ମାମୁଘର ଯାତ୍ରା ଦେଖିବାକୁ ଆସି ସମୁଦ୍ରରେ ଭାସିଗଲେ ଦୁଇ ଛାତ୍ରୀ
ବ୍ରହ୍ମପୁର :ବେଳାଭୂମିରେ ଚାଲିଗଲା ଛାତ୍ରୀଙ୍କ ଜୀବନ । ସମୁଦ୍ରରେ ଗାଧୋଇବାକୁ ଆସି ଭାସିଗଲେ ଦୁଇ ଜଣ ଛାତ୍ରୀ । ଆଜି ସକାଳୁ ସକାଳୁ ଏମିତି ଅଘଟଣ ଘଟିଛି ଗଞ୍ଜାମ ଆର୍ଯ୍ୟପଲ୍ଲି ଗ୍ରାମରେ । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟଜଣେ ଏବେ ବି ନିଖୋଜ…