍କର ଅନେକ ପ୍ରଶଂସକ ଅଛନ୍ତି। ବର୍ତ୍ତମାନ ସେ ଫିଲ୍ମ 'ସ୍ତ୍ରୀ ୨' ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। ବଲିଉଡ ଷ୍ଟାର…

କୃଷିମନ୍ତ୍ରୀଙ୍କ ଘର ସାମ୍ନାରେ ଶସ୍ତାରେ ବିକ୍ରି ହେଲା ପରିବା; ଛାତ୍ର କଂଗ୍ରେସର ଅଭିନବ ପ୍ରତିବାଦ

ଭୁବନେଶ୍ୱର:ପନିପରିବାର ଦର ଆକାଶଛୁଆଁ ହୋଇଥିବାବେଳେ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି ଚାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ପକ୍ଷରୁ ଆଜି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ  ସ୍ୱାଇଁଙ୍କ ଘର ଗେଟ୍ ଆଗରେ ଛାତ୍ର କଂଗ୍ରେସ କର୍ମୀ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା ।…

ଶାରଳା ମନ୍ଦିରରେ ଜାରି ହେଲା କଟକଣା, ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ୍ ମନା

ଜଗତସିଂହପୁର: ଜଗତସିଂହପୁର ମା’ ଶାରଳା ମନ୍ଦିରରେ ନୂଆ ନିୟମ ଲାଗୁ ହୋଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ନେଇ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ ନେବା ଉପରେ କଟକଣା ଲାଗିଛି । ମନ୍ଦିରରେ ଶୃଙ୍ଖଳା  ଆଣିବାକୁ ଏହି ନିୟମ ଲାଗୁ କରାଯାଇଛି ।…