ଦେଶର ସାମରିକ ଦକ୍ଷତା ବୃଦ୍ଧି କରିବ ପ୍ରିଡେଟର ଡ୍ରୋନ: ଭାରତୀୟ ନୌସେନା ମୁଖ୍ୟ
ନୂଆଦିଲ୍ଲୀ: ଆମେରିକା ସହ ହୋଇଥିବା ପ୍ରିଡେଟର ଡ୍ରୋନ ଚୁକ୍ତି ଦ୍ୱାରା ବଢିବ ଭାରତୀୟ ସେନାଙ୍କ କ୍ଷମତା। ଇଣ୍ଡୋ-ଆମେରିକା ପ୍ରିଡେଟର ଏମ୍କ୍ୟୁ-୯ବି (MQ-9B SeaGuardian) ଡ୍ରୋନ୍ କାରବାର ସମ୍ପର୍କରେ ଭାରତୀୟ ନୌସେନା ମୁଖ୍ୟ ଏଡମିରଲ୍ ରାଧାକ୍ରିଷ୍ଣନ୍ ହରି କୁମାର ଗଣମାଧ୍ୟମକୁ କହିଛନ୍ତି।…