ହିମାଚଳରେ ତେଜିଲା କଂଗ୍ରେସ କନ୍ଦଳ: ବାଘେଲଙ୍କ କନଭୟକୁ ଘେରି ନାରାବାଜି
ଶିମଲା:କଂଗ୍ରେସରେ ବଢିଲା ବିବାଦ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ଚାଲିଛି ଟଣାଓଟରା । ଜିତିବା ଖୁସି ଏବେ ପାଣି ଫାଟିଗଲା ପରି ଲାଗୁଛି । ବିଜୟ ଖୁସି ବନେଇବ ନା ଦଳୀୟ କଳି ଛିଣ୍ଡେଇବେ.. । ହିମାଚଳ ପ୍ରଦେଶରେ ଏମିତି ଧର୍ମସଙ୍କଟରେ ପଡିଛି କଂଗ୍ରେସ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ…