Latest Odisha News

BREAKING NEWS

ସିଂହଦ୍ଵାର ଥାନାରେ ହାଜର ହେବେ ଅନିମେଶ ଚକ୍ରବର୍ତ୍ତୀ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ ପୁରୀ ଏସ୍ପି । କହିଲେ ଆଇନଗତ  ଭାବରେ ଅନିମେଶଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବା ଘଟଣାରେ ପୁରୀ ସିଂହଦ୍ଵାର ଥାନାରେ…

୧୭ ଦଫା ଦାବି ନେଇ ଧାରଣା ଦେଲେ ଆଇଓସିଏଲ୍ ଶ୍ରମିକ

ପାରାଦୀପ : ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦେଲେ ୩ ହଜାରରୁ ଉର୍ଦ୍ଧ୍ୱ ଶ୍ରମିକ। ୧୭ ଦଫା ଦାବି ନେଇ ପାରାଦ୍ଵୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ସଭାପତି ବାପି ସାର୍ଖେଲଙ୍କ ନେତୃତ୍ୱରେ ଧାରଣାରେ ବସିଛନ୍ତି ଶ୍ରମିକ । ଶ୍ରମିକ ଧାରଣା ଯୋଗୁଁ ପ୍ରଭାବିତ ହୋଇଛି ପାରାଦ୍ଵୀପ ତୈଳ…

ତେଜୁଛି ବିସିସିଆଇ-ପିସିବି ବିବାଦ; ପାକିସ୍ତାନି ଖେଳାଳୀ ଦେଲେ ବଡ଼ ବୟାନ

ନୂଆାଦିଲ୍ଲୀ: ଭାରତୀୟ କ୍ରିକେଟ ବୋଡ଼ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ  ବିବାଦ ଲାଗି ରହିଥିବାବେଳେ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦ୍ । କ୍ରିକେଟ ଦୁଇ ଦେଶର ସମ୍ପର୍କର; ସୁଧାର ଆଣିବ ବୋଲି ସେ କହିଛନ୍ତି । ବିସିସିଆଇ ଏବଂ…

ସ୍ୱଳ୍ପ ଗଳ୍ପ : ଜଣେ ଶ୍ୱାନବନ୍ଦୀର କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୪୬ ତାହାର ନାଆଁ ପେପ୍। ନାଆଁଟି ସେଇଭଳି  ସଂକ୍ଷିପ୍ତ ଆଉ ସେଇଟି ଥିଲା ତାହାର ଉଭୟ ଶ୍ରଦ୍ଧା ନାମ ଆଉ ଲିଖିତ ନାମ। ଏଇଟି ଉଲ୍ଲେଖଯୋଗ୍ୟ ଯେ  ପୃଥିବୀର ଏକ ବିରଳ କୃତିତ୍ତ୍ୱର ଅଧିକାରୀ ଥିଲା ପେପ୍ । ଏଯାବତ ସେ ହେଉଛି…

ଗିରଫ ହେଲେ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖଲେ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖଲେ ଗିରଫ  । ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରିଛି ଗୁଜରାଟ ପୁଲିସ । ମୋର୍ବୀ ବ୍ରିଜ୍‌ ଭୁଶୁଡ଼ିବା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଥ୍ୟା ପ୍ରଚାର କରିବା…

ନକଲି ସୁନା ଦେଇ ବ୍ୟାଙ୍କକୁ ଠକୁଥିଲେ, ୭ଜଣଙ୍କୁ ବାନ୍ଧିଲା ପୋଲିସ

ସୋନପୁର : ନକଲି ସୁନା ଦେଇ ବ୍ୟାଙ୍କକୁ ଠକୁଥିଲେ । ୭ଜଣଙ୍କୁ ବାନ୍ଧିନେଲା ପୋଲିସ । ନକଲି ସୁନା ବନ୍ଧକ ରଖି ୫୨ ଲକ୍ଷ ଟଙ୍କାର ଋଣ ନେଇଥିଲେ ୭ ଜଣ । ବରୋଦା  ବ୍ୟାଙ୍କରେ ଏହି ଠକେଇ ହୋଇଥିବା ନେଇ ସୋନପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ l ବ୍ୟାଙ୍କର ସିନିୟର…

ବ୍ରହ୍ମପୁରର ଶତାଧିକ ବେଆଇନ କୋଠାକୁ ନୋଟିସ୍‌‌ କରିବ ବିଏମସି

ବ୍ରହ୍ମପୁର: କୌଣସି ପ୍ରକାର ଅନୁମତି ନଥାଇ କିମ୍ବା ଅନୁମତି ଥିଲେ ମଧ୍ୟ କୋଠା ନିର୍ମାଣରେ ଏହାର ଉଲଂଘନ କରାଯାଇ ନିର୍ମିତ ହୋଇଥିବା ଶତାଧିକ ବଡ଼ ବଡ଼ କୋଠା, ସପିଂମଲ, ଆପାର୍ଟମେଣ୍ଟ ଏବଂ ହୋଟେଲ ସହିତ ଅନ୍ୟାନ୍ୟ ନିର୍ମାଣଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର…

ବିଜେପି ଗଡ଼ରେ ବିଜେପିକୁ କଡା ଟକ୍କର ଦେବ ଆପ୍-ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ବିଜେପି ଗଡରେ ବିଜେପିକୁ କଡା ଟକ୍କର ଦେବ ଆପ୍ । ଏମିତି ଦୃଢୋକ୍ତି ବାଢିଛନ୍ତି କେଜ୍ରିୱାଲ । ଏକଜିଟ୍ ପୋଲ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ   କହିଛନ୍ତି, ଶାସକ ବିଜେପିକୁ ଚ୍ୟାଲେଞ୍ଜ କରିବା ପାଇଁ…

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଛାତ୍ର ୬ ମାସ ପାଇଁ ବିଦା

ସମ୍ୱଲପୁର: ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଛାତ୍ରଙ୍କୁ ପଡିଲା ମହଙ୍ଗା । ସମ୍ୱଲପୁର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ । ୬ ମାସ ପାଇଁ ସମ୍ପୃକ୍ତ ଛାତ୍ର ବହିଷ୍କୃତ କରାଯାଇଛି । ଶୃଙ୍ଖଳା କମିଟି ନିଷ୍ପତ୍ତି ନେଇଥିବା ସୂଚନା ରହିଛି । ଗତକାଲି…

ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା ବ୍ୟବସ୍ଥା

ନୂଆଦିଲ୍ଲୀ: ବ୍ରିଟିଶ ନାଗରିକଙ୍କ ପାଇଁ ଆସିଲା ପୁଣି ଇ-ଭିସା ବ୍ୟବସ୍ଥା  । ଏଣିକି ଆବେଦନ କରିପାରିବେ ବ୍ରିଟେନ ନାଗରିକ । ଏହି ଇ-ଭିସା ବ୍ୟବସ୍ଥା ଆରମ୍ଭ କରିବେ କେନ୍ଦ୍ର ସରକାର । ଖ୍ରୀଷ୍ଟମାସକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି ସରକାର । କରୋନା ହେବା ପରଠୁ ଇ-ଭିସା ବ୍ୟବସ୍ଥା…