Latest Odisha News

BREAKING NEWS

ବସ୍ତି ଉଚ୍ଛେଦକୁ ନେଇ ରାଉରକେଲାରେ ଉତ୍ତେଜନା, ମହିଳାଙ୍କ ଆତ୍ମହୁତି ଉଦ୍ୟମ

ରାଉରକେଲା: ପ୍ରଥମେ ଥଇଥାନ କର ପରେ ଉଚ୍ଛେଦ କରିବ । ରାଉରକେଲାରେ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ପ୍ରକାଶ ପାଇଛି । ବସ୍ତି ଉଚ୍ଛେଦକୁ ବିରୋଧ କରି ପିଲାଠୁ ବୁଢ଼ା ଏକାଠି ହୋଇଛନ୍ତି । ପ୍ରବଳ ବିରୋଧ ଉତ୍ତେଜନା ଭିତରେ ପ୍ରଶାସନ ରାଉରକେଲାର ଗଣେଣ ବସ୍ତିରେ ବୁଲଡୋଜର ବୁଲାଇଛି ପ୍ରଶାସନ ।…

ବିଜେଡି, ବିଜେପିର ଅସନ୍ତୁଷ୍ଟ ନେତାଙ୍କୁ ନେଇ କି ସମୀକରଣ ଆଙ୍କିବେ ଦିଲୀପ ?

ଭୁବନେଶ୍ୱର: ୨୦୨୪ରେ ଖେଳ ବିଗାଡ଼ିବା ଲାଗି ଯୋଜନା । ବିଜେଡି ଓ ବିଜେପି ପାଇଁ ମୁଣ୍ଡ ବିନ୍ଧା ସାଜିବେ ଅସନ୍ତୁଷ୍ଟ ନେତା । ଧାମନଗର ଉପନିର୍ବାଚନରେ ରାଜୁ ଦାସଙ୍କ ପାଇଁ ବିଜେଡି ଯେଉଁ କ୍ଷତି ସହିଥିଲା ୨୦୨୪ରେ ତାର ପୁନରାବୃତ୍ତି ହୋଇପାରେ ବିଜେଡି ଓ ବିଜେପି କ୍ଷେତ୍ରରେ । ରାଉରକେଲାର…

କିଏ କହିଲେ ଏତେ ଶୀଘ୍ର ଟି୨୦ କ୍ରିକେଟରୁ ଅବସର ନେଉନି

ରାଜକୋଟ: ବିସିସିଆଇର ପରୀକ୍ଷା ନିରୀକ୍ଷା ବେଳେ ୨ଟି ଟି୨୦ ସିରିଜରୁ ସିନିୟର ଖେଳାଳିଙ୍କୁ ପ୍ରାୟତଃ ବାଦ ଦିଆଯାଇଛି । ୨୦୨୪ ଟି୨୦ ବିଶ୍ୱକପକୁ ଆଖି ଆଗରେ ରଖି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଖେଳାଳିଙ୍କୁ ସୁଯୋଗ ପ୍ରଦାନ କରାଯାଉଛି । ଏହି ୨ ସିରିଜରେ ବିରାଟ କୋହଲି, ରୋହିତ…

କମ୍ପାନୀ ଦେଲା ଅଫର; ବୋନସରେ ମିଳିବ ୫୦ ମାସର ଦରମା

ନୂଆଦିଲ୍ଲୀ: କମ୍ପାନୀ ଚାକିରି କରୁଥିଲେ ଆପଣ ନିଶ୍ଚୟ ଜାଣିଥିିବେ ଏଠି ଖଟଣି କେତେ । ଯେତିକି ଦରମା ତା ଠାରୁ ଦଶଗୁଣା କାମ । କିନ୍ତୁ କମ୍ପାନୀ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଚମକାଇ ଦେବା ପରି ଏକ ଖବର । ଶୁଣିଲେ ଆପଣ ଇର୍ଷା ତ ନିଶ୍ଚୟ କରିବେ । ତାସହ ଭାବିବେ କମ୍ପାନୀ ଯଦି ଏତେ…

ବିଡବ୍ଲ୍ୟୁଏଫ ଜୁନିୟର ର‌୍ୟାଙ୍କିଙ୍ଗ: ଏକମାତ୍ର ଭାରତୀୟ ଭାବେ ଟପ ଟେନରେ ଶ୍ୱେତାପର୍ଣ୍ଣା

ଭୁବନେଶ୍ୱର: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଶ୍ୱେତାପର୍ଣ୍ଣା ପଣ୍ଡା ବିଡବ୍ଲ୍ୟୁଏଫ ଜୁନିୟର ମିକ୍ସଡ ଡବଲ୍ସ ର‌୍ୟାଙ୍କିଙ୍ଗରେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଓଡିଆ ଝିଅ ଶ୍ୱେତାପର୍ଣ୍ଣା ଏକମାତ୍ର ଭାରତୀୟ ଭାବେ ୯ମ ସ୍ଥାନରେ ରହିଛନ୍ତି । ସେହିପରି ବ୍ୟାଡମିଂଟନରେ ଏହି…

ମହଙ୍ଗା ହେବ ଅଳଙ୍କାର ଓ ପ୍ଲାଷ୍ଟିକ୍ ସାମଗ୍ରୀ

ନୂଆଦିଲ୍ଲୀ: ସୁନା ଗହଣା ଯଦି କିଣିବାର ଅଛି ତେବେ ଏବେ ହିଁ କିଣି ନିଅନ୍ତୁ। ନହେଲେ ଆଗକୁ ଦର ହୁ ହୁ ହୋଇ ବଢ଼ିବ। କାରଣ କେନ୍ଦ୍ର ସରକାର ଅଳଙ୍କାର ଓ ପ୍ଲାଷ୍ଟିକ୍ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢ଼ାଇପାରନ୍ତି ବୋଲି କୁହାଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧…

୫୬ ହଜାର ପାର୍ ହେଲା ସୁନା ମୂଲ୍ୟ; ଚଳିତ ବର୍ଷ ଶେଷ ସୁଧା ୧୦ ଗ୍ରାମ ପ୍ରତି ଛୁଇଁପାରେ ୬୪ ହଜାର

ନୂଆଦିଲ୍ଲୀ: ୨୦୨୩ ଆରମ୍ଭରୁ ମହଙ୍ଗା ହେଲା ସୁନା ଦର। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ(IBJA) ୱେବ୍‌ସାଇଟ୍‌ ଅନୁସାରେ,ଆଜି( ଜାନୁଆରୀ ୯) ଦିଲ୍ଲୀ ସରଫା ବଜାରରେ ସୁନା ମୂଲ୍ୟ ୭୪୯ ଟଙ୍କା ବଢ଼ିଛି। ମୂଲ୍ୟ ବୃଦ୍ଧିକୁ ମିଶାଇ ବର୍ତ୍ତମାନ ସୁନା ମୂଲ୍ୟ ୫୬ ହଜାର ୩୩୬ ଟଙ୍କା ହୋଇଛି।…

ଅର୍ଶ ଡଲ୍ଲାଙ୍କୁ ଆତଙ୍କବାଦୀ ଘୋଷିତ କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆଇଏସଆଇ ସମର୍ଥୀତ ଖଲିସ୍ତାନ ଟାଇଗର ଫୋର୍ସର ସହଯୋଗୀ ଅର୍ଶଦୀପ ସିଂ ଗିଲ ଓରଫ ଅର୍ଶ ଡଲ୍ଲାଙ୍କୁ ଗୃହ ମନ୍ତ୍ରଣାଳୟ ୟୁଏପିଏ ନିୟମ ଅନୁସାରେ ଆତଙ୍କବାଦୀ ଭାବେ ଘୋଷିତ କରିଛି । ଆଇଏସଆଇ ଇଶାରରେ ସେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିଲା । ଡଲ୍ଲା କାନାଡାରେ ରହୁଥିବା…

ମେଟାର ଗ୍ଲୋବାଲ ବିଜ୍‌ନେସ୍ ଗ୍ରୁପ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ନିଯୁକ୍ତ ହେଲେ ବିକାଶ ପୁରୋହିତ

ନୂଆଦିଲ୍ଲୀ: ଟାଟା କ୍ଲିକ୍‌ର ପୂର୍ବତନ ସିଇଓ ବିକାଶ ପୁରୋହିତ ଫେସବୁକ ମୂଳ କମ୍ପାନୀ ମେଟାର ଗ୍ଲୋବାଲ ବିଜ୍‌ନେସ୍ ଗ୍ରୁପ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଜାନୁଆରୀ ୯ ତାରିଖରୁ ବିକାଶ ନୂଆ ଦାୟିତ୍ୱ ସମ୍ଭାଳିଛନ୍ତି। ଭାରତର ବଡ଼ ବଡ଼ କମ୍ପାନୀ ଓ ବିଜ୍ଞାପନଦାତା…

ଚୀନରେ ଆଉ ଏକ ବୁହାନ, ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ କରୋନା ସଂକ୍ରମଣ ଥମିବାର ନା ନେଉନି । ଚୀନର ଗୋଟିଏ ପରେ ଗୋଟିଏ ସହରରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏବେ ଖବର ଆସିଛି, ଚୀନର ତୃତୀୟ ଜନବହୁଳ ସହର ହେନାନ ପ୍ରାନ୍ତର ୯୦ ପ୍ରତିଶତ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏ ସୂଚନା ଦେଇଛନ୍ତି…