Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିର୍ମାଲ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବର୍ଣ୍ଣନା ଶାସ୍ତ୍ରମାନଙ୍କରେ ଏତେ ହୋଇଛି ଯେ ତାହା ଆଲୋଚନା କଲେ ଅନେକ ଦିନ ଚାଲିଯିବ। ତଥାପି କିଛି ମୂଖ୍ୟ ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ…

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀଙ୍କ ଖାଇବା ଥାଳିରେ ରୁଟିରେ ଅସରପା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜ ରୁଟିରେ ଏକ ଅସରପା ଲାଗିଥିବା ଦେଖିବାକୁ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଇଆରସିଟିସି କ୍ୟାଟରିଂ ଷ୍ଟାଫ୍ ଏହି ଖାଦ୍ୟ ପରିବେଷଣ କରିଥିଲେ। ଭୋପାଳରୁ ଗ୍ୱାଲିୟର ଯାଉଥିବା ବେଳେ ଏପରି ଏକ…

ଓଡ଼ିଆ ଉପନ୍ୟାସ “ଯାଜ୍ଞସେନୀ”ର ସଂସ୍କୃତ ଅନୂଦିତ ପୁସ୍ତକ ଉନ୍ମୋଚିତ

ନୂଆଦିଲ୍ଲୀ: ଭାରତର ଇତିହାସରେ ଯାଜ୍ଞସେନୀ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଅନେକ ଚରିତ୍ର ଅଛନ୍ତି । ଏହି କଥାକୁ ନୂଆ ପୀଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକ ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବାଖ୍ୟାନ କରିବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ…

ଓଡ଼ିଶାରେ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ପ୍ରତିଶ୍ରୁତି ଦେଲେ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାରେ କ୍ରିୟାନ୍ୱୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଏବଂ ନିର୍ମାଣ କାର୍ଯ୍ୟ ନେଇ ସମୀକ୍ଷା କରିବା ସହ ଆଲୋଚନା…

ରାଜ୍ୟରେ କମୁଛି ପିଏମ-କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ବିଜେଡି-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟରେ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଓଡ଼ିଶା ବିଜେପି ଓ ଶାସକ ବିଜୁ ଜନତା ଦଳ ମଧ୍ୟରେ ଟଣାଓଟରା ଚାଲିଛି। ଯେତେବେଳେ ପ୍ରଥମ ଥର ପାଇଁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା, ସେତେବେଳେ ରାଜ୍ୟର ୯ ଲକ୍ଷ ୭୩ ହଜାର ୮୬୦ ଜଣ ଚାଷୀ ଏହି…

ମୌକା ଦେଖି ଚୌକା ମାରିବ କି ବିଜେଡି? ୮ରୁ ଖସିବ ବିଜେପି ସାଂସଦଙ୍କ ସଂଖ୍ୟା!

ଭୁବନେଶ୍ୱର: ରାଜନୀତିରେ ବାରନେଗିଂ ହେଉଛି ଏକ ରଣକୈଶଳ। ଯାହାର ବାରନେଗିଂ ଯେମିତି ତାର ଦବଦବା ମଧ୍ୟ ସେମିତି। କ୍ଷମତାରେ ଆସନରେ ବସିବାକୁ କେହି ନୁହେଁ ଚିରାଚରିତ ଶତ୍ରୁ ବା ମିତ୍ର ଆଧାରରେ ଏବେ ବିଜେଡି ବିଜେପି ସହ ଗୋଟିଏ ବଡ ଡିଲ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ସଂସଦରେ…

ଦିନିକିଆ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀରେ ହେବ ପରିବର୍ତନ, ସୂଚନା ଦେଲେ ଜୟ ଶାହ

ଅହମ୍ମଦାବାଦ: ଭାରତରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ କାର୍ଯ୍ୟସୂଚୀରେ ପରିବର୍ତନ ହେବା ଏକପ୍ରକାର ନିଶ୍ଚିତ ବୋଲି ବିସିସିଆଇ ସେକ୍ରେଟାରୀ ଜୟ ଶାହ କହିଛନ୍ତି । ଦିନିକିଆ ବିଶ୍ୱକପରେ ସାମିଲ ୩ ସଦସ୍ୟ ଦେଶ କାର୍ଯ୍ୟସୂଚୀ ନେଇ ଅଭିଯୋଗ କରିଛନ୍ତି । ପୂର୍ବରୁ…

ମହରମ୍ ପୂର୍ବରୁ ଭଦ୍ରକ ସହରରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକ: ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଶନିବାର ୨୯ ତାରିଖରେ ମୁସଲିମ୍ ସମ୍ପ୍ରଦାୟର ମହରମ୍ ପର୍ବ ପାଳନକୁ ଦୃଷ୍ଟିରେ ରଖି ଆଜି ଠାରୁ ଭଦ୍ରକ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରର ରାଜଘାଟ ଛକରୁ ଏକ…

ମଣିପୁରରେ ମହିଳାଙ୍କ ସହ ବର୍ବରତା ମାମଲାର ଯାଞ୍ଚ କରିବ ସିବିଆଇ, ରାଜ୍ୟ ବାହାରେ ହେବ ଟ୍ରାଏଲ୍

ନୂଆଦିଲ୍ଲୀ: ମହିଳାଙ୍କୁ ବିବସ୍ତ୍ର କରି ଚଲାଇବା ଘଟଣାର ତଦନ୍ତ କରିବ ସିବିଆଇ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଣିପୁରରେ ମହିଳାଙ୍କ ସହ ବର୍ବରତା ମାମଲାର ସବିଆଇ ତଦନ୍ତ ପାଇଁ ସୁପାରିସ୍ କରିଛି । ମଣିପୁର ମାମଲାକୁ ନେଇ ଦେଶବ୍ୟାପୀ ପ୍ରତିବାଦ ହେଉଥିବା ବେଳେ ସରକାର ସିବିଆଇ ତଦନ୍ତ ନିଷ୍ପତ୍ତି…

ନୟାଗଡ-ଦଶପଲ୍ଲାକୁ ଖୁବଶୀଘ୍ର ରେଳସେବା, ରେଳ ଅଧିକାରୀ ଆସି କଲେ ସମୀକ୍ଷା

ଦଶପଲ୍ଲା: ରେଳ ସଂଯୋଗ ପାଇଁ ଦଶପଲ୍ଲାବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବା ସହ ଷ୍ଟେସନ ଓ ରେଳପଥ ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରେଳ ସୁରକ୍ଷା କମିଶନର ଏ. ଏମ୍. ଚୌଧୁରୀ ଓ ଖୋର୍ଦ୍ଧା ଡିଆରଏମ ଏଚ୍. ଏସ୍. ବାଜଓ୍ୱା ବୁଧବାର ଏକ ସ୍ୱତନ୍ତ୍ର ଟ୍ରେନରେ ଦଶପଲ୍ଲା…