ଭୋପାଳରେ ଗୃହମନ୍ତ୍ରୀ ଅମିତ ଶାହ, ଜାରି କରିବେ ଶିବରାଜ ସରକାରଙ୍କ ‘ରିପୋର୍ଟ କାର୍ଡ’
ଭୋପାଳ: ଆଗକୁ ଅଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ। ଏନେଇ ସମସ୍ତ ଦଳ ହେଉଛନ୍ତି ସଜବାଜ। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏଠାରେ ସେ ମଧ୍ୟପ୍ରଦେଶ ସରକାରଙ୍କ ‘ରିପୋର୍ଟ କାର୍ଡ’ ଜାରି କରିବା ସହ ଗ୍ୱାଲିୟରରେ ବିଜେପିର କାର୍ଯ୍ୟ ସମିତି ବୈଠକକୁ…