ଦେଶରେ ଦଙ୍ଗା ନିୟନ୍ତ୍ରଣ ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ପଠାଇବା ପାଇଁ ଅନୁରୋଧ କଲେ ଫ୍ରାନ୍ସ ଡାକ୍ତର
ପ୍ୟାରିସ: ଗୁଳିକାଣ୍ଡରେ ନାବାଳକ ମୃତ୍ୟୁକୁ ନେଇ ସାରା ଫ୍ରାନ୍ସ ଜଳୁଛି । ୪ ଦିନ ହେଲାଣି ଦେଶରେ ହିଂସା କମୁନି । ସାରା ଦେଶରେ ବିରୋଧ ପ୍ରଦର୍ଶନ ସାଙ୍ଗକୁ ରାସ୍ତା ଅବରୋଧ । ପୋଲିସ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା ବାଷ୍ପ ପ୍ରୟୋଗ କରୁଛି, ପାଣି ମାଡ କରୁଛି ।…