୩୪ ବର୍ଷ ପରେ ଧରା ପଡିଲା ବିମାନ ବିସ୍ଫୋରଣକାରୀ ଆତଙ୍କବାଦୀ
ଲଣ୍ଡନ: ୩୪ ବର୍ଷ ପରେ ଧରାପଡିଲା ଲଣ୍ଡନ-ନ୍ୟୁୟର୍କ ପ୍ୟାନ ଏମ-୧୦୩ ବିମାନରେ ବିସ୍ଫୋରଣ କରାଇଥିବା କୁଖ୍ୟାତ ଆତଙ୍କବାଦୀ ଅବୁ ଅଗଲୋ ମସୁଦ ଖୈର ଅଲ ମରିମୀ । ଲିବ୍ୟାର ଏହି ଆତଙ୍କବାଦୀ ଲକରବୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୂଖ୍ୟ ଅଭିଯୁକ୍ତ ଥିଲା । ଦୀର୍ଘ ଦିନ ଖୋଜିବା ସତ୍ୱେ ପୋଲିସ…