ବାହାନଗାର ବିକାଶ ପାଇଁ ବୈଷ୍ନବ ଦେଲେ ୨ କୋଟି
ବାଲେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାହାନଗା ଗସ୍ତ କରିଛନ୍ତି। ଯେଉଁଠାରେ ନିକଟରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାର ଶିକାର ହେବାରୁ ଏଯାବତ ୨୯୨ ଜଣଙ୍କର ମୃତ୍ୟୁ ଘଟିଛି।
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମନ୍ତ୍ରୀ ବାହାନଗା ବଜାର ଗସ୍ତ କରି…