ସିଂହ ସଫାରୀରେ ଅଘଟଣ: ବସ୍ ଭିତରେ ପର୍ଯଟକ, ଚାରିପାଖେ ବୁଲୁଥିଲେ ସିଂହ
ଭୁବନେଶ୍ୱର: ନନ୍ଦନକାନନ ସିଂହ ସଫାରୀରେ ଅଟକିଲା ବସ୍ । ଏକ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିଲେ ଯାତ୍ରୀ । ବସ ଭିତରେ ଭୟଭୀତ ଅବସ୍ଥାରେ ବସିଥିଲେ ଯାତ୍ରୀ । ବସ ବାହାରେ ବୁଲୁଥିଲେ ସିଂହ । ଶନିବାର ଅପରାହ୍ନରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ନନ୍ଦନକାନନ ସିଂହ ସଫାରୀରେ।…