Latest Odisha News

BREAKING NEWS

ରାଜ୍ୟର ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର କରାଯିବ ନବୀକରଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ପୌରାଞ୍ଚଳରେ ‘ଆମ ପୋଖରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ସହରାଞ୍ଚଳ ଗୁଡିକରେ ଥିବା ଅବ୍ୟବହୃତ କିମ୍ବା ପୋତିହୋଇ ଯାଇଥିବା ଜଳାଶୟ ଗୁଡିକର ପୁନରୁଦ୍ଧାର କରାଯାଇ ଏହାକୁ ସ୍ୱଚ୍ଛ ଓ ନିର୍ମଳ କରାଯିବା…

ବିଚରୁ ଅସ୍ଥାୟୀ ନିର୍ମାଣ ଉଚ୍ଛେଦ କଲା ପ୍ରଶାସନ, ଦେହ ବ୍ୟବସାୟ ପାଇଁ ବ୍ୟବହାର କରୁଥିଲେ ମାଫିଆ

ବାଲେଶ୍ୱର: କାଲି ଜିଲ୍ଲାପାଳ ମନା କରିଥିଲେ । କହିଥିଲେ, ଦେହ ବ୍ୟବସାୟ ହେଉଥିବା କହି ପର୍ଯ୍ୟଟନସ୍ଥଳୀକୁ ବଦନାମ କରନ୍ତୁ ନାହିଁ, ପ୍ରମାଣ ଥିଲେ ଦିଅନ୍ତୁ । ଆଉ ରାତିକ ଭିତରେ ପ୍ରମାଣ ପାଇବା ପରେ ଆଜି ବାଲେଶ୍ୱ ଜିଲ୍ଲା ପ୍ରଶାସନ ଉଦୟପୁର ବିଚରେ ଥିବା ଅନେକ ଅସ୍ଥାୟୀ ନିର୍ମାଣକୁ ଉଚ୍ଛେଦ…

ଦିନିକିଆ ବିଶ୍ୱକପ କ୍ରିକେଟ: ୧୦ମ ଟିମ ଭାବେ ଯୋଗ୍ୟତା ଅର୍ଜନ କଲା ନେଦରଲାଣ୍ଡ

ବୁଲାୱାୟୋ: ଏଠାରେ ଅନୁଷ୍ଠିତ ଆଇସିସି କ୍ରିକେଟ ବିଶ୍ୱକପ କ୍ୱାଲିଫାୟର୍ସ ମୁକାବିଲାରେ ନେଦରଲାଣ୍ଡ ୪ ୱିକେଟରେ ସ୍କଟଲାଣ୍ଡକୁ ପରାସ୍ତ କରି ମୂଖ୍ୟ ଡ୍ରରେ ସାମିଲ ହୋଇଛି । ଭାରତରେ ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା ବିଶ୍ୱକପରେ ନେଦରଲାଣ୍ଡ ୧୦ମ ତଥା ଶେଷ ଟିମ ଭାବେ ଯୋଗ୍ୟତା ଅର୍ଜନ କରିଛି…

ମାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଣ୍ଠିର ଅପବ୍ୟବହାର, ପୂର୍ବତନ ମେଡିକାଲ ଅଫିସରଙ୍କୁ ୨ ବର୍ଷ ଜେଲ୍

ଭୁବନେଶ୍ୱର: କୋରାପୁଟର ପୂର୍ବତନ ମେଡିକାଲ୍ ଅଫିସର ଡାକ୍ତର କେ. ହରିବନ୍ଧୁ ରେଡ୍ଡୀଙ୍କୁ ୨ ବର୍ଷ ଜେଲ୍ । ଉନ୍ନତ ମାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଣ୍ଠିର ଅପବ୍ୟବହାର ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜୟପୁର ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା…

ରଣବୀରଙ୍କ ଜନ୍ମ ଦିନରେ ସଞ୍ଜୟ ଦେଲେ ନୂତନ ଫିଲ୍ମର ଅଫର

ମୁମ୍ବାଇ: ରଣବୀର ସିଂ ୬ ଜୁଲାଇରେ ୩୮ତମ ଜନ୍ମ ଦିବସ ଧୂମଧାମରେ ପାଳନ କରିଛନ୍ତି । ଜନ୍ମ ଦିନରେ ଲୋକପ୍ରିୟ ଫିଲ୍ମ ମେକର୍ସ ସଞ୍ଜୟ ଲୀଲା ଭନ୍ସାଲୀ ତାଙ୍କୁ ନୂତନ ଫିଲ୍ମର ଅଫର ଦେଇଛନ୍ତି । ସେ ତାଙ୍କର ଆଗାମୀ ମ୍ୟୁଜିକାଲା ଡ୍ରାମା ବୈଜୁ ବାୱାରାରେ ରଣବୀରଙ୍କୁ ନେବା ପାଇଁ ନିଷ୍ପତି ନେଇଛନ୍ତି…

ଏକାଠି ହେଲେ ଗେହଲଟ ପାଇଲଟ!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ସଚିନ ପାଇଲଟଙ୍କୁ ମନେଇବାରେ ସଫଳ ହୋଇଛି କଂଗ୍ରେସ। ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ଆଗୁଆ ରଣନୀତି ପ୍ରସ୍ତୁତ କରିଛି। ଦଳ ସେଠାରେ କ୍ଷମତାରେ ଥିବାବେଳେ ଆଗକୁ ମଧ୍ୟ କିଭଳି କ୍ଷମତାକୁ ଆସିବ ସେ ନେଇ କଂଗ୍ରେସର କେନ୍ଦ୍ରୀୟ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ତାମିମ

ଢ଼ାକା: ବାଂଲାଦେଶର ଅଭିଜ୍ଞ ବ୍ୟାଟ୍ସମ୍ୟାନ ତାମିମ ଇକବାଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପର ୩ ମାସ ପୂର୍ବରୁ ସେ ହଠାତ ଅବସର ନେବା ସମସ୍ତଙ୍କୁ ଚକିତ କରିଛି । ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ବାଂଲାଦେଶ ପରାଜିତ ହେବା ଯୋଗୁ ତାମିମ ଏହି…

କାମ ଦେବ କି ବିଜେପିର ଗୌହାଟୀ ଗଣିତ?

ଭୁବନେଶ୍ୱର: ବଦଳୁଛି ବିଜେପିର ସାଙ୍ଗଠନିକ କଳେବର। ଦଳର ଜାତୀୟ ସଂଗଠନ ସହ ରାଜ୍ୟ ସଂଗଠନ ଗୁଡିକୁ ନୂଆ ରୂପ ଦେବା ପାଇଁ ଦଳ ପକ୍ଷରୁ ଜୋରଦାର କସରତ ଚାଲିଛି। ଏଥିସହିତ ଦେଶର ବିଭିନ୍ନ ଅଞ୍ଚଳକୁ ଜୋନରେ ଭାଗ କରି ଦଳ ବିଭିନ୍ନ ରାଜ୍ୟର ନେତାଙ୍କ ସହ ବୈଠକ ଆରମ୍ଭ କରିଛି। ଏହି ଅବସରରେ…

ଶୁଦ୍ଧିକ୍ରିୟା ଭୋଜି ଖାଇ ୩୫ ଜଣ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ବାଲେଶ୍ୱର: ବିଷାକ୍ତ ଖାଦ୍ୟ ଖାଇ ୩୫ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଗୋଟିଏ ପରିବାର ସହ ସେମାନଙ୍କ ସମ୍ପର୍କୀୟ ଅସୁସ୍ଥ ହୋଇ ପଡ଼ିଛନ୍ତି । ବାଲେଶ୍ୱର ଜିଲ୍ଲା ବୁଆଁଲା ପଞ୍ଚାୟତ ଅନ୍ତର୍ଗତ ନୂଆପୁର ସିନ୍ଧିଆ ଗାଁରେ ୩୫ରୁ ଅଧିକ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ସୂଚନା ଅନୁସାରେ, ଅସୁସ୍ଥ…

ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବା ପାଇଁ ଫିକି ସଂକଳ୍ପବଦ୍ଧ: ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ-ଜାପାନ ଆସୋସିଏସନ୍‌ର ଅଧ୍ୟକ୍ଷ ୟୋସିହିଦେ ସୁଗାଙ୍କ ନେତୃତ୍ୱରେ ୪ଦିନିଆ ଭାରତୀୟ ଗସ୍ତରେ ଆସିଥିବା ଜାପାନ ସାଂସଦ ପ୍ରତିନିଧି ଦଳ ‘ଗଣେଷ’ ଗ୍ରୁପ୍‌କୁ ଫିକି ପକ୍ଷରୁ ସ୍ୱାଗତ କରାଯାଇଛି । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…