Latest Odisha News

BREAKING NEWS

୯୪ ବର୍ଷ ବୟସରେ ବୃଦ୍ଧା ଲେଖିଲେଣି ୮୦ ଲକ୍ଷ ଥର ରାମଙ୍କ ନାମ

ଉତ୍ତରାଖଣ୍ଡ: ପୁରାଣରେ କୁହାଯାଇଛି ଯେ, ଯଦି କେହି ପ୍ରତ୍ୟେକ ଦିନ ରାମଙ୍କ ନାମ ଜପ କରନ୍ତି, ତେବେ ତାଙ୍କର ସ୍ୱର୍ଗପ୍ରାପ୍ତି ହୋଇଥାଏ । ଲୋକମାନେ ଏହି ଆଶାରେ ମନ୍ଦିର ପରିଦର୍ଶନ କରନ୍ତି, ସେମାନେ ଈଶ୍ୱରଙ୍କୁ ଦର୍ଶନ କରିବା ପାଇଁ ଘଣ୍ଟା ଘଣ୍ଟା ଧାଡିରେ ଛିଡା ହୁଅନ୍ତି । ଆଉ ପ୍ରଭୁଙ୍କ…

କିଟ୍‍ ଟିବିଆଇକୁ ବାୟୋସ୍ପେକ୍‍ଟ୍ରମ୍‍ ଏକ୍‍ସେଲେନ୍‍ସ ପୁରସ୍କାର

ଭୁବନେଶ୍ୱର: କିଟ୍‍ ଟେକ୍ନୋଲୋଜି ବିଜିନେସ୍‍ ଇନ୍‍କ୍ୟୁବେଟର୍‍ (କିଟ୍‍-ଟିବିଆଇ)କୁ ସମ୍ମାନଜନକ ବାୟୋସ୍ପେକ୍‍ଟ୍ରମ୍‍ ଏକ୍‍ସେଲେନ୍‍ସ ପୁରସ୍କାର ୨୦୨୧-୨୨ ପ୍ରଦାନ କରାଯାଇଛି । ଦେଶର ସମସ୍ତ ଘରୋଇ ଓ ସରକାରୀ ଇନ୍‍କ୍ୟୁବେଟର ମଧ୍ୟରେ କିଟ୍‍ ଟିବିଆଇ ପ୍ରଥମ ସ୍ଥାନରେ ରହି ଏହି ସମ୍ମାନଜନକ…

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ଅଭିନେତା ବିବେକ ଓବରୋଏ

ମୁମ୍ବାଇ: ବଲିଉଡ଼ ଅଭିନେତା ବିବେକ ଓବରୋଏ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଏବେ ସେ ଫିଲ୍ମ ଦୁନିଆରୁ ଦୂରେଇ ରହିଛନ୍ତି । ନିକଟରେ ବିବେକ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କୁ ଭେଟିଛନ୍ତି । ଏହାର ଏକ ଫଟୋ ସେ ସୋସିଆଲ ମିଡ଼ିଆରେ ନିଜେ ସେୟାର କରିଛନ୍ତି । ଇଂଲଣ୍ଡରେ…

ପୁରୀ ରଥଯାତ୍ରାରେ ୧୦ ଲକ୍ଷ ୫୦ ହଜାରରୁ ଅଧିକ ଭକ୍ତଙ୍କୁ ସେବା ଯୋଗାଇଲା ଜେଏସପି ଫାଉଣ୍ଡେସନ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପକ୍ଷରୁ ବିଶ୍ବ ପ୍ରସିଦ୍ଧ ଜଗନ୍ନାଥ ରଥଯାତ୍ରାରେ ବଡ ଦାଣ୍ଡ ଉପରେ ୧୧ ଦିନ ଧରି ଭକ୍ତ ମାନଙ୍କୁ ରନ୍ଧା ଖାଦ୍ୟ, ଥଣ୍ଡା ପାନୀୟ ଜଳ ଓ ଗ୍ଲୁକୋଜ ଯୋଗାଇ ଦିଆ ଯାଇଥିଲା । ଫାଉଣ୍ଡେସନର ଚେୟାରପର୍ସନ୍ ଶାଲୁ…

ଦୁନିଆର ସବୁଠୁ ବଡ଼ ରୁଟି : ୧୧ କୁଇଣ୍ଟାଲ୍ ଅଟାରେ ହେଲା ପ୍ରସ୍ତୁତ, ଓଜନ ୨୭୦୦ କେଜି

ରାଜସ୍ଥାନ: ଦୁନିଆର ସବୁଠୁ ବଡ ରୁଟି । ଯାହାକୁ ୧୧ କୁଇଣ୍ଟାଲ ଅଟାରେ ପ୍ରସ୍ତୁତ କରାଯାଇଛି, ଯାହାର ଓଜନ ରହିଛି ୨୭୦୦ କେଜି । ଏବେ ଏହି ରୁଟି ଗିନିଜ୍ ୱାଲ୍ଡ ରେକର୍ଡ଼ରେ ସ୍ଥାନିତ ହୋଇଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ରାଜସ୍ଥାନର ସାଲୋର ଜିଲ୍ଲାରେ…

ଶେଷ ପର୍ଯ୍ୟାୟରେ ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନ ସେତୁର ନିର୍ମାଣ କାର୍ଯ୍ୟ

ଭୁବନେଶ୍ବର: ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଉନ୍ମୁକ୍ତ ରହିବ । ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ପ୍ରମୁଖ ଶାସନ ସଚିବ । ଏଣିକି ସ୍ଥଳପଥ ଦେଇ…

ଫିଲ୍ମ ‘ଗଦର-୨’ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅମିଶା

ମୁମ୍ବାଇ: ଆଗକୁ ରିଲିଜ୍ ହେବାକୁ ଯାଉଛି ଫିଲ୍ମ ଗଦର-୨ । ଏହି ଫିଲ୍ମର ପ୍ରମୋସନକୁ ନେଇ ଅଭିନେତା ସନ୍ନି ଦେଓଲ ଏବଂ ଅଭିନେତ୍ରୀ ଅମିଶା ପଟେଲ ଖୁବ୍ ବ୍ୟସ୍ତ ଅଛନ୍ତି । କିନ୍ତୁ ଏସବୁ ଭିତରେ ଫିଲ୍ମର ନିର୍ମାତାଙ୍କ ବିରୋଧରେ ଗୁରୁତର ଅଭିଯାଗ ଆଣିଛନ୍ତି ଅଭିନେତ୍ରୀ ଅମିଶା । ଅମିଶା ସୋସିଆଲ…

ଜୁନରେ ଓଡ଼ିଶାର ଜିଏସଟି ଆଦାୟରେ ୨୫.୧୩ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ଗତବର୍ଷ ଜୁନ୍ ମାସ ତୁଳନାରେ ୨୦୨୩ ଜୁନ୍ ମାସରେ ଓଡ଼ିଶାର ଜିଏସଟି ଆଦାୟ ବଢ଼ିଛି । ଗତବର୍ଷ ଜୁନ୍ ତୁଳନାରେ ଜିଏସିଟ ସଂଗ୍ରହ ୨୫.୧୩ ପ୍ରତିଶତ ଅଭିବୃଦ୍ଧି ହୋଇଛି । ୨୦୨୩ ଜୁନ୍ ମାସରେ ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ବାବଦକୁ ୧୭୩୨.୪୯ କୋଟି ସଂଗ୍ରହ କରିଛି । ଯେତେବେଳେ କି…

ହୋର୍ଡିଂରେ ମେସେଜ୍‌: ଲୋକେ ଦେଖି ଆଶ୍ଚର୍ଯ୍ୟ

ନୋଏଡ଼ା : ସୋସିଆଲ ମିଡ଼ିଆରେ ଏମିତି କିଛି ଜିନିଷ ଦେଖିବାକୁ ମିଳେ, ଯାହାକୁ ଆଖି ବି ବିଶ୍ୱାସ କରିପାରେନି । ଏବେ ସୋସିଆଲ ମିଡ଼ିଆରେ ଏକ ହୋର୍ଡ଼ିଂର ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ, ନୋଏଡ଼ାର ରାସ୍ତା…

ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି ୩୦୮ ଭାରତୀୟ, ୪୧୭ ପାକିସ୍ତାନୀ ଭାରତରେ ବନ୍ଦୀ

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି ୩୦୮ ଭାରତୀୟ। ଏଥିରେ ସାଧାରଣ ଲୋକଙ୍କ ସମେତ ମତ୍ସ୍ୟଜୀବୀ ସାମିଲ ଅଛନ୍ତି। ଏହି ସମ୍ପର୍କିତ ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ଅନୁସାରେ, ଭାରତର ଉଚ୍ଚାୟୁକ୍ତଙ୍କୁ ଏହି ତାଲିକା ଦେଇଛି ପାକିସ୍ତାନ। ପାକିସ୍ତାନ ଶନିବାର…