ଜାତୀୟ କ୍ୟାଡେଟ୍ ଜୁଡ଼ୋ ପାଇଁ ଓଡ଼ିଶା ଦଳ ଘୋଷିତ
ଭୁବନେଶ୍ବର: କର୍ଣ୍ଣାଟକର ତୋରନାଗଲୁରେ ଜୁଲାଇ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କ୍ୟାଡେଟ୍ ଜୁଡ଼ୋ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଓଡ଼ିଶା ରାଜ୍ୟ ଜୁଡ଼ୋ ସଂଘ (ଓସ୍ଜା) ଏବଂ ଭୁବନେଶ୍ବର ଜୁଡ଼ୋ ସଂଘ (ବିଜେଏ) ମିଳିତ ଆନୁକୂଲ୍ୟରେ ରବିବାର…