Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପଦ୍ମିନୀ କିନ୍ତୁ ସେତେବେଳେ ଅନ୍ୟ ଏକ ପୃଥିବୀରେ ବିଚରଣ କରୁଥିଲା । ସେଇ ଜଗତର ପରିଚିତ ରାଜପଥ ଉପରେ ଚଳାୟମାନ ଅବସ୍ଥାରେ ଚାରିପାଖରେ ଘଟିଥିବା ଘଟଣା-ଦୁର୍ଘଟଣାଗୁଡ଼ିକ ତା’ ମନର ସ୍ଥିରତାକୁ ଲୁଣ୍ଠନ କରି ନେଉଥିଲେ ।…

ଭାଷା ଭାଗବତ : ତ୍ରୁଟି ସଂଶୋଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜାଣିପାରିଲେ ତ୍ରୁଟିମାନ କଲେ ତୁରଂତ ସଂଶୋଧନ ଦିଶିବନାହିଁ ' ଶଂସୋଧନ ' ବଢ଼ିବ ସ୍ବଭାଷା ସମ୍ମାନ ଥରେ କି ଦୁଇ ଥର ତ୍ରୁଟି କରିବା ପରେ ମନେ ଘାଂଟି କରିଲେ ଶୀଘ୍ର ସଂଶୋଧନ ସ୍ବଲେଖା ହୁଏ ତ୍ରୁଟିହୀନ କେବଳ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢାର ମା ଲଷ୍ମୀଙ୍କ ମନ୍ଦିର ଉତ୍ତର ପାର୍ଶ୍ଵରେ ଥିବା ନବଗ୍ରହଙ୍କ ଦର୍ଶନ ସରିଛି। ଏବେ ଜାଣିବା ଏହାଙ୍କ ଦୈନିକ ପୂଜା ରୀତିନୀତି ଓ ବିଭିନ୍ନ ପର୍ବପର୍ବାଣୀ…

ବ୍ରହ୍ମପୁର ରେଳ ଷ୍ଟେସନ ଦେଇ ମାନବ ଚାଲାଣ: କେନ୍ଦ୍ର, ଓଡ଼ିଶା ସମେତ ୩ ରାଜ୍ୟକୁ ଏନଏଚଆରସିର ନୋଟିସ୍‌

ବ୍ରହ୍ମପୁର: ରାଜ୍ୟର ଏକ ପ୍ରମୁଖ ରେଳ ଷ୍ଟେସନ ହେଉଛି ବ୍ରହ୍ମପୁର। ଦକ୍ଷିଣ ଓଡ଼ିଶାର ପ୍ରବେଶ ପଥ। ତେବେ ଏହି ରେଳ ଷ୍ଟେସନ ଦେଇ ଦେଶର ବିଭିନ୍ନ ଅଞ୍ଚଳକୁ ବ୍ୟାପକ ଭାବେ ମାନବ ଚାଲାଣ। ଏହାକୁ ନେଇ ତୀବ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି ଜାତୀୟ ମାନବ ଅଧିକାର ଆୟୋଗ(ଏନଏଚଆରସି)। ଏନେଇ ନିଜ ଆଡୁ ଏକ…

ମୁହଁରେ ବ୍ରଣ ହେଉଛି କି ! ଆପଣାନ୍ତୁ ଏହି ଉପାୟ…..

ତ୍ବଚା ପାଇଁ ଆମେ ସବୁବେଳେ ଚିନ୍ତିତ ରହିଥାଆନ୍ତି । ଆଉ ମୁହଁରେ କୌଣସି ଦାଗ କି ବ୍ରଣ ହେଲେ ସଙ୍ଗେ ସଙ୍ଗେ ବିଭିନ୍ନ ଉପଚାର କରିଥାଉ । ତେବେ ମୁହଁରେ ଦାଗ କି ବ୍ରଣ ହୋଇଥିଲେ କିଛିଟା ଉପାୟ ଆପଣାନ୍ତୁ  । ଦେଖିବେ ଆପଣଙ୍କ ମୁହଁରୁ ବ୍ରଣ ଦାଗ ହଟିବା ସହ ତ୍ୱଚା ଚମକିବ । - ସପ୍ତାହରେ…

ବିର୍ସା ମୁଣ୍ଡା ଷ୍ଟାଡିୟମ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି? କ୍ରୀଡ଼ାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟରେ ନାହିଁ…

ଭୁବନେଶ୍ୱର:  ବିଶ୍ୱକପ୍ ହକି ପାଇଁ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଉଦଘାଟନ ହୋଇଛି। କିନ୍ତୁ ଏହି ଷ୍ଟାଡିୟମ ନିର୍ମାଣ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବ୍ୟୟବରାଦରେ ତାଳମେଳ ରହୁନାହିଁ। ଯାହାକୁ ନେଇ ବିଜେପି ଘେରିଛି। ଏ ନେଇ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ବିରୋଧୀ…

ଆଜି ଭୁବନେଶ୍ୱରରୁ ରାଉରକେଲା ବିମାନ ସେବାର ଶୁଭାରମ୍ଭ, ଉପସ୍ଥିତ ରହିବେ କେନ୍ଦ୍ରମନ୍ତ୍ରୀ ସିନ୍ଧିଆ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ରାଉରକେଲାକୁ ବହୁ ପ୍ରତୀକ୍ଷିତ ବିମାନ ଉଡାଣ ଭରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସେବା ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳ ୧୦ଟା ୪୫ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ…

୧୪୬ ବିଧାନସଭାରେ ମୋଟ୍ ଭୋଟର ୩ କୋଟି ୨୩ ଲକ୍ଷରୁ ଅଧିକ

ଭୁବନେଶ୍ୱର: ୧୪୬ ବିଧାନସଭା ନିର୍ବାଚନମଣ୍ଡଳୀରେ ଓଡିଶାର ୩,୨୩,୪୯,୩୪୧ ରୁ ଅଧିକ ଭୋଟର ରହିଛନ୍ତି। ଗୁରୁବାର ରାଜ୍ୟ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ ମୋଟ ଭୋଟରଙ୍କ ମଧ୍ୟରୁ ୧,୬୪,୯୬,୧୫୩ ଜଣ ପୁରୁଷ ରହିଥିବାବେଳେ ୧,୫୮,୪୯,୯୬୬ ଜଣ ମହିଳା ରହିଛନ୍ତି। ଅନ୍ୟ ୩,୨୨୨ ଭୋଟର…

ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଗାଡି ଚଳାଚଳ ବନ୍ଦ କରିବାକୁ ଟ୍ରକ ମାଲିକଙ୍କ ନିଷ୍ପତ୍ତି

କଟକ: ଜାନୁଆରୀ ୧୧ ସୁଦ୍ଧା ସରକାର ଦାବି ପୂରଣ କରିବାରେ ବିଫଳ ହେଲେ ଟ୍ରକ ମାଲିକମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ସହିତ ଗାଡି ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଓଡିଶା ଟ୍ରକ୍ ମାଲିକ ସଂଘ (ଓଟିଓଏ)ର ସଭାପତି ବିଭୂତି ପ୍ରସାଦ ଦାସ କହିଛନ୍ତି ଯେ ସେମାନେ ୧୫ ବର୍ଷରୁ…

ରାଜ୍ୟରେ ସମ୍ଭାବ୍ୟ ଚତୁର୍ଥ କରୋନା ଲହର ଆଶଙ୍କା ନାହିଁ: ବିଶେଷଜ୍ଞ

ଭୁବନେଶ୍ୱର: ଓଡିଶା ପାଇଁ କରୋନାର କୌଣସି ବିପଦ ନାହିଁ। ଶୁକ୍ରବାର ଏପରି ଏକ ଆଶ୍ୱାସନା ଦେଉଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା। ତେଣୁ ରାଜ୍ୟରେ ସମ୍ଭାବ୍ୟ ଚତୁର୍ଥ କରୋନା ଲହର ଆଶଙ୍କା ନାହିଁ ବୋଲି ବିଶେଷଜ୍ଞ ଆଶ୍ୱାସନା ଦେଇଛନ୍ତି। ଚୀନ ସମେତ ଅନେକ ଦେଶରେ BF.7 ଏବଂ…