ଚାଷ କରିବାକୁ ଜମି କିଣିଲେ ଶାହରୁଖଙ୍କ ଝିଅ ସୁହାନା
ମୁମ୍ବାଇ: ବଲିଉଡ୍ର କିଙ୍ଗ୍ ଖାନ୍ ତଥା ଶାହାରୁଖ୍ ଖାନ୍ଙ୍କ ଝିଅ ସୁହାନା ଖାନ୍ ଏବେ ଚର୍ଚ୍ଚାରେ । ନିକଟରେ ସେ ଚାଷ ପାଇଁ ମୁମ୍ବାଇର ଅଲିବାଗ୍ରେ ୧.୫ ଏକର ଜମି କିଣିଛନ୍ତି । ଯାହାକୁ ସେ ୧୨ କୋଟି ୯୧ ଲକ୍ଷ ଟଙ୍କାରେ କିଣିଛନ୍ତି । ଗତ ୧ ତାରିଖରେ ସେ ଏହାକୁ ପଞ୍ଜୀକରଣ କରିଥିଲେ । ସୁହାନା…