Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କ ବିମୁଦ୍ରିକରଣ ନିଷ୍ପତ୍ତି ଠିକ ଥିଲା-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିମୁଦ୍ରିକରଣ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା ବୋଲି। ବିମୁଦ୍ରିକରଣ ପ୍ରକ୍ରିୟାରେ ତ୍ରୁଟି ମଧ୍ୟ ନ ଥିଲା ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ଦ୍ୱାରା କଳାଧନ, ସହ ନକଲି ନୋଟ୍ କାରବାର, ଆତଙ୍କବାଦୀ ସଙ୍ଗଠନକୁ…

ପରିଚୟ ପତ୍ର ମାଗିଲେ, ହିନ୍ଦୁ ନାଁ ଦେଖି ଆଖିବୁଜା ଗୁଳି ଫୁଟାଇଲେ ଆତଙ୍କୀ

ଶ୍ରୀନଗର:ଜମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲା ଡାଙ୍ଗରୀ ଗାଁରେ ରବିବାର ରାତିରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଆତଙ୍କୀମାନେ ଆଖି ବୁଜା ଗୁଳିଚାଳନା କରିଥିଲେ । ଆତଙ୍କୀମାନେ ଗୋଟିଏ ସଂପ୍ରଦାୟର ତିନୋଟି କୋଠା ଉପରକୁ ଗୁଳିମାଡ କରିଥିଲେ । ଏହି ଘଟଣାରେ ମୃତ୍ୟୁ  ସଂଖ୍ୟା ୪କୁ ବୃଦ୍ଧି ପାଇଛି…

କମିବ ଶୀତ, ବଢିବ ତାତି ଆଉ ବଢିବ କୁହୁଡି

ଭୁବନେଶ୍ୱର:  ମେଘୁଆ ପାଗ । ଶୀତର ପ୍ରକୋପ  ନାହିଁ କି ଟାଣଖରା ବି ନାହିଁ । ସକାଳୁ ସକାଳୁ କୁହୁଡି ବି ଦେଖାଯାଉଛି । ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁ ରାତିର ତାପମାତ୍ରାରେ ବୃଦ୍ଧି ଘଟୁଛି । ଗତକାଲି ଏମିତି ପାଗ ଦେଖା ଦେଇଥିବାବେଳେ ଆଜି ବି ସକାଳୁ ଠିକ ସେମିତି ପାଗ ରହିଛି । ପାଣପାଗ…

ଟ୍ରେନ ଲାଇନ ଚ୍ୟୁତ; ୧୦ ଆହତ

ପାଲି: ବାନ୍ଦ୍ରା ଟର୍ମିନସ-ଯୋଧପୁର ସୂର୍ଯ୍ୟନଗରୀ ଏକ୍ସପ୍ରେସ ଟ୍ରେନ ଦୁର୍ଗଟଣାଗ୍ରସ୍ତ ହୋଇଛି । ସକାଳ ପ୍ରାୟ ୩.୨୭ରେ ଟ୍ରେନର ୮ଟି ବଗି   ଲାଇନ୍‌ଚ୍ୟୁତ ହୋଇଛି। ଦୁ୍ର୍ଘଟଣା ଯୋଧପୁର ଡିଭିଜନର ରାଜକିୟାବାସ-ବୋମଦରା ସେକ୍ସନ ମଝିରେ ଘଟିଛି । ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥିବା  ଜଣା…

ରାଜଧାନୀରେ ବର୍ବରକାଣ୍ଡ: ଯୁବତୀଙ୍କୁ ୧୨ କିମି ଘୋଷାଡି ନେଲା କାର

ନୂଆଦିଲ୍ଲୀ:ରାଜଧାନୀରେ ଦିଲ୍ଲୀରେ ମଦ୍ୟପ ଯୁବକଙ୍କ ପୁଣି ବର୍ବର କାଣ୍ଡ ।  ଜଣେ ମହିଳାଙ୍କୁ ୧୨ କିମି ପର୍ଯ୍ୟନ୍ତ ଘୋଷାଡି ନେଇଛି ଚଳନ୍ତା କାର । ଫଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି । ଏମିତି ଘଟଣା ଘଟିଛି ଗତକାଲି ସକାଳେ ଦିଲ୍ଲୀ ସୁଲତାନପୁରୀ ଅଞ୍ଚଳରେ ।ନୂଆ ବର୍ଷ ସକାଳୁ ସକାଳୁ ଏପରି…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ 'ବେଳାଭୂମିର ଚିହ୍ନ' ଦ୍ରୁତ ପରିବର୍ତ୍ତିତ ସମୟର ପନ୍‌ଝା ଭିତରେ କେତେକେତେ ସାମାଜିକ ଅସଙ୍ଗତି ବିସଙ୍ଗତି, ସଂସ୍କୃତି ଅବକ୍ଷୟର ରାଶି ରାଶି ଉଦାହରଣ, ଅପସୃୟମାନ ଲୋକୋକ୍ତି, ଲୋକକଥା, ଲୋକଚରିତ୍ର । ଏଇ ପରିଧି ଭିତରେ ବିସ୍ଥାପନ,…

କବିତା : ସୁନେଲି କ୍ଷେତ

ପ୍ରିୟମ୍ବଦା ସାମଲ ଶୀତ ପ୍ରଭାତରେ ଚାଷୀ ଗୀତ ଗାଏ ଦେଖି ତାର ସୁନା କ୍ଷେତ ଧରଣୀ ମାଆ ମୋ ସୁନେଲି ରଙ୍ଗର ପିନ୍ଧି ଅଛି ପାଟ ବସ୍ତ୍ର। ଅଳସି ସୋରିଷ ଫୁଲେଇ ହେଉଛି ଅଳସ ଭାଙ୍ଗଇ ଧୀରେ ସୁନେଲି କ୍ଷେତରେ ନାଚି ନାଚି ଝୁମେ ଜନ ମନ ପ୍ରାଣ ହରେ। ପ୍ରକୃତି ରାଣୀର ସେନେହ ସ୍ପର୍ଶରେ…

ଭାଷା ଭାଗବତ : ଲୋକଭାଷାରେ ଲେଖାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିକଳ୍ପ ସୁବିଧାଜନକ ହେଲେ ହେଁ ଏଠି ବହୁ ଲୋକ ହୁଅଂତି ପ୍ରଥାର ସ୍ତାବକ ଦିଶେନି ନୂଆ ଜ୍ଞାନାଲୋକ ପରିବର୍ତନ ପ୍ରତି ଭୀତି ଥିବାରୁ ସୁପ୍ରାଚୀନ ଜାତି କରିପାରୁନି ଅଗ୍ରଗତି ସହୁଛି ବହୁବିଧ କ୍ଷତି ବିଶ୍ବ ଆଡ଼େ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାର ବାୟୁ କୋଣରେ ଅବସ୍ଥିତ ମହାଲଷ୍ମୀଙ୍କ ମନ୍ଦିର ବିଷୟରେ ଆଲୋଚନା ଜାରି ରହିଛି। ସେହି ପ୍ରସଙ୍ଗରେ ଆଜି ଜାଣିବା, ଦୈନିକ ପୂଜାନୀତି ଓ ବିଶେଷ…

ଚନ୍ଦ୍ରବାବୁଙ୍କ ସଭାରେ ପୁଣି ଦଳା ଚକଟା, ୩ ଜଣଙ୍କ ମୃତ୍ୟୁ

ଅମରାବତି: ନୂଆବର୍ଷରେ ଅଘଟଣ । ଦଳା ଚକଟାରେ ଚାଲିଗଲା ୩ ଜଣଙ୍କ ଜୀବନ । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସଭାରେ ପୁଣି ଦଳା ଚକଟା ହୋଇଛି । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ମାତ୍ର ୪ ଦିନ ଭିତରେ ଚନ୍ଦ୍ରବାବୁ ନାଇଡୁଙ୍କ…