Latest Odisha News

BREAKING NEWS

ବେରୀ ଶର୍ମନ ଓ ପତ୍ନୀଙ୍କ ହତ୍ୟାକାରୀକୁ ଧରାଇଦେଲେ ମିଳିବ ୨୯୦ କୋଟି !

ଆଟୋଂରିଆ: ବିଶ୍ୱର ବଡ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ଏପୋଟେକ୍ସର ଫାଉଣ୍ଡର ବେରୀ ଶର୍ମନ ଓ ପତ୍ନୀଙ୍କୁ ହତ୍ୟା କରାଯାଇଛି । ପରିବାର ପକ୍ଷରୁ ଆଜି ହତ୍ୟାକାରୀକୁ ଧରାଇଦେଲେ ୨୯୦ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି ।…

ବଳ ଗୋଟାଉଛି ହାତ ଦଳ; ସାମିଲ ହେଲେ ପମି ମିଶ୍ର ଓ ଗୁଡଲି ରଥ

ଭୁବନେଶ୍ୱର: କଂଗ୍ରେସରେ ଆଜି ସାମିଲ ହୋଇଛନ୍ତି ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ଗାୟିକା ପମି ମିଶ୍ର । ରାଜଧାନୀସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଦୁହେଁ ରାଜ୍ୟ ପ୍ରଭାରୀ ଏ. ଚେଲାକୁମାରଙ୍କ ଉପସ୍ଥିତିରେ ହାତ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରରେ ରାଜ୍ୟ…

ପୁରୀରେ ଡଗ୍‌ ସୋ ଅନୁଷ୍ଠିତ

ପୁରୀ : ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ ତୃତୀୟ ଅଲବ୍ରିଡ଼ ଓପନ ଡଗ ସୋ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମକୁ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଶୁଭ ଉଦଘାଟନ କରିଥିଲେ l ।  ପ୍ରଶିକ୍ଷଣ ନେଇଥିବା କୁକୁର ମାନେ ନିଜ ନିଜର ଦକ୍ଷତା ଅନୁସାରେ ବିଭିନ୍ନ କୌଶଳ…

ପୋଲିସ ଷ୍ଟେସନରେ ନିଜ ମାଲିକ ବାଛିଲା ଶୁଆ

ଆଗ୍ରା: ଆଗ୍ରା ପୋଲିସ ଷ୍ଟେସନରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଗୋଟିଏ ପାଳିତ ଶୁଆ କିପରି ନିଜ ମାଲିକକୁ ଚିହ୍ନି କେସ ସମାଧାନ କଲା ଆସନ୍ତୁ ଜାଣିବା...ବଲେକଶ୍ୱରରେ ଜଣେ ପରିବାର ଜଣେ ବନ୍ଧୁଙ୍କଠାରୁ ଏକ ବିଦେଶୀ ଶୁଆ ପାଳିବାକୁ ଆଣିଥିଲେ । ୩…

ବଲିଉଡ ନାୟିକା ଉଦିତା ଗୋସ୍ୱାମୀ ଉଦଘାଟନ କଲେ ନାଇଟ୍ କ୍ଲବ ‘କନେକ୍ଟ’

ଭୁବନେଶ୍ୱର: ରାଜଧାନୀବାସୀ ନେବେ ଆଉ ଏକ ନାଇଟ୍ କ୍ଲବର ମଜା । କାରଣ ଖୋଲିଯାଇଛି ନାଇଟ କ୍ଳବ 'କନେକ୍ଟ' । ଗତକାଲି ବଲିଉଡ ନାୟିକା ଉଦିତା ଗୋସ୍ୱାମୀ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବଲରରେ ବିଗ୍ ବସ୍ ପ୍ରତିଯୋଗୀ ତଥା ଫ୍ୟାସନ ଡିଜାଇନର ସବ୍ୟସାଚୀ ଶତପଥି, ଉପସ୍ଥାପିକା ଲିପ୍ସା ପଣ୍ଡା…

ଫିଫା ବିଶ୍ୱକପ ମହା ମୁକାବିଲା ଆଜି: ମେସି ମ୍ୟାଜିକ ନା ବାପ୍ପେ କରିବେ କମାଲ

ଦୋହା: ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଫିଫା ବିଶ୍ୱକପ ଫାଇନାଲ । ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ହେବାକୁ ଥିବା ଏହି ରୋମାଂଚକ ମୁକାବିଲା ପାଇଁ ପଡିଆ, ଖେଳାଳି, ରେଫରୀ ଆଉ ପ୍ରଶଂସକ ପ୍ରସ୍ତୁତ ହୋଇ ସାରିଲେଣି । ଚାମ୍ପିୟନ ଫ୍ରାନ୍ସ ଟାଇଟଲ ବଜାୟ ରଖିବାକୁ ଚାହିଁବା ବେଳେ ଆର୍ଜେଂଟିନା…

ବାରଙ୍ଗ ଥାନା ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ବାରଙ୍ଗ ଥାନା ASIଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ASI ଅଶୋକ ପ୍ରଧାନଙ୍କ ମୃତଦେହ ଉଦ୍ଧାର  । ନନ୍ଦନକାନସ୍ଥିତ ପଦାସାହି ଘରୁ ମିଳିଲା ମୃତଦେହ । ଗତକାଲି ରାତିରେ ଡ୍ୟୁଟି ସାରି ଘରକୁ ଫେରିଥିଲେ । ପରିବାର ସହିତ ଥିଲେ ASI ଅଶୋକ । ରାତିରେ ସ୍ତ୍ରୀଙ୍କ ସହ ଝଗଡା ହୋଇଥିଲା ।…

ଚଟ୍ଟୋଗ୍ରାମ ଟେଷ୍ଟରେ ଭାରତର ବୃହତ ବିଜୟ

ଚଟ୍ଟୋଗ୍ରାମ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶକୁ ୧୮୮ ରନରେ ଭାରତ ପରାସ୍ତ କରିଛି । ଏହି ବିଜୟ ସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଦୌଡରେ ଭାରତର ଆଶା ଏବେ ବି ଉଜ୍ଜୀବୀତ ରହିଛି । ଟିମ ଇଣ୍ଡିଆ ୨ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ…

ଜ୍ୱାଇଁକୁ ବୁଲଡୋଜର ଉପହାର ଦେଇ ଚର୍ଚ୍ଚାରେ ଶ୍ୱଶୁର

ଲକ୍ଷ୍ନୌ: ସାଧାରଣତଃ ବିବାହ ଉତ୍ସବରେ କନ୍ୟା ଘର ତରଫରୁ ବରଙ୍କୁ ବିଭିନ୍ନ ଉପହାର ଦିଆଯାଇଥାଏ । ସୁନାଠୁ ଆରମ୍ଭ କରି ନାନା ଉପହାର ଦିଆଯାଇଥାଏ । ମାତ୍ର ଉତ୍ତରପ୍ରଦେଶ ହମିରପୁରରେ ଜ୍ବାଇଁଙ୍କୁ ଏକ ବିଚିତ୍ର ଉପହାର ଦେଇ ଚର୍ଚ୍ଚାରେ ଅଛନ୍ତି କନ୍ୟାର ପିତା । ତେବେ ସେହି  ଉପହାରଟି  ହେଉଛି…

ଅନୁବାଦ ଗଳ୍ପ : ରାମ ଓ ରହୀମର କଥା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୧ ବଙ୍ଗଳା: ମହାଶ୍ୱେତା ଦେବୀ ସଜୁମଣି ବେଓରା ମନରୁ ଧର୍ମକର୍ମ ବିଶ୍ୱାସ ଯେମିତି ହଠାତ୍ ଏଇ ବର୍ଷାଦିନଟାରେ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିଲା! ହଁ, ଏକଥା ସତଯେ ସଜୁମଣି କି ତା’ଭଳିଆ ଅନ୍ୟ ସ୍ତ୍ରୀଲୋକମାନେ ଏ ଈଶ୍ୱର ଫିଶ୍ୱରଙ୍କ…