Latest Odisha News

BREAKING NEWS

ଜେଲରେ ଅର୍ଚ୍ଚନାଙ୍କୁ ଜେରା; ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡିର ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର:ନୂଆ ମୋଡ ନେଉଛି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲା । ଅର୍ଚ୍ଚନା ଓ ତାଙ୍କ ସବୁ ସହଯୋଗୀଙ୍କ ସମ୍ପତ୍ତି ହୋଇପାରେ ବାଜ୍ୟାପ୍ତି । ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଇଡି । ଅନ୍ୟପକ୍ଷେ ତଦନ୍ତ ପାଇଁ ଏବେ ଝାରପଡା ଜେଲରେ ପ୍ରବର୍ତ୍ତନ  ନିର୍ଦ୍ଦେଶାଳୟର ଟିମ ।ଜଣେ ମହିଳା…

ଏୟାର ଇଣ୍ଡିଆ ବିମାନରେ ମଦୁଆ ଯାତ୍ରୀଙ୍କ ଉନ୍ମତକାଣ୍ଡ; ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କଲେ

ନୂଆଦିଲ୍ଲୀ: ମଦୁଆ ଯାତ୍ରୀଙ୍କ ଉନ୍ମତକାଣ୍ଡ। ବିମାନରେ ବସିଥିବା ଜଣେ ବରିଷ୍ଠ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ବ୍ୟକ୍ତି। ନଭେମ୍ବର ୨୬ ତାରିଖରେ ଘଟଣା ଘଟିଛି। ଏୟାର ଇଣ୍ଡିଆର ଏକ ବିମାନ ୧୦୨ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ବେଳେ ଜଣେ ମଦୁଆ ଯାତ୍ରୀ ଏଭଳି…

ବ୍ରିଟିସ୍ ପାଠ୍ୟଖସଡ଼ାରେ ପରିବର୍ତ୍ତନ ଆଣିବେ ଋଷି ସୁନକ; ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ରାଛାତ୍ରୀଙ୍କୁ ଗଣିତ ପଢ଼ିବା…

ଲଣ୍ଡନ: ଗଣିତ ଏକ ଜଟିଳ ପାଠ ବୋଲି ଅନେକ ଛାତ୍ରଛାତ୍ରୀଙ୍କର ମନରେ ଧାରଣା ରହିଛି। ଏଥିପାଇଁ ଅନେକ ଗଣିତ କଷିବାକୁ ପଛଘୁଞ୍ଚା ଦିଅନ୍ତି। ଫଳରେ ଛାତ୍ରଛାତ୍ରୀଙ୍କର ସଂଖ୍ୟାତ୍ମକ ଜ୍ଞାନ କମିଯାଏ। ହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷ ସୁନକ କିନ୍ତୁ ଛାଚ୍ରଛାତ୍ରୀଙ୍କ ମଧ୍ୟରେ ଏହି ଜ୍ଞାନକୁ…

ଜାଣନ୍ତୁ କ୍ଷୀର ସାଗର ପ୍ରସ୍ତୁତି….

କ୍ଷୀର ସାଗର ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି  । କିନ୍ତୁ ଏହାକୁ କେବେ ଘରେ ତିଆରି କରିଛନ୍ତି କି ? କ୍ଷୀର ସାଗର ତିଆରି କରିବା ପ୍ରସ୍ତୁତି ପ୍ରଣାଳୀ ବେଶୀ କଷ୍ଟସାଧ୍ୟ ନୁହେଁ । ତେବେ ଆଜି ଆସନ୍ତୁ ଜାଣିବା ଘରେ କିପରି ତିଆରି କରିବେ କ୍ଷୀର ସାଗର  । ପ୍ରସ୍ତୁତି ପ୍ରଣାଳୀ :-…

ବେଆଇନ ଭାବେ ମୋବାଇଲ୍‌ ବ୍ୟବହାର କରିବାରୁ ଗଲା ୮୯ ସୈନିକଙ୍କ ଜୀବନ: ଋଷ ପ୍ରତିରକ୍ଷା ମନ୍ତ୍ରାଳୟ

ମସ୍କୋ: ବେଆଇନ ଭାବେ ମୋବାଇଲ୍‌ ବ୍ୟବହାର କରିବାରୁ ଗଲା ୮୯ ଋଷ ସୈନିକଙ୍କ ଜୀବନ। ୟୁକ୍ରେନ ମିସାଇଲ୍ ଆକ୍ରମଣରେ ଏମାନଙ୍କର ଜୀବନ ଯାଇଥିବା ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଯବାନଙ୍କର ମୃତ୍ୟୁ ନେଇ ଋଷ ସରକାରଙ୍କୁ କିଛି ସମାଲୋଚନା କରିବା ପରେ ବୁଧବାର…

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ; ୨୧ ଟିମରେ ଶହେରୁ ବେଶୀ କର୍ମଚାରୀ ନିୟୋଜିତ

ଖୋର୍ଦ୍ଧା: ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଧୀନ ୫ଟି ରେଞ୍ଜରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ। ଗଣନା କାର୍ଯ୍ୟରେ ୨୧ ଟିମରେ ଶହେରୁ ଅଧିକ କର୍ମଚାରୀ ସାମିଲ ଅଛନ୍ତି। ବାଲୁଗାଁ ସହିତ ୫…

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍

ଭୁବନେଶ୍ୱର : ୧୩ ତାରିଖରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ୍ । ପ୍ରଥମ ବିଦେଶୀ ପ୍ରତିଯୋଗୀ ଦଳ ଭାବେ ଓଡ଼ିଶାରେ ପହଞ୍ଚିଲା ଟିମ୍ । ଭୁବନେଶ୍ୱରରେ ପହଞ୍ଚିଛି ନେଦରଲାଣ୍ଡସ୍ ଟିମ୍ । ବିମାନବନ୍ଦରରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି । ୧୦ ତାରିଖରେ ରାଉରକେଲା ଅଭିମୁଖେ ଯିବ ଏହି ଦଳ ଓ ୧୪…

ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ Z+ ସୁରକ୍ଷା ଦେଲେ କେନ୍ଦ୍ର ସରକାର; ଜୀବନ ପ୍ରତି ବିପଦ ଥିବା ମିଳିଥିଲା…

କୋଲାକାତ: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଜେଡ୍‌ ପ୍ଲସ୍ ସୁରକ୍ଷା ଦେଲେ କେନ୍ଦ୍ର ସରକାର। ତାଙ୍କ ଜୀବନକୁ ବିପଦ ଥିବା ଗୁଇନ୍ଦା ସୂଚନା ମିଳିପା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବେଙ୍ଗଲ ରାଜ୍ୟପାଳଙ୍କୁ ଏହି ସୁରକ୍ଷା ଦିଆଯାଇଛି। ସୁରକ୍ଷା ମିଳିବା ପରେ ପୂରା ଦେଶରେ…

ପଞ୍ଜାବରେ ବାଘ ଶିକାର, ସପ୍ତାହରେ ୨ କଲରାପତରିଆ ଶବ ଉଦ୍ଧାର ହେଲାଣି

ପଞ୍ଜାବ: ପଞ୍ଜାବରେ ଚାଲିଛି ଅବାଧ ବାଘ ଶିକାର । ମଙ୍ଗଳବାର ରୁପନଗର ଜିଲ୍ଲା ନିକଟସ୍ଥ ଜଙ୍ଗଲରୁ ଏକ ୫ ବର୍ଷୀୟ କଲରାପତରିଆ  ଛୁଆର ମୃତଦେହ ମିଳିଛି । ବାଘଟି ଗୁଳିର ଶିକାର ହୋଇଛି । ତେବେ ବାଘକୁ ପେଶାଦାର ଶିକାରୀ ଗୁଳି ମାରିଛି କି ଆଉ କିଏ ତାହା ସ୍ପଷ୍ଟ କରିଛନ୍ତି ଡିଏଫଓ କୁଲରାଜ ସିଂ ।…

ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ପୈତୃକ ଘର ଉପରେ ଆକ୍ରମଣ; ଘର ଓ ଗାଡ଼ି ଜାଳି ଦେଲେ

ଅଗରତାଲା: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିପ୍ଳବ ଦେବଙ୍କ ପୈତୃକ ଘର ଉପରେ ଆକ୍ରମଣ। ଗତକାଲି ସନ୍ଧ୍ୟାରେ ସିପିଆଇଏମ୍‌ ସମର୍ଥକ ଗୁଣ୍ଡାମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆଜି ବିପ୍ଳବ ଦେବଙ୍କ ବାପା ହିରୁଧାନ ଦେବଙ୍କ ଶ୍ରାଦ୍ଧ କାର୍ଯ୍ୟ…