Latest Odisha News

BREAKING NEWS

ବସ୍ ଯିବା ପରେ ପରେ ଧସିଗଲା ରାସ୍ତା; ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

ପୁରୀ: ଧସିଗଲା ପୁରୀ  ଚକ୍ରତୀର୍ଥ ରୋଡ । ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏକ ଯାତ୍ରୀବାହୀ ଯିବା ପରେ ଧସିଗଲା ରାସ୍ତା । ରାସ୍ତା ମଝିରେ ବିରାଟ ଗାତ । ଏହାକୁ ନେଇ ଏବେ ପୁରୀବାସିନ୍ଦାଙ୍କ ମଧ୍ୟର ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ  ପୁରୀ  ଚକ୍ରତୀର୍ଥ ରୋଡରେ…

ସୋସିଆଲ ମିଡିଆରେ ପିଲାଙ୍କ ଫଟୋ ସେୟାର କରୁଥିଲେ ସାବଧାନ ! ନଚେତ ହୋଇପାରେ ବିପଦ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ନିଜ ଜୀବନରେ ଯାହା ଚାଲିଛି ସେ ନେଇ ଇନଷ୍ଟାଗ୍ରାମ, ଫେସବୁକ୍ ପରି ପ୍ଲାଟଫର୍ମରେ ଆମେ ସେୟାର କରୁ। କହିବାକୁ ଗଲେ ନିଜର ବ୍ୟକ୍ତିଗତ କଥା ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିବା ଏକ ଟ୍ରେଣ୍ଡ ଚାଲିଛି।…

ସରକାରୀ ଚାକିରି ଏଠି ବିକ୍ରି ହେଉଛି: ପ୍ରଶ୍ନପତ୍ର ଲିକ୍ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ନିଯୁକ୍ତି ବିକ୍ରି ହେଉଛି । ସରକାରୀ ଚାକିରିରେ ଦୁର୍ନୀତି ହେଉଛି । ଟଙ୍କା ନେଇ ଚାକିରି ଦିଆଯାଉଛି ।  ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ୧୬ ତାରିଖ କରିଥିବା ଏକ ପରୀକ୍ଷାକୁ ଗତକାଲି  ବାତିଲ କରିଛି । କାରଣ ଏହି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା…

ଆଜି ଶ୍ରୀଜିଉଙ୍କ ଖସାପଡ଼ା ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ସୋମବାର ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ପ୍ରାୟ ୫ ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ । ଶ୍ରୀମନ୍ଦିରରେ…

ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢ଼ିଲା EPFO ସୁଧ ହାର

ଭୁବନେଶ୍ଵର: କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢ଼ିଲା EPFO ସୁଧହାର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଅନୁମୋଦନ ମିଳିଛି । ତେବେ ପିଏଫ୍ ଉପରେ ସୁଧ ହାରକୁ ୮.୧୫ ପ୍ରତିଶତ ବୃଦ୍ଧି କରିବାକୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରଣ କରିଥିଲା କର୍ମଚାରୀ ଭବିଷ୍ୟନିଧି ବୋର୍ଡ । ଶ୍ରମ ଓ…

୨୫ରେ ଲଘୁଚାପ; ୪ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ପୁଣି ଘୂଣ୍ଣିବଳୟ । ପଶ୍ଚିମ କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସୋମବାର ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୨୫ ତାରିଖ  ଏହି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।…

କରଜରେ ବୁଡ଼ି ରହୁଛନ୍ତି କି? ଜଲ୍ଦି କରନ୍ତୁ ଏହି ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସଭିଏଁ ନିଜ ପରିବାର ପାଇଁ ତଥା ନିଜ ପାଇଁ ପରିଶ୍ରମ କରି ଟଙ୍କା ରୋଜଗାର କରିଥାଆନ୍ତି। ଘରେ ସୁଖସମୃଦ୍ଧି ପାଇଁ ସର୍ବଦା ଚେଷ୍ଟା କରିଥାଆନ୍ତି। ମାତ୍ର କେତେକ ସମୟରେ ଅଧିକ ପରିଶ୍ରମ ପରେ ମଧ୍ୟ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଅଭାବ ଲାଗି ରହିଥାଏ। ଅଯଥାରେ ଟଙ୍କା…

ରାଜଧାନୀରେ ବଢିଲା ଡେଙ୍ଗୁ ଭୟ: କ୍ୟାପିଟାଲ ହସ୍ପିଟାଲରେ ଆଉ ଜଣେ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର:ରାଜଧାନୀରେ ପୁଣି ଜୀବନ ନେଲା ଡେଙ୍ଗୁ । ଗତକାଲି ଡେଙ୍ଗୁରେ ଜଣେ ୭ ବର୍ଷ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଜଣଙ୍କର ମୃ୍ତ୍ୟୁ ଘଟିଛି । ଫଳରେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି । ଗତକାଲି ଖଣ୍ଡଗିରି ନିକଟ ଧର୍ମ ବିହାର ଅଞ୍ଚଳର ଜଣେ ସାତ ବର୍ଷର ବାଳିକା ଡେଙ୍ଗୁରେ…

ରହସ୍ୟମୟ ଦ୍ୱାରିକା ନଗରୀ, ରହିଛି ଏମିତି ରହସ୍ୟ ଯାହା ଆଜିବି ହୋଇନାହିଁ ପ୍ରମାଣିତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ପ୍ରାଚୀନ କଥା ଏବଂ ପୁରାଣ ରୁ ଆମେ ଅନେକ କାହାଣୀ ଶୁଣିଛୁ ଯାହାକି ଖୁବ ରହସ୍ୟମୟ ଅଟେ । ସେସବୁର କିଛି ଅଦ୍ଭୁତ କାରଣ ବି ରହିଥାଏ । ଆପଣ ମାନେ ଜାଣନ୍ତି କି, ଦୁନିଆର ସବୁଠାରୁ ପୁରୁଣା ସହର ଦ୍ୱାରିକା, ଯାହାକୁ ଭଗବାନ ଶ୍ରୀକୃଷ୍ଣ ତିଆରି କରିଥିଲେ । ଇତିହାସ କୁହେ…

ପାଠପଢ଼ା ସମୟରେ ସ୍କୁଲରେ ପଶିଲା ଭାଲୁ, ଭୟରେ ଛାତ୍ରଛାତ୍ରୀ

ନବରଙ୍ଗପୁର: ପାଠପଢ଼ା ଚାଲିଥିବା ସମୟରେ ସ୍କୁଲରେ ପଶିଲା ତିନୋଟି ଭାଲୁ। ମା ସହିତ ଅଛନ୍ତି ତାର ଦୁଇଟି ଛୁଆ। ସ୍କୁଲର ଦୁଇ ପାଇଖାନା ମଝିରେ ରହିଛନ୍ତି ଏହି ୩ ଟି ଭାଲୁ। ଭୟରେ ଆତଙ୍କିତ ସ୍କୁଲ ଛାତ୍ର ଛାତ୍ରୀ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ…