Latest Odisha News

BREAKING NEWS

ବିମାନରେ ଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ; ନିଶାସକ୍ତ ଅବସ୍ଥାରେ ମହିଳା ପାସେଞ୍ଜରଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ନୂଆଦିଲ୍ଲୀ: ମଦ ନିଶା କଣ ବା ନକରି ପାରେ  । ବିମାନରେ ସେଭଳି କିଛି କାଣ୍ଡ ଘଟାଇଛନ୍ତି ଜଣେ ଯାତ୍ରୀ। ମଦ ନିଶାରେ ମହିଳା କୋ-ପାସେଞ୍ଜରଙ୍କ ଉପରେ ପରିସ୍ରା କରିଦେଲେ ଯାତ୍ରୀ  । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଫ୍ଲାଇଟରେ ଏଭଳି ଅଭାବନୀୟ ଘଟଣା ଘଟିଛି  । ଏନେଇ ମହିଳା ଯାତ୍ରୀ ଜଣକ ଟାଟା…

ଜାହାଜରେ ରୁଷ ନାଗରିକଙ୍କ ମୃତ୍ୟୁ: ରହସ୍ୟରୁ ପରଦା ହଟାଇବ ଶବ ବ୍ୟବଚ୍ଛେଦ ରିପୋର୍ଟ

ପାରାଦୀପ( କର୍ମଜିତ୍ ଜେନା ) : ଜାହାଜରେ ରୁଷ ନାଗରିକଙ୍କ ମୃତ୍ୟୁ ଘଟଣା ଉପରୁ ଏବେ ହଟିନି ରହସ୍ୟର ପରଦା । ରୁଷ ନାଗରିକ ତଥା  'ଏମ୍ .ଭି. ଅଲଦାନା'  ଜାହାଜର ଚିଫ ଇଞ୍ଜିନିୟର 'ମିଲ ଯିକୁବ ସର୍ଜିଇ' (୫୨)ଙ୍କj ମୃତ୍ୟୁ କିପରି ପରିସ୍ଥିତିରେ ଘଟିଲା ତାହା ସ୍ପଷ୍ଟ ହୋଇ ପାରୁନି । ପୂର୍ବରୁ ୨…

ନୂଆ ବର୍ଷରେ ଗୁଗଲର ଝଟ୍‌କା: ଏହିସବୁ କମ୍ପ୍ୟୁଟରରେ କାମ କରିବନି କ୍ରୋମ ବ୍ରାଉଜର

ୱାଶିଂଟନ: ଏଣିକି ଅନେକ କମ୍ପ୍ୟୁଟରରେ କାମ କରିବନି ଗୁଗଲ କ୍ରୋମ୍। କାରଣ ନୂଆ ବର୍ଷରେ ଗୁଗଲ କ୍ରୋମର ନୂଆ ବର୍ଜନ ଲଞ୍ଚ୍ କରିବ କମ୍ପାନୀ। ଆଉ ନୂଆ ଭର୍ଜନ ଲଞ୍ଚ କରିବା ସହ ପୁରୁଣା ଭର୍ଜନ କିଛି କମ୍ପ୍ୟୁଟର କାମ କରିବା ବନ୍ଦ କରିଦେବ। ଏକ ଟେକ୍ ରିପୋର୍ଟର ସୂଚନା ଅନୁସାରେ, ୭ ଫେବ୍ରୁଆରୀ…

ମା’ ନା ରାକ୍ଷସୀ; ସନ୍ତାନକୁ ବାରମ୍ବାର ରୋଗ ହେବାରୁ ତଣ୍ଟିଚିପି ଫେପାଡ଼ିଦେଲା ମା’

ଅହମ୍ମଦାବାଦ : ମା’ ଏମିତି ଏକ ଶବ୍ଦ, ଯାହା ଦୁନିଆର ସବୁଠାରୁ ଅତି ଆପଣାର । ପିଲାର ଖୁସି ପାଇଁ ଯିଏ ନିଜକୁ ଜଳାଞ୍ଜଳି ଦେଇପାରେ ସେ ହେଉଛି ମା’ । ହେଲେ ଏହି ମା’ କେବେ କ’ଣ କୌଣସି ପିଲା ପାଇଁ ରାକ୍ଷସୀ ସାଜିପାରେ ।କିନ୍ତୁ ଅହମଦାବାଦରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି ଯାହା ଆପଣ…

ଡେରାଡୁନରେ ଚିକିତ୍ସିତ ହେଉଥିବା ଋଷଭ ପନ୍ତଙ୍କୁ ମୁମ୍ବାଇ ଆଣିବ ବିସିସିଆଇ: ଉନ୍ନତ ଚିକିତ୍ସା ପାଇଁ ବିଦେଶ ପଠାଇ ପାରେ…

ମୁମ୍ବାଇ: କାର୍ ଦୁର୍ଘଟଣାରେ ଶିକାର ହୋଇ ଡେରାଡୁନରେ ଚିକିତ୍ସିତ ହେଉଥିବା ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କୁ ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇ ଅଣାଯିବ। ଏନେଇ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଲିଗାମେଣ୍ଟ ଛିଡ଼ିବା ସହିତ ଅନ୍ୟାନ୍ୟ ଆହତର ଚିକିତ୍ସା ଏହିଠାରେ କରାଯିବ ବୋଲି…

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ: କାରରେ ଘୋଷାଡ଼ି ହୋଇ ଯୁବତୀଙ୍କ ଖପୁରି ଉଡି ଯାଇଥିଲା, ପଞ୍ଜରା ହାଡ ବାହାରି…

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ସାମ୍ନାକୁ ଆସିଥିଲା ଛାତି ଥରାଇଦେବା ଭଳି ଘଟଣା । ଦିଲ୍ଲୀର କଞ୍ଝାବଲା ଇଲାକାରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ କାର ତଳେ ଘୋଷାଡି ୧୨ କିମି ନେଇ ଯାଇଥିଲେ  । ଫଳରେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି । ଏବେ ସମ୍ନାକୁ…

ହକି ବିଶ୍ୱ କପ୍ ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସମୀର

ଭୁବନେଶ୍ୱର : ଓଡ଼ିଶାରେ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱ କପ୍ । ଏଥିପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଉଛି । ମନ୍ତ୍ରୀ ସମୀର ରଞ୍ଜନ ଦାଶ ମିଜୋରାମ ମୁଖ୍ୟମନ୍ତ୍ରୀ ପୁ. ଜୋରାମଥାଙ୍ଗାଙ୍କୁ ଆଜି ସକାଳେ…

ଜେଲରେ ଅର୍ଚ୍ଚନାଙ୍କୁ ଜେରା; ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡିର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର:ନୂଆ ମୋଡ ନେଉଛି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲା । ଅର୍ଚ୍ଚନା ଓ ତାଙ୍କ ସବୁ ସହଯୋଗୀଙ୍କ ସମ୍ପତ୍ତି ହୋଇପାରେ ବାଜ୍ୟାପ୍ତି । ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଇଡି । ଅନ୍ୟପକ୍ଷେ ତଦନ୍ତ ପାଇଁ ଏବେ ଝାରପଡା ଜେଲରେ ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟର ଟିମ ।ଜଣେ ମହିଳା…

ଏୟାର ଇଣ୍ଡିଆ ବିମାନରେ ମଦୁଆ ଯାତ୍ରୀଙ୍କ ଉନ୍ମତକାଣ୍ଡ; ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କଲେ

ନୂଆଦିଲ୍ଲୀ: ମଦୁଆ ଯାତ୍ରୀଙ୍କ ଉନ୍ମତକାଣ୍ଡ। ବିମାନରେ ବସିଥିବା ଜଣେ ବରିଷ୍ଠ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ବ୍ୟକ୍ତି। ନଭେମ୍ବର ୨୬ ତାରିଖରେ ଘଟଣା ଘଟିଛି। ଏୟାର ଇଣ୍ଡିଆର ଏକ ବିମାନ ୧୦୨ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ବେଳେ ଜଣେ ମଦୁଆ ଯାତ୍ରୀ ଏଭଳି…

ବ୍ରିଟିସ୍ ପାଠ୍ୟଖସଡ଼ାରେ ପରିବର୍ତ୍ତନ ଆଣିବେ ଋଷି ସୁନକ; ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରାଛାତ୍ରୀଙ୍କୁ ଗଣିତ ପଢ଼ିବା…

ଲଣ୍ଡନ: ଗଣିତ ଏକ ଜଟିଳ ପାଠ ବୋଲି ଅନେକ ଛାତ୍ରଛାତ୍ରୀଙ୍କର ମନରେ ଧାରଣା ରହିଛି। ଏଥିପାଇଁ ଅନେକ ଗଣିତ କଷିବାକୁ ପଛଘୁଞ୍ଚା ଦିଅନ୍ତି। ଫଳରେ ଛାତ୍ରଛାତ୍ରୀଙ୍କର ସଂଖ୍ୟାତ୍ମକ ଜ୍ଞାନ କମିଯାଏ। ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷ ସୁନକ କିନ୍ତୁ ଛାଚ୍ରଛାତ୍ରୀଙ୍କ ମଧ୍ୟରେ ଏହି ଜ୍ଞାନକୁ…