Latest Odisha News

BREAKING NEWS

୬୦ ବର୍ଷ ପରେ ଦେଖାହେଲେ ଗର୍ଲଫ୍ରେଣ୍ଡ: ଦେଲେ ବିବାହ ପ୍ରସ୍ତାବ

ଫ୍ଲୋରିଡ଼ା: କୁହାଯାଏ ଯେ, ଜଣେ ବ୍ୟକ୍ତି ନିଜର ପ୍ରଥମ ପ୍ରେମକୁ କେବେବି ଭୁଲି ପାରେ ନାହିଁ । ସେ ଜୀବନରେ ସବୁ ଖୁସିପାଇଥିଲେ ବି ପ୍ରତ୍ୟେକ ମୁହର୍ତ୍ତରେ ସେ ନିଜ ପ୍ରଥମ ପ୍ରେମଙ୍କୁ ମନେ ପକାନ୍ତି । ଥରେ ଭାବନ୍ତୁ, ଯଦି ତୁମେ ପିଲାଦିନରେ ଭଲ ପାଉଥିବା ବ୍ୟକ୍ତିଙ୍କୁ ପାଇବ ଓ ତାଙ୍କ ସହିତ…

ବିଜେପିକୁ ବନ୍ଦୀ ଭୟ, ମୋତେ କାଢ଼ିଲ ତୁମେ ହାରିବ!

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ନିଜର ସଂଗଠନ ସଜାଡ଼ିବା କାର୍ଯ୍ୟ ଆରମ୍ଭ କରିଛି। ବିଭିନ୍ନ ରାଜ୍ୟର ସଂଗଠନ ସହ ଜାତୀୟ ସଂଗଠନ ଓ ମନ୍ତ୍ରୀମଣ୍ଡଳରେ ବ୍ୟାପକ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଛି। ଏହି ଅବସରରେ ଦେଶର ଚାରୋଟି ପ୍ରମୁଖ ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ,…

୪୮୦ କୋଟିରେ ବିକ୍ରି ହେଲା ଶାହାରୁଖଙ୍କ ଯବାନ, ଡଙ୍କିର ନନ ଥିଏଟରିକାଲ ରାଇଟ୍ସ : ରିପୋର୍ଟ

ମୁମ୍ବାଇ: ଚଳିତ ବର୍ଷ ପଠାନ ଫିଲ୍ମ ମାଧ୍ୟମରେ ଶାହାରୁଖ ଖାଁ ବଲିଉଡରେ ବ୍ୟବସାୟର ସମସ୍ତ ରେକର୍ଡ ଭଙ୍ଗ କରିଥିଲେ । ଏବେ ସେ ଅଟଲୀ କୁମାରଙ୍କ ଯବାନ ଓ ରାଜକୁମାର ହୀରାନୀଙ୍କ ଡଙ୍କି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଚଳିତ ବର୍ଷ ଏହି ୨ଟି ଯାକ ଫିଲ୍ମ ରିଲିଜ ହେବା ଏକପ୍ରକାର ଚୂଡାନ୍ତ…

ଏମ୍‌ସ ଭୁବନେଶ୍ୱର ଏବଂ ଏସ୍‌ଭିନିର୍‌ତାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ପୁନର୍ବାସ କ୍ଷେତ୍ରରେ ବ୍ୟାପକ ଚିକିତ୍ସାସେବା ଯୋଗାଇ ଦେବା ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍‌ସ ଭୁବନେଶ୍ୱର ଏବଂ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ, ତାଲିମ, ଗବେଷଣା ଏବଂ ଶିକ୍ଷା କେନ୍ଦ୍ର(ଏସ୍‌ଭିନିର୍‌ତାର) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ…

‘ଦ କପିଲ ଶର୍ମା ସୋ’ ବନ୍ଦ କରି ପୁରା ଟିମ୍ ବିଦେଶରେ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ’ ହେଉଛି ‘ଦ କପିଲ ଶର୍ମା ଶୋ’ । ଏହି ଶୋ’ର ଲୋକପ୍ରିୟତା କେବଳ ଆମ ଦେଶରେ ନୁହେଁ ବିଦେଶରେ ବି ରହିଛି । ବିଦେଶରେ ଏହି ଶୋ’ର ଲୋକପ୍ରିୟତା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହି ଶୋ ବନ୍ଦ କରି କମେଡ଼ି କିଙ୍ଗ କପିଲ ଶର୍ମା ନିଜ…

ସୋସିଆଲ ମିଡିଆରୁ ମିଳିଥିବା ସହାୟତାରେ ଝିଅର ହେଲା ବିବାହ, କନଷ୍ଟେବଳ ସାଜିଲେ ଭାଇ

ରାଜସ୍ଥାନ:ଆଜିର ଯୁଗରେ ସୋସିଆଲ ମିଡିଆରେ ସବୁକିଛି ସମ୍ଭବ । ରାଜସ୍ଥାନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେ, ଜଣେ ପୋଲିସ କନଷ୍ଟେବଳ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ଲୋକେ ସାହାଯ୍ୟର ହାତ ଏମିତି ବଢାଇଲେ ଯେ, ଜଣେ ଗରିବ ଝି÷ଅକୁ ସେ ଧୁମ୍‌ଧାମ୍‌ରେ ବିବାହ କରାଇ…

୧୧ ବାଘ ଶିକାରୀ ଗିରଫ; ବାଘ ଛାଲ, ନଖ ଓ ମାଂସ ଜବତ

ବାଲିଗୁଡ଼ା: ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ । ବାଘ ଛାଲ, ନଖ ଓ କିଛି ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ…

ଅଗରକରଙ୍କ ପାଇଁ ବିସିସିଆଇ ଭାଙ୍ଗିନି କୌଣସି ନିୟମ

ମୁମ୍ବାଇ: ଭାରତର ପୂର୍ବତନ ପେସ ବୋଲର ଅଜିତ ଅଗରକରଙ୍କୁ ଚୟନ କମିଟି ମୂଖ୍ୟ ଭାବେ ନିଯୁକ୍ତ କରାଯାଇଛି । ବୋର୍ଡର ଏହି ନିଷ୍ପତିକୁ ସମୀକକ୍ଷମାନେ ସକାରାତ୍ମକ ଢ଼ଙ୍ଗରେ ନେଇଛନ୍ତି । ତେବେ ପ୍ରଶ୍ନ ଉଠିଛି କି ଅଗରକରଙ୍କ ପାଇଁ ବୋର୍ଡ କଣ ତାର ନିୟମରେ ପରିବର୍ତନ କରିଥିଲା କି ? ପ୍ରକୃତରେ ଏହି…

ବିଶିଷ୍ଟ ବ୍ୟକ୍ତିଙ୍କ ଏଡିଟ୍ ଫଟୋ ଦେଖାଇ ଅନଲାଇନ୍ ଠକେଇ, ୭୫ ଲକ୍ଷ ଟଙ୍କା ଫ୍ରିଜ୍ କଲା ଇଓଡବ୍ଲୁ

ଭୁବନେଶ୍ୱର: ଦେଶବ୍ୟାପୀ ୧୪ଟି ବ୍ୟାଙ୍କରେ ୭୫ ଲକ୍ଷ ଟଙ୍କା ଫ୍ରିଜ୍ କରିଛି ଅର୍ଥନୈତିକ ଅପରାଧିକ ଶାଖା (EOW) । ଅନଲାଇନ୍ ସ୍କାମରେ ଏହି ଆକାଉଣ୍ଟ ବ୍ୟବହାର ହେଉଥିଲା । ଏସବୁ ଆକାଉଣ୍ଟ ଡାଇସ୍, ଫ୍ଲାଏ ଆଭିଏଟର, ଏମଭିପି ଟ଼୍ରେଡର, ଏଫଟି୧୧ ଭଳି ଏକାଧିକ ଆପ୍ ସହ ଲିଙ୍କ୍ ହୋଇଥିଲା ।…

ଆତ୍ମରକ୍ଷା ପାଇଁ ଗୁଳି ଚଳାଇ ପାରିବେ ବନ କର୍ମଚାରୀ: ସରକାର ଦେଲେ ଅନୁମତି

ଭୁବନେଶ୍ୱର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ଜଣ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଚେତିଛନ୍ତି ସରକାର । ସେମାନଙ୍କ ସୁରକ୍ଷା ପାଇଁ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । CrPC ଧାରା ୧୯୭ ଅନୁଯାୟୀ ଏହି ବନ କର୍ମଚାରୀଙ୍କୁ ଆତ୍ମସୁରକ୍ଷା ପାଇଁ ମିଳିବ ଗୁଳି…