ଫ୍ରେଞ୍ଚ ଓପନ ୨୦୨୩ ଜିତି ଇତିହାସ ରଚିଲେ ଜୋକୋଭିଚ୍; କହିଲେ- ମୁଁ ନିଜକୁ ମହାନ କହିବାକୁ ଚାହୁଁନି
ନୂଆଦିଲ୍ଲୀ: ମୁଁ ନିଜକୁ ମାହନ କହିବାକୁ ଚାହେଁନି। ଅନ୍ୟମାନଙ୍କୁ କହିବାକୁ ଦିଅନ୍ତୁ ଯାହା ସେମାନେ କହିବେ। ରବିବାର ଫ୍ରେଞ୍ଚ୍ ଓପନ ୨୦୨୩ ଟାଇଟଲ ଜିତିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଟେନିସ୍ ଷ୍ଟାର୍ ନୋଭାକ୍ ଚୋକୋଭିଚ୍। ଗତକାଲି ଖେଳାଯାଉଥିବା ଫାଇନାଲ୍ ମେଚ୍ରେ ସେ ନରୱେର…