ଏମିତି ଜଣେ ବ୍ୟକ୍ତି: ଯାହାକୁ ଶୀତଦିନେ ପ୍ରବଳ ଗରମ ଓ ଗରମ ଦିନେ ଶୀତ ହୁଏ, ଡ଼ାକ୍ତରୀ ବିଦ୍ୟା ବି ଫେଲ୍
ହରିୟାଣା଼: ଏପ୍ରିଲ-ମେ ମାସରେ ଡ଼ହ ଡ଼ହ ଖରା । ପ୍ରବଳ ଖରା ଯୋଗୁ ପୂର୍ବାହ୍ନ ୯ଟା ପରେ ଘରୁ ବାହାରିବା ସମ୍ଭବ ନୁହେଁ । ଫଳରେ ରାସ୍ତାଘାଟ ଶୂନ୍ଶାନ ହୋଇପଡ଼ୁଥିଲା । ପ୍ରବଳ ଗରମରେ ଲୋକେ ଅସ୍ତବ୍ୟସ୍ତ ହୋଇ ମଧ୍ୟ ପଡ଼ିଥିଲେ । କିନ୍ତୁ ଏଭଳି ସ୍ଥିତିରେ ଜଣେ ବ୍ୟକ୍ତି ଯିଏକି କମ୍ବଳ ଓ ବେଡ଼ସିଟ୍…