ଗଭୀର ସମୁଦ୍ରରୁ ଅଦ୍ଭୁଦ ଜୀବ ଠାବ, ବୈଜ୍ଞାନିକମାନେ ନାଁ ରଖିଲେ ମେଲାନୋଷ୍ଟୋମିୟସ୍ ଡ଼ିଓ
ବ୍ରାଜିଲ: ଦୁନିଆରେ ଅନେକ ପ୍ରକାରର ଜୀବ ଅଛନ୍ତି । କିଏ ମାଟି ତଳେ ତ ଆଉ କିଏ ଗଭୀର ସମୁଦ୍ର ଭିତରେ କିମ୍ବା ଘଞ୍ଚ ଜଙ୍ଗଲରେ ବାସ କରିଥାନ୍ତି । ଅନେକ ବୈଜ୍ଞାନିକ ନୂତନ ଜୀବଙ୍କ ସନ୍ଧାନରେ ନିୟୋଜିତ ରହିଥାନ୍ତି । ଏପରି ଜାଗାରେ ଜୀବଜନ୍ତୁ ଠାବ କରନ୍ତି, ଯେଉଁଠାରେ ମଣିଷ ଏପର୍ଯ୍ୟନ୍ତ ପହଞ୍ଚିି…