ନିଜ ପାରିଶ୍ରମିକକୁ ନେଇ ଅସନ୍ତୋଷ ପ୍ରକାଶ କଲେ କମେଡ଼ି କୁଇନ୍ ଭାରତୀ
ମୁମ୍ବାଇ: ଛୋଟ ପରଦାର ଜଣାଶୁଣା କମେଡ଼ି କୁଇନ୍ ଭାରତୀ ସିଂ । ସେ ତାଙ୍କ କମେଡି ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ସେ ଅନେକ ଟିଭି ସୋ’ରେ କାମ କରିବା ସହ କିଛି ଫିଲ୍ମ ଏବଂ କିଛି ଆୱାର୍ଡ ସୋ’ରେ ମଧ୍ୟ ହୋଷ୍ଟ କରନ୍ତି । ସେ ସୋସିଆଲ ମିଡ଼ିଆରେ…