କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ପୀଡ଼ିତାଙ୍କ ବୟାନ ରେକର୍ଡ
କଟକ: ବଲିଉଡ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳାଙ୍କର ବୟାନ ବିଭାଗୀୟ ମାଜିଷ୍ଟ୍ରେଟ୍ (ଏସଡିଜେଏମ୍)ଙ୍କ ଆଗରେ ହୋଇଛି । କୋର୍ଟରେ 164 ଧାରାରେ ରେକର୍ଡ କରାଯାଇଛି ଏହି ବୟାନ।
ଭଟ୍ଟଙ୍କ ବିରୋଧରେ ବିବାହ, ଠକେଇ, ନିର୍ଯାତନା, ଶୋଷଣ ଭଳି…