ଅନୁବାଦକ ଅଜୟ କୁମାର ପଟ୍ଟନାୟକ ପାଇଲେ ‘ସୁମିତ୍ରା ସ୍ମାରକୀ ଅନୁବାଦ ପୁରସ୍କାର’
କଟକ : ସାରଳା ସାହିତ୍ୟ ସଂସଦ ପକ୍ଷରୁ, ସାରଳା ଭବନ ପରିସରରେ ଆୟୋଜିତ ଏକ ଭବ୍ୟ ସାରସ୍ୱତ ଉତ୍ସବରେ ବିଶିଷ୍ଟ ଅନୁବାଦକ ଅଜୟ କୁମାର ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ ‘ସୁମିତ୍ରା ସ୍ମାରକୀ ଅନୁବାଦ ପୁରସ୍କାର’ ପ୍ରଦାନ କରାଯାଇଛି। ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ସଭାପତି ପ୍ରଭାକର…