Latest Odisha News

BREAKING NEWS

‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେଲେ ରିଜର୍ଭ ବ୍ୟାଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂ୍ର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବୁଧବାର ସକାଳେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । ରାଜସ୍ଥାନର ସବାଈ ମାଧୋପୁର ଇଲାକାରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ରଘୁରାମ ରାଜନ ସାମିଲ ହୋଇଥିବାର ଭିଡିଓ…

ପୁଣି ଶାଶୂ ଘର ଆଗରେ ବସିଲେ ଜଣେ ନବବିବାହିତା

ଅନୁଗୋଳ: ପୁଣି ଶାଶୂ ଘର ଆଗରେ ବସିଲେ ଜଣେ ବିବାହିତା । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସାମନ୍ତ ସାହିରୁ ଆସିଲା ଖବର । ୮ ମାସ ତଳେ ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କୁ ପ୍ରେମ ବିବାହ କରିଥିଲେ ଜୋସ୍ନା ସାହୁ  । ୪ ମାସ ଶାଶୁ ଘରେ ରହିବା ପରେ ତାଙ୍କୁ ମାଡ ମାରିଥିଲେ ଶାଶୂଘର ଲୋକେ ।…

ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ୩ ଜଣ ଗିରଫ ପରେ କୋର୍ଟ ଚାଲାଣ

ଭୁବନେଶ୍ୱର: ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ କୋର୍ଟ ଚାଲାଣ ହେଲେ ୩ଜଣ । ମଞ୍ଚେଶ୍ୱର ଥାନା ପୋଲିସ ଏନେଇ ସ୍ପଷ୍ଟୀକରଣ ଦେଇଛି । ୧୧ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଦୀପକ ବାର୍ଥ ଡେ ପାର୍ଟି ଆୟୋଜନ କରିଥିଲେ । ଅତ୍ୟଧିକ ମାତ୍ରାରେ ହୋ-ହଲ୍ଲା ହେଉଥିବାରୁ ମହିଳା…

ଶିମିଳିପାଳରେ ହାତୀ ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ୩ ନିଲମ୍ୱିତ ବନ କର୍ମଚାରୀ ଗିରଫ

ବାରିପଦା : ୭ ତାରିଖରେ ଶିମିଳିପାଳରେ ହାତୀ ଶିକାର ଓ ପ୍ରମାଣ ନଷ୍ଟ ଘଟଣାରେ ୩ ବନ କର୍ମଚାରୀ ଗିରଫ । ଶିମିଳିପାଳରେ ହାତୀକୁ ମାରି ପୋଡ଼ିବା ଘଟଣାରେ ୩ ନିଲମ୍ୱିତ ବନକର୍ମଚାରୀ ଗିରଫ ହୋଇଛନ୍ତି । ପୂର୍ବରୁ ଏମାନଙ୍କ ନାଁରେ ଦିଆଯାଇଥିଲା ଏତଲା । ଶିମିଳିପାଳରେ ଦନ୍ତା ହାତୀକୁ ମାରି ଦାନ୍ତ…

ତଓ୍ୱାଙ୍ଗ ସୀମା ସଂଘର୍ଷ ଘଟଣାରେ ଭାରତକୁ ସମର୍ଥନ କଲା ଆମେରିକା

ଓ୍ୱାଶିଂଟନ: ଅରୁଣାଚଳପ୍ରଦେଶ ତଓ୍ୱାଙ୍ଗରେ ଚୀନ-ଭାରତୀୟ ସେନା ସଂଘର୍ଷ ଘଟଣାରେ ଭାରତକୁ ସମର୍ଥନ ଜଣାଇଲା ଆମେରିକା । ଭାରତୀୟ ସେନାର ପତିଆରାକୁ ପ୍ରଶଂସା କଲା ସୁପରପାଓ୍ୱାର ଆମେରିକା । ହ୍ୱାଇଟ୍ ହାଉସ ପକ୍ଷରୁ ଜାରି ବିଜ୍ଞପ୍ତି ଜରିଆରେ ସୂଚିତ କଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ଭାରତ ଓ…

ସାମ୍ନାକୁ ଆସିଲା ଚୀନ ସେନାକୁ ଘଉଡ଼ାଇବା ଭିଡିଓ, ସୋସିଆଲ ମିଡିଆରେ ଭାଇରାଲ

ସିମଲା : ଇଣ୍ଡିଆନ ଆର୍ମିର ଅଦମ୍ୟ ସାହସ । ସାମ୍ନାରେ ଡ୍ରାଗନ ସେନା ଥାଉ ବା ଡ୍ରାଗନ୍, ମୁକାବିଲା କରିବାକୁ ପୂରା ତୟାର । ଶତ୍ରୁ ପକ୍ଷକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିବାରେ ସକ୍ଷମ ଇଣ୍ଡିଆନ ଆର୍ମି । ଲଦାଖରେ ମନ ଭରିଲାନି ଯେ ଅରୁଣାଚଳକୁ ଆଖି ପକାଇଛି ଡ୍ରାଗନ ସେନା । କିନ୍ତୁ ଭାରତୀୟ…

ଭାଷା ଭାଗବତ : ଭାଷାରେ ଭେଳିକି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନାନା ଲୋକଂକ ନାନା ମତ କେଉଁଟି ମିଛ ଅବା ସତ ନ ଜାଣେ ଯେଣୁ ଶ୍ରୋତା ଚିତ୍ତ କିଛି ହୁଏନି ପ୍ରତିଷ୍ଠିତ ଅଶେଷ ମତ ବିନିମୟ ଚଳିଲେ ସୁଦ୍ଧା ଅହରହଃ ବାହାରି ପାରେନି ନିଷ୍କର୍ଷ ବିତିଯାଏ ମାସ ଓ ବର୍ଷ ଦୋହଲୁଥାଏ…

ବାଘ ଛାଲ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ, ଜଣେ ଗିରଫ

ବାରିପଦା : ଏସଟିଏଫ୍ ହାତର ଧରାପଡିଲା ବାଘ ଶିକାରୀ  । ବାରିପଦା ଶ୍ରୀରାମଚନ୍ଦ୍ରପୁରଠାରେ ଶିକାରୀକୁ କାବୁ କରିଛି ଏସଟିଏଫ । ବାଘ ଛାଲ ସହ ଜଣେ ଗିରଫ ହୋଇଥିବା ବେଳେ ୨ ଜଣ ଫେରାର  ହୋଇଯାଇଛନ୍ତି । ଶିକାରୀଙ୍କ ଟାର୍ଗେଟ୍ ରେ ଶିମିଳିପାଳ  । ମାସକ ତଳେ ଗୁଳି କରି ଶିକାର କରିଥିବା ଅନୁମାନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ବେଢା ବୁଲା ଅବସରରେ ଆମେ କାଞ୍ଚି ଗଣେଶଙ୍କ ଦର୍ଶନ କରି ସାରିଛେ, କଥା ପ୍ରସଙ୍ଗରେ ଆମେ କିଛି ଗବେଷକଙ୍କ ମନ୍ତବ୍ୟ ମଧ୍ୟ ଆଲୋଚନା କରିଛେ। ବର୍ତ୍ତମାନ ଜାଣିବା…

ସିଝା ବାଦାମ ଖାଇବା ଦ୍ୱାରା ଏହି ସବୁ ରୋଗ ଦୂର ହୋଇଥାଏ….

ବାଦାମ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି ।  କିଛି ଲୋକ ଭାଜି ଖାଆନ୍ତି ତ କେହିକେହି ତେଲରେ ଛାଣି ଖାଇବାକୁ ଭଲପାଆନ୍ତି। ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାଦାମକୁ ସିଝାଇ ଖାଇବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ  । -ବାଦାମକୁ ସିଝାଇ ଖାଇବା ଦ୍ବାରା ଶରୀରରେ ରକ୍ତର ଅଭାବ ହୋଇନଥାଏ।…