କାନବେରାରେ ଶ୍ରଦ୍ଧା ଓ ଭକ୍ତିରେ ପାଳିତ ହେଲା ଘୋଷଯାତ୍ରା
କାନବେରା: ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ଶ୍ରଦ୍ଧା ଆଉ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇ ଯାଇଛି ଶ୍ରୀଜଗନ୍ନାଥଙ୍କର ଦ୍ଵାଦଶତମ ପବିତ୍ର ରଥଯାତ୍ରା । ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଆୟୋଜିତ ଏହି ଭବ୍ୟ ସମାରୋହର ସଫଳ କାର୍ଯ୍ୟାନ୍ଵୟନ ପାଇଁ ଅଷ୍ଟ୍ରେଲିଆ ଓଡ଼ିଆ…