ଡବ୍ଲ୍ୟୁଟିସି ଫାଇନାଲରେ ଡ୍ୟୁକ ବଲ ଭାରତକୁ ଅସୁବିଧାରେ ପକାଇପାରେ
ନୂଆଦିଲ୍ଲୀ: ଓଭାଲରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ଡ୍ୟୁକ ବଲର ବ୍ୟବହାର ହେବ । ଭାରତର ଅଧିକାଂଶ ଖେଳାଳି ଏବେ ଆଇପିଏଲ ଖେଳି ଆସିଛନ୍ତି । ସେଠାରେ ନାଲି ବଲରେ ସେମାନେ ଅଭ୍ୟାସ କରୁଥିଲେ । ଗତ ସଂସ୍କରଣରେ ମଧ୍ୟ ଭାରତୀୟ ବୋଲର…