Latest Odisha News

BREAKING NEWS

ଜନତାଙ୍କୁ ନେତାଙ୍କ ଆହ୍ୱାନ: ଯେତେ ପାରୁଛ ଲୋନ୍ ନିଅ, କ୍ଷମତାକୁ ଆସିଲେ ସବୁ ମାଫ୍…

ବେଙ୍ଗାଲୁରୁ: ଜେଡିଏସ ନେତା ତଥା କର୍ଣ୍ଣାଟକ ମୁ୍ଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ଅନୀତା କୁମାରସ୍ୱାମୀ କର୍ଣ୍ଣାଟକବାସୀଙ୍କୁ ଏକ ଅଜବ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ସେ ଲୋକଙ୍କୁ କହିଛନ୍ତି ଯେ ସେମାନେ ଯେତେ ଚାହିଁବେ ଋଣ ନେଇପାରିବେ, ଯଦି ତାଙ୍କ ସ୍ୱାମୀ କ୍ଷମତାକୁ…

ଆଉ ଜଣେ ଋଷ ପର୍ଯ୍ଯଟକଙ୍କ ମୃତ୍ୟୁ

ରାୟଗଡା: ଭ୍ଲାଦିମିର ବିଦାନାଭଙ୍କ ପରେ ଆଉ ଜଣେ ଋଷ ପର୍ଯ୍ୟଟକ ତଥା ତାଙ୍କ ବାଲ୍ୟବନ୍ଧୁ ଆଣ୍ଟାଭା ପାଭେଲଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁ 48 ଘଣ୍ଟାରେ ରାୟଗଡାରେ ମୃତ୍ୟୁ ଘଟିଛି। ପାଭେଲା ଛାତରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହା ହତ୍ୟା…

ଧରାକୁ ଆସିଛନ୍ତି ପ୍ରଭୁ ଯୀଶୁ, ଖ୍ରୀଷ୍ଟମାସ ପାଳନ ପାଇଁ ଉତ୍ସବମୁଖର ଗୀର୍ଜାଘର

ଭୁବନେଶ୍ୱର: ଆଜି ବଡ଼ଦିନ । ଯାହାକୁ ଖ୍ରୀଷ୍ଟମାସ ବୋଲି ଆମେ କହିଥାଉ । ଧରାପୃଷ୍ଠକୁ ଆସିଛନ୍ତି ପ୍ରଭୁ ଯୀଶୁ । ସଜେଇ ହୋଇଛି ଚର୍ଚ୍ଚ । ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀଠୁ ସହର । ମଦର ମେରିଙ୍କ କୋଳରେ ଇହୁଦୀମାନଙ୍କ ଧର୍ମଦେବତା । ଆଜିର ଦିନଟିକୁ ଖୁବ୍ ଉଲ୍ଲାସର ସହ ପାଳନ…

୩ ବର୍ଷର ଅପେକ୍ଷା ପରେ ବି ଟେଷ୍ଟରେ ବିରାଟଙ୍କ ବ୍ୟାଟରୁ ବାହାରୁନି ଶତକ

ମୁମ୍ବାଇ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଶତକ ମାରପାରି ନାହାନ୍ତି । ଚଳିତ ବର୍ଷ ଆଉ ଟେଷ୍ଟ ମ୍ୟାଚ ଖେଳାଯିବାକୁ ନାହିଁ । ଏଥିସହ କୋହଲିଙ୍କ ଶତକକୁ ଅପେକ୍ଷା କରିଥିବା କ୍ରିକେଟପ୍ରେମୀ ପୁନର୍ବାର ନିରାଶ ହୋଇଛନ୍ତି । ୩ ବର୍ଷ କୋହଲି ଟେଷ୍ଟରେ ଶତକ…

ଦୁବାଇରେ ୩୩ କୋଟି ଟଙ୍କା ଲଟେରୀ ଜିତିଲେ ଭାରତୀୟ ଡ୍ରାଇଭର

ଦୁବାଇ: ତେଲେଙ୍ଗାନାର ଅଜୟ ଓଗୁଲାଙ୍କ ଭାଗ୍ୟ ଏବେ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି । ଜୀବନରେ କେବେ ହେଲେ ଅଜୟ ଲଟେରୀ ଟିକେଟ କିଣି ନ ଥିଲେ । ତାଙ୍କର ଜଣେ ବନ୍ଧୁ ଅମିରିତ ଡ୍ରରେ ୭୭୭୭ ଦିରହାମ ଜିତିଥିଲେ । ଏହା ଦେଖି ଅଜୟ ମଧ୍ୟ ଏଥିପ୍ରତି ମନ ବଳାଇଥିଲେ । ସେ ୨ଟି ଲଟେରୀ ଟିକେଟ କିଣିଥିଲେ ।…

ବାଲୁକା କଳା ମାଧ୍ୟମରେ ଖ୍ରୀଷ୍ଟମାସର ଅଭିନନ୍ଦନ

ପୁରୀ : ବାଲୁକାରେ ସାନ୍ତା କ୍ଲଜ୍ । ଆଉ ଖ୍ରୀଷ୍ଟମାସର ଅଭିନନ୍ଦନ । ଶିଳ୍ପୀ ମାନସ କୁମାର ସାହୁଙ୍କ କଳାକୃତି । ବାଲିରେ ହସୁଛନ୍ତି ସାନ୍ତା କ୍ଲଜ୍ । ବିଶ୍ୱରେ ଯୁଦ୍ଧରେ ମାହୋଲ୍ । ଏପରିସ୍ଥିତିରେ ସାନ୍ତା ବିଶ୍ୱ ଶାନ୍ତିର ବାର୍ତ୍ତା ଦେବାକୁ ଆସିଛନ୍ତି । ପୁରୀ ଲାଇଟ୍ ହାଉସ ସମୁଦ୍ରକୂଳରେ…

କେନ୍ଦ୍ରୀୟ ଯୋଜନା ନାଁ ବଦଳେଇଛନ୍ତି ରାଜ୍ୟ ସରକାର : ଦୀପ୍ତି ରାଓ୍ୱତ୍

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାଓ୍ୱତ । ମହିଳା ମୋର୍ଚ୍ଚାର ପ୍ରତିନିଧିମାନଙ୍କ ସହ ରାଜ୍ୟର ବାସ୍ତବ ସ୍ଥିତି ଅନୁଧ୍ୟାନ ରିପୋର୍ଟ ସେ ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି । ଓଡିଶାରେ ମହିଳାମାନଙ୍କୁ କେବଳ ଭୋଟ ବ୍ୟାଙ୍କ…

ଶୁଟିଂ ସେଟରେ ଆତ୍ମହତ୍ୟା କଲେ ଟିଭି ଅଭିନେତ୍ରୀ ତୁନୀଷା

ମୁମ୍ବାଇ: ଉଦୀୟମାନ ଟିଭି ତାରକା ତୁନୀଷା ଶର୍ମା ଶନିବାର ଶୁଟିଂ କରୁଥିବା ସେଟରେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରିଛନ୍ତି । ୨୦ ବର୍ଷୀୟ ତୁନୀଷା ଏଠାରେ ଏକ ମ୍ୟୁଜିକ ଭିଡିଓର ଶୁଟିଂ କରୁଥିଲେ । ସେଟରେ ସବୁ କିଛି ଠିକ ଠାକ ଥିଲା । ହଠାତ ସେ କାହିଁକି ଏ ଭଳି ପଦକ୍ଷେପ ଗ୍ରହଣ କଲେ ତାହା…

ପାକିସ୍ତାନ ଚୟନ କମିଟି ମୁଖ୍ୟ ହେଲେ ଆଫ୍ରିଦି

ଲାହୋର: ପୂର୍ବତନ ଅଲରାଉଣ୍ଡର ଶାହୀଦ ଆଫ୍ରିଦିଙ୍କୁ ଶନିବାର ପାକିସ୍ତାନ ଚୟନ କମିଟି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। କମିଟିରେ ଅବଦୁଲ ରଜାକ, ରାଓ ଇଫତିକାର ଅହମ୍ମଦ ଓ ହାରୁନ ରଶିଦଙ୍କୁ ସ୍ଥାନ ମିଳିଛି । ଏହି ଚୟନ କମିଟି ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ପାଇଁ ଦଳ ଚୟନ କରିବେ । ଏହି…

ଜୀବିତ ଭାବି ଶ୍ମଶାନରୁ ପୁଅର ଶବକୁ ବୋହିନେଲେ ଡାକ୍ତରଖାନା

ପୁରୀ : କାନ୍ଦ ବୋବାଳିରେ ଫାଟି ପଡୁଥିଲା ସ୍ୱର୍ଗଦ୍ୱାର । ୧୫ବର୍ଷର ପୁଅକୁ ହରାଇ ଭାଙ୍ଗି ପଡ଼ିଥିଲେ ଜନ୍ମକଲା ମା,ବାପା  । ସ୍ଵର୍ଗଦ୍ୱାରରେ ଜୁଇରେ ପିଲାଟିକୁ ଦାହ କରିବାକୁ ଚାଲିଥିଲା ପ୍ରସ୍ତୁତି  । ହଠାତ କେହିଜଣେ ପିଲାଟି ବଞ୍ଚିଥିବାର ଅନୁଭବ କଲେ ।ସମସ୍ତେ ଯେମିତି ଚଳଚଞ୍ଚଳ ହେଇଗଲେ ।…