Latest Odisha News

BREAKING NEWS

ନୂଆ ସଂସାରରେ ଲୁହ ଆଣିଦେଲା ରୋଗ, ଚିକିତ୍ସା ପାଇଁ ସହାୟତା ମାଗିଲେ ପତ୍ନୀ

ଯାଜପୁର: ହସଖୁସିରେ ଉଛୁଳୁଥିଲା ନୂଆ ସଂସାର । ଆଖିରେ ଥିଲା ଆଖିଏ ସ୍ୱପ୍ନ । ପାଦରୁ ଛାଡି ନ ଥିଲା ଅଳତା । ହାତରୁ ଲିଭି ନ ଥିଲା ମେହେନ୍ଦି ।   ସ୍ୱପ୍ନକୁ ସାକାର କରବା ପାଇଁ କାଟିକୁଟା ଯୋଗାଡି ବସା ବାନ୍ଧୁଥିଲେ ରାଜେଶ ଓ ତାଙ୍କ ପତ୍ନୀ। ହେଲେ  ବାଦ କଲା ଭାଗ୍ୟ । ବାହାଘରର ୪ ମାସ ପୁରିନି…

ଓଡ଼ିଶାରେ ଅଣକୁଶଳୀ ଶ୍ରମିକଙ୍କ ଠାରୁ ହୀନ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା

ଭୁବନେଶ୍ୱର: ବିଦ୍ୟାଳୟରେ ଏକକାଳୀନ ୨୫ରୁ ଅଧିକ ପିଲାଙ୍କ ପାଇଁ ରୋଷେଇ । ଭାତ ସହ ଡାଲମା ରାନ୍ଧିବେ ପାଚିକା । କିନ୍ତୁ ମାସିକ ପାରିଶ୍ରମିକ ଭାବେ ପାଇବେ ମାତ୍ର ୧୪ ଶହ ଟଙ୍କା । ଯେତେବେଳେ କି ରାଜ୍ୟ ସରକାର ଜଣେ ଅଣକୁଶଳୀ ଶ୍ରମିକଙ୍କ ଲାଗି ଦୈନିକ ମଜୁରୀ ୩୨୬ ଟଙ୍କା ଧାର୍ଯ୍ୟ କରିଛନ୍ତି ।…

ରାଉଣ୍ଡ ଅପ୍ ୨୦୨୨ : କେତେ ସଫଳ ବଲିଉଡ୍ ଓ ଓଲିଉଡ୍

ବ୍ୟୁରୋ: ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛି ବଲିଉଡ୍ । କିନ୍ତୁ ୨୦୨୨ ବଲିଉଡ୍ ପାଇଁ ଥିଲା ନୈରାଶ୍ୟଜନକ । କୋଭିଡ ପରସ୍ଥିତି ପାଇଁ ଚଞ୍ଚଳ ହୋଇପାରିନି ବଲିଉଡ୍ । ଚଳିତବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ମାତ୍ର ୩୩ ପ୍ରତିଶତ ବା ୯ହଜାର ୨୪ କୋଟିର ବକ୍ସ ଅଫିସ କଲେକ୍ସନ କରିଛି…

ହଲିଉଡ ଫିଲ୍ମ ଦି ଟ୍ରାନ୍ସପୋର୍ଟରର ରିମେକରେ ଟାଇଗର-ହ୍ରିତିକ

ମୁମ୍ବାଇ: ହିନ୍ଦୀ ସିନେମାରେ ଏବେ ରିମେକର ଯୁବ ଚାଲିଛି କହିଲେ ଭୁଲ ହେବନି । ସାଉଥ ସୁପରହିଟ ଫିଲ୍ମର କ୍ରମାଗତ ରିମେକ ପରେ ଏବେ ହଲିଉଡ ଉପରେ ନଜର ପକାଇଛି ବଲିଉଡ । ରିପୋର୍ଟ ମୁତାବକ ବହୁ ଚର୍ଚ୍ଚିତ ଫ୍ରେଂଚ ଆକ୍ସନ ଥ୍ରୀଲର ଦି ଟ୍ରାନ୍ସପୋର୍ଟରର ରିମେକରେ ଅଭିନୟ କରିବାକୁ ଯାଉଛନ୍ତି…

ହକି ବିଶ୍ୱକପ୍ ସମୟରେ ବନ୍ଦ ରହିବ ୨୨ ସ୍ପଞ୍ଜ କାରଖାନା

ରାଉରକେଲା: ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍ । ଭୁବନେଶ୍ୱର ସହ ରାଉରକେଲାରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ହକି ବିଶ୍ୱକପ୍ ସମୟରେ ରାଉରକେଲାରେ ଥିବା ୨୨ ସ୍ପଞ୍ଜ ଆଇରନ୍ କାରଖାନା ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ମ୍ୟାଚ୍ ସମୟରେ…

ନବୀନଙ୍କ ଆହ୍ୱାନ: ଏ ଦଳ ଓଡ଼ିଶାର, ମାଆମାନେ ସାମିଲ ହେଲେ ୧୦୦ ବର୍ଷ ସେବା କରିବ ବିଜେଡି

ପୁରୀ : ୧୨ ବର୍ଷ ପରେ ଓଡ଼ିଶା ଗଠନର ୧୦୦ ବର୍ଷ ପାଳନ କରିବ ରାଜ୍ୟ । ତେଣୁ ଓଡ଼ିଶାର ଉନ୍ନତି କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷଙ୍କୁ ବିଜୁ ଜନତା ଦଳରେ ସାମିଲ ହେବାକୁ  ଆହ୍ୱାନ କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । କ୍ରୀଡ଼ାବିତ, ଚାକିରିଆ, କଳାକାର, ଚାଷୀ କିମ୍ୱା ଯେକୌଣସି…

ଶୀତଦିନେ ଏମିତି, ଖରାଦିନେ କେମିତି ରହିବ ?

କାମାକ୍ଷାନଗର (ହରେକ୍ରିଷ୍ଣ ରାଉତ): ଶୀତଦିନରେ ଏମିତି ଅବସ୍ଥା, ଖରାଦିନରେ କ’ଣ ହେବ ? ଏ ସ୍ଥିତିକୁ ଦେଖିଲେ ଆପଣ ମନରେ ଠିକ ଏହି ପ୍ରଶ୍ନ ହିଁ ଆସିବ  ।  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଆଜିଠୁ ଉତ୍କଟ ହେଲାଣି ପାନୀୟ ଜଳ ସମସ୍ୟା । ପରଜଙ୍ଗ ଥାନା ହନୁମାନପଡ଼ାର ଏବଂ ମଲ୍ଲିକ…

ଦଳ ଶାସନକୁ ଆସିବାଠାରୁ ମହିଳାଙ୍କ ଉପରେ ଫୋକସ୍ ରହିଛି : ନବୀନ

ପୁରୀ : ୨୬ ବର୍ଷରେ ପାଦ ଥାପିଛି ବିଜେଡି । ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶକୁ ମନେ ପକାଇ ଦେଇ ସେ କହିଛନ୍ତି, ବିଜୁ ବାବୁ ଜଣେ ଜନନାୟକ । ତାଙ୍କ ଆଦର୍ଶରେ ଦଳ ଏବେ ବି ଆଗେଇ ଚାଲିଛି । ଓଡିଶାର ଉନ୍ନତି…

ପୁଣି ଚର୍ଚ୍ଚାରେ ଲକ୍ଷେ ଟଙ୍କିଆ କାର୍, ବଜାରକୁ ଫେରିବ କି ନାନୋ ?

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଗାଡ଼ି କ୍ଷେତ୍ରରେ ଦେଶ ଆଗକୁ ବଢ଼ୁଥିବା ବେଳେ ଗାଡ଼ି ନିର୍ମାଣକାରୀ ଟାଟା କମ୍ପାନୀ ଚର୍ଚ୍ଚାରେ ରହିଛି । ୨୦୦୮ରେ ଟାଟା ଲକ୍ଷେ ଟଙ୍କିଆ ନାନୋ କାର ବଜାରକୁ ଆଣିଥିଲା । ପ୍ରାୟ ୧୦ ବର୍ଷ ଧରି ନାନୋ ବଜାରରେ ରହିବା ପରେ ୨୦୧୮ରେ କମ୍ପାନୀ ଉତ୍ପାଦନ ବନ୍ଦ କରି…

୨୦୨୨ରେ ସୁପ୍ରିମକୋର୍ଟ : କେତେ ପ୍ରଧାନ ବିଚାରପତି ଓ କେତେ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୦୨୨ରେ ମୋଟ ୧୨୬୩ ଟି ମାମଲାରେ ରାୟ ଶୁଣାଇଛନ୍ତି । ୧୦ଟି ଅତି ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ସମୀକ୍ଷା କରିଛନ୍ତି । ଏହି ମାମଲା ମଧ୍ୟରେ ରହିଛି ସଂରକ୍ଷଣ, ତଦନ୍ତକାରୀ ସଂସ୍ଥାକୁ ସ୍ୱତନ୍ତ୍ର କ୍ଷମତା । ବିଦେଶୀ ପାଣ୍ଠି ଗ୍ରହଣ, ଦେଶଦ୍ରୋହ ଆଇନକୁ ଚାଲେଞ୍ଜ,…