ମଣିପୁର ହିଂସା; ପି. ଡୋଙ୍ଗଲ ଡିଜିପି ପଦରୁ ବିଦା, ରାଜୀବ ସିଂ ହେଲେ ନୂଆ ପୋଲିସ ଡିଜି
ଇମ୍ଫାଲ୍: ଅଶାନ୍ତ ମଣିପୁରରେ ସ୍ଥିତି ସ୍ୱାଭାବିକକୁ ଆଣିବାକୁ ସରକାର ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ତ୍ରିପୁରା କ୍ୟାଡରର ଆଇପିଏସ୍ ରାଜୀବ ସିଂଙ୍କୁ ପୂର୍ବତ୍ତୋର ରାଜ୍ୟ ମଣିପୁରର ନୂଆ ଡିଜିପି ଭାବେ ନିଯୁକ୍ତ କରାଯାଇଛି ।
ପି. ଡୋଙ୍ଗଲଙ୍କ ସ୍ଥାନରେ ମଣିପୁରର ନୂଆ ପୋଲିସ ଡିଜି…