Latest Odisha News

BREAKING NEWS

ବାହାନଗା ଟ୍ରେନ ଦୁର୍ଘଟଣା; ଆଖି ବୁଜିଲେ ଆଉ ଜଣେ ଆହତ, ମୃତ୍ୟୁ ସଂଖ୍ୟା ୨୯୨ ଛୁଇଁଲା

କଟକ: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପୁଣି ଜଣଙ୍କର ମୃତ୍ୟୁ । ଏହାକୁ ମିଶାଇ କଟକ ଏସିବିରେ ୪ ଜଣ ଆହତ ଯାତ୍ରୀଙ୍କର ମୃତ୍ୟୁ ଘଟିସାରିଲାଣି । ମୃତ ବ୍ୟକ୍ତିଙ୍କ ନାଁ ପଲତୁ ନସ୍କାର । ମୃତକଙ୍କ ଘର ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଅଞ୍ଚଳରେ । ପଲତୁଙ୍କ ମୃତ୍ୟୁ ପରେ ବାହନଗା ଟ୍ରେନ…

ବିବାହ ବନ୍ଧନରେ ବାନ୍ଧି ହେଲେ କରନ ଦେଓଲ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ସୁପରଷ୍ଟାର ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ । ସେ ତାଙ୍କ ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି । ରବିବାର ମୁମ୍ବାଇର ତାଜ ଲ୍ୟାଣ୍ଡସ ଆଣ୍ଡ ହୋଟେଲରେ ଧୁମ୍‌ଧାମ୍‌ରେ ଏହି ବିବାହ ଆୟୋଜିତ ହୋଇଛି । ଏହି ବିବାହ ଆର୍ଯ୍ୟ…

ଆକ୍ରୋଶମୂଳକ ରାଜନୀତିକୁ ମୁଖ୍ୟ ଅସ୍ତ୍ର କରିଛି ବିଜେଡି-ଲେଖାଶ୍ରୀ

ଭୁବନେଶ୍ୱର: ବିଜେଡି ସରକାର ଅମଳରେ ରାଜ୍ୟର ଜମି, ପାଣି, ଜଙ୍ଗଲ, ଖଣିଜକୁ ବେଆଇନ ଭାବେ ବିକ୍ରି କରାଯାଉଛି । ଏହା ପଛରେ ବିଜୁ ଜନତା ଦଳର ମନ୍ତ୍ରୀ ଓ ନେତାମାନେ ଉଇ ଭଳି ଓଡିଶାକୁ ଖାଇଗଲେଣି । ରାଜ୍ୟର ଶାସନ ଡୋରୀ କାହା ହାତରେ ? ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ନିଜ ଅପାରଗତା ଓ…

ଶିମିଳିପାଳରେ ଫରେଷ୍ଟରଙ୍କୁ ଗୁଳି ଘଟଣା, ମନ୍ତ୍ରୀଙ୍କୁ ଘେରିଲେ ଲୋକେ

ବାରିପଦା: ମୟୂରଭଞ୍ଜରେ ମନ୍ତ୍ରୀଙ୍କୁ ବିରୋଧ । ଶବ ସତ୍କାର ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଘେରିଛନ୍ତି ଲୋକେ । ଶୁକ୍ରବାର ରାତିରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ଶେଷକୃତ୍ୟରେ ଯୋଗ…

ଆଇଟିର ‘ବିଶ୍ୱ ଗୁରୁ’ ପାଲଟିଛି ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତର ଆଇଟି ଇଣ୍ଡଷ୍ଟ୍ରି ଏକଦା ବିଶ୍ୱର କମ୍ପାନୀଗୁଡିକ ପାଇଁ ବ୍ୟାକ୍ ଏଣ୍ଡ୍ ସପୋର୍ଟ ଯୋଗାଉଛି। ଦିନେ ଦେଶର ଅନେକ ବଡ଼ ବଡ଼ ସହରରେ କଲ୍ ସେଣ୍ଟରର ଭିଡ ସୃଷ୍ଟି ହୋଇଥିଲା। କିନ୍ତୁ ବର୍ତ୍ତମାନ ଯୁଗ ବଦଳିଛି, ଭାରତ ବର୍ତ୍ତମାନ ଆଇଟିର 'ବିଶ୍ୱ ଗୁରୁ' ପାଲଟିଛି।…

ଟୁଲକିଟ ସହ ସାମ୍ନାକୁ ଆସିଲା ଆଇଏସଆଇର ଗେମପ୍ଲାନ: ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ପୂର୍ବରୁ କରୁଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ: ବିଦେଶ ମାଟିରେ ଭାରତ ବିରୋଧରେ  ବଡ ଧରଣର ଷଡଯନ୍ତ୍ର  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ପ୍ରସ୍ତୁତ ହୋଇଛି ବଡ ଧରଣର ଷଡଯନ୍ତ୍ର । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଆମେରିକାରେ ସକ୍ରିୟ ଥିବା ଖଲିସ୍ତାନ ସମର୍ଥିତ ସଂଗଠନ ଏବଂ ଅନ୍ୟ ଭାରତ…

ଲାଉ ଜୁସ୍‌ ପିଉଥିଲେ ସାବଧାନ, ହୋଇପାରେ ପାର୍ଶ୍ୱ ପ୍ରତିକ୍ରିୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଡାଏଟିସିଆନ୍‌ମାନେ କହିଛନ୍ତି ଯେ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ସମସ୍ତ ଲୋକଙ୍କୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଫଳ-ପନିପରିବା ଜୁସ ରଖିବା ଆବଶ୍ୟକ। ଏହି ଫଳ ଜୁସ୍ ଶରୀର ପାଇଁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ସହଜରେ ଯୋଗାଇ ଦିଏ। କେତେକ ଅଧ୍ୟୟନରୁ ଜଣାପଡିଛି…

୨୦ରୁ କମିବ ତାତି, ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଟପିଲା ସମ୍ବଲପୁର

ଭୁବନେଶ୍ୱର: ତାତିରେ ଲାଗିବ ବ୍ରେକ୍, ଗରମ ଓ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଉ ୩ ଦିନ ପରେ ପାରଦ ୩ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ତାତି କମିବ । ୩ ଦିନ ଯାଏ କେତେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୭ ଡିଗ୍ରୀ ଯାଏ ଅଧିକ ରହିବା ସହ…

ଫୁସଫୁସ କର୍କଟକୁ ରୋକିବା ପାଇଁ ଆବିଷ୍କାର ହେଲା ଔଷଧ, ମୃତ୍ୟୁ ଆଶଙ୍କା ୫୧ % କମ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ମଧ୍ୟରୁ ଫୁସଫୁସ କର୍କଟ ଅନ୍ୟତମ। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ବିଶ୍ୱର ୧୬ ଜଣଙ୍କ ମଧ୍ୟରୁ ଜଣଙ୍କର ଫୁସଫୁସ କର୍କଟ ହେବାର ଆଶଙ୍କା ରହିଛି। ଆମେରିକୀୟ ଫୁସଫୁସ ଆସୋସିଏସନ ରିପୋର୍ଟ ଅନୁଯାୟୀ, ୟୁଏସରେ ପ୍ରତ୍ୟେକ ଅଢେଇ…