ଜୁଲାଇ ପହିଲାରୁ ଆସିପାରେ ଏସବୁ ଜିନିଷରେ ପରିବର୍ତ୍ତନ; ପର୍ସରେ ପଡିବ ସିଧା ପ୍ରଭାବ
ନୂଆଦିଲ୍ଲୀ: ଜୁନ ଶେଷ ହେବାକୁ ଯାଉଛି । ଆଉ ୪ ଦିନ ପରେ ଆରମ୍ଭ ହେବ ଜୁଲାଇ । ଜୁଲାଇ ମାସ ଆରମ୍ଭରୁ ଏମିତି କିଛି ଜିନିଷର ପରିବର୍ତ୍ତନ ହେବାକୁ ଯାଉଛି ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟରେ ପଡିବ । ଏହି ପରିବର୍ତ୍ତନରେ ଏଲପିଜି ସିଲିଣ୍ଡରଠାରୁ ଆରମ୍ଭ କରି ସିଏନଜି-ପିଏନଜି ରେଟ…