Latest Odisha News

BREAKING NEWS

ଭାରତୀୟ ସିରପ ଖାଇ ଉଜବେକିସ୍ତାନରେ ୧୮ ଛୁଆଙ୍କ ମୃତ୍ୟୁ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଔଷଧ ଖାଇ ବିଦେଶରେ ମରୁଛନ୍ତି ଛୁଆ । ଗାମ୍ବିଆ ପରେ ଉଜବେକିସ୍ତାନ୍ ଆଣିଲା ସାଂଘାତିକ ଅଭିଯୋଗ । ଭାରତରେ ପ୍ରସ୍ତୁତ ସିରପ ଖାଇ ୬୬ ଛୁଆଙ୍କ ମୃତ୍ୟୁ ହୋଇଥିବା ଗତ ଅକ୍ଟୋବରରେ ଅଭିଯୋଗ ଆଣିଥିଲା ଗାମ୍ବିଆ । ଏବେ ଭାରତୀୟ କମ୍ପାନୀ ମାରିଅନ୍ ବାୟୋଟେକ୍ ବିରୋଧରେ…

ରଣଜୀ ଟ୍ରଫି: ହରିୟାଣାର ୩୩୮ ରନ ଜବାବରେ ଓଡିଶା ୨୦୪/୩

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ହରିୟାଣା ବିପକ୍ଷରେ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୩ ୱିକେଟ ବିନିମୟରେ ୨୦୪ ରନ ସଂଗ୍ରହ କରିଛି । ଅନୁରାଗ ଷଡଙ୍ଗୀ ଓ ଶାନ୍ତନୁ ମିଶ୍ର ଅର୍ଦ୍ଧଶତକ ହାସଲ କରିଥିଲେ । ଅନୁରାଗ ୬୩ ଓ ଶାନ୍ତନୁ ୬୦ ରନ କରି ପ୍ୟାଭିଲିୟନ ଫେରି ଯାଇଥିଲେ । ଷ୍ଟମ୍ପସ…

ହକି ପାଇଁ ବିଡିଏ ଗଠନ କଲା ୧୭ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍, ଜାନୁଆରୀ ପହିଲାରୁ ତନାଘନା

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର ସଜ୍ଜେଇ ହେଉଛି । ସହରକୁ ସରସ ସୁନ୍ଦର କରିବାକୁ ବିଏମସି ସହ ଅଣ୍ଟା ଭିଡ଼ିଛି ବିଡିଏ । ବିଶେଷ କରି ବିଶ୍ୱକପ୍ ହକି ସମୟରେ ରାସ୍ତାକଡ଼ରେ ଉଠା ଦୋକାନ, ରାସ୍ତା ଉପରେ ଯେଭଳି ଗାଡ଼ି ପାର୍କିଂ ନ ହେବ ସେଥିପ୍ରତି ବିଡିଏ ଦୃଷ୍ଟି ଦେଇଛି ।…

ବନ୍ଧା ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର, ଆୟଠୁ ଅଧିକ ୧୯୧% ସମ୍ପତ୍ତି ଠାବ

ଭୁବନେଶ୍ୱର: ଆୟଠୁ ଅଧିକ ୧୯୧ ପ୍ରତିଶତ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ଜଗତସିଂହପୁର ଡେପୁଟି କଲେକ୍ଟରଙ୍କୁ ଗିରଫ କରିଛି । ଡେପୁଟି କଲେକ୍ଟରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମଧ୍ୟରେ ୫ଟି ଫ୍ଲାଟ୍, ୨ଟି ଦୁଇ ମହଲା କୋଠା, ୧୧ଟି ପ୍ଲଟ ସହ ୪୮.୭୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ଏବଂ ୧.୮୫…

ଜେଲରୁ ମୁକୁଳିଲେ ଏନସିପି ନେତା ଅନୀଲ ଦେଶମୁଖ

ମୁମ୍ବାଇ: ପ୍ରାୟ ୧ ବର୍ଷ ହେବ ଜେଲରେ ରହିବା ପରେ ମୁକୁଳିଛନ୍ତି ଅନୀଲ ଦେଶମୁଖ । ୧୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟିର ଏହି ନେତା ଆର୍ଥର ଜେଲରେ ଦଣ୍ଡ ଭୋଗୁଥିଲେ । ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ସେ ଜେଲରୁ ମୁକୁଳିବା…

ଝାଡଖଣ୍ଡ ଅଭିନେତ୍ରୀଙ୍କୁ ହାୱାଡାରେ ଗୁଳି କରି ହତ୍ୟା

କୋଲକାତା: ତୁନୀଷା ଶର୍ମାଙ୍କ ଆତ୍ମହତ୍ୟା ପରେ ଚଳିତ ବର୍ଷ ଶେଷ ଭାଗରେ ଆଉ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ଝାଡଖଣ୍ଡର ଲୋକପ୍ରିୟ ଅଭିନେତ୍ରୀ ରିୟା କୁମାରୀଙ୍କୁ ହାୱାଡାରେ ଗୁଳି କରି ହତ୍ୟା କରାଯାଇଛି । ସେ ତାଙ୍କ ପରିବାର ସହ ହାୱାଡା ଦେଇ କୋଲକାତା ଯାଉଥିଲେ । ତାଙ୍କ ସହ ସ୍ୱାମୀ ପ୍ରକାଶ…

ଡାକ୍ତରଖାନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ

ଅହମଦାବାଦ: ଅସୁସ୍ଥ ହୋଇପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ।  ତାଙ୍କୁ ତୁରନ୍ତ ଅହମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ୯୯ ବର୍ଷୀୟ ହୀରାବେନଙ୍କ ଶ୍ୱାସକ୍ରିୟାରେ  ସମସ୍ୟା ଦେଖା ଦେଇଥିଲା ।  ସାଙ୍ଗେ ସାଙ୍ଗେ ତାଙ୍କୁ ୟୁଏନ ମେହତା…

ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ଲୀନା କଲେ ଆତ୍ମହତ୍ୟା

ରାୟପୁର: ସୋସିଆଲ ମିଡିଆ ମାଧ୍ୟମରେ ଚର୍ଚ୍ଚିତ ହେବା ପରେ ଅନେକ ଯୁବକ, ଯୁବତୀ ଆତ୍ମହତ୍ୟା କରୁଥିବା ଖବର ହସ୍ତଗତ ହେଉଛି । ଏହି ତାଲିକାରେ ଯୋଡି ହୋଇଛନ୍ତି ରାୟପୁରର ୨୩ ବର୍ଷୀୟର ଲୀନା ନାଗବଂଶୀ । ସେ ତାଙ୍କ ଛାତ ଉପରେ ବେକରେ ଓଢ଼ଣୀ ଲଗାଇ ଝୁଲି ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ…

ମୋଦିଙ୍କ ସ୍ୱାସ୍ଥ୍ୟସେବାରେ ନବୀନ ଅନ୍ତରାୟ-ନଡ୍ଡା

ତୁମୁଡିବନ୍ଧ: ଓଡ଼ିଶାରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ତୁମୁଡିବନ୍ଧଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆୟୁଷ୍ମାନ ଯୋଜନାରୁ ଓଡ଼ିଶାକୁ ବଞ୍ଚିତ କରିଛନ୍ତି ନବୀନ ସରକାର । ମୋଦିଙ୍କ ସ୍ୱାସ୍ଥ୍ୟସେବାରେ ନବୀନ ଅନ୍ତରାୟ…

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭବାନୀପାଟଣା: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ବୁଧବାର ତାଙ୍କ ବାସଭବନରେ ରଶିଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତୁରନ୍ତ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପିଇଓ ଦେବାନନ୍ଦ ସାଗରଙ୍କ…