Latest Odisha News

BREAKING NEWS

ଇଣ୍ଡିଗୋ କିିଣିବ ୫୦୦ ନୂତନ ଏୟାରବସ ଏ୩୨୦ ଏୟାରକ୍ରାଫ୍ଟ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାର ଲାଇନ୍ସ ୫୦୦ ନୂତନ ଏୟାରବସ ଏ୩୨୦ ଏୟାରକ୍ରାଫ୍ଟ କିଣିବା ପାଇଁ ନିଷ୍ପତି ନେଇଛି । ପ୍ରଥମ ଥର ପାଇଁ ଏହି ଭାରତୀୟ ଏୟାରଲାଇନ୍ସ ଦ୍ୱାରା ଏକକାଳୀନ ଏତେ ମାତ୍ରାରେ ଏୟାରବସ ଏ ୩୨୦ ଫ୍ୟାମିଲି ବିମାନ କିଣାଯିବ । ୨୦୩୫ ସୁଦ୍ଧା ଏହାର ଅର୍ଡର ଡେଲିଭେରୀ ହେବ ବୋଲି ଆଶା…

ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲଟେଜ ନେଇ ବିଜେପିର ହୋହଲ୍ଲା

ଢେଙ୍କାନାଳ: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପୂର୍ବାହ୍ନ ୯ଟା ପରେ ଘରୁ ବାହାରିବା ସମ୍ଭବ ହେଉନାହିଁ । ରାସ୍ତାଘାଟ ଶୂନ୍‌ଶାନ୍ ହୋଇପଡ଼ୁଛି । ଏସବୁ ଭିତରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର…

ବୟସ ମାତ୍ର ୧୦ : ହେଲେ ବେଲଗାମ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା

ଲଣ୍ଡନ: ପ୍ରାୟତଃ ପିଲାମାନେ କଣ୍ଢେଇ ଏବଂ ଗାଡ଼ିର ଖେଳନାରେ ଖେଳିବାକୁ ଭଲ ପାଆନ୍ତି । ଏଥିପାଇଁ ସେମାନେ ପ୍ଲାଷ୍ଟିକ୍ ଖେଳଣା ବ୍ୟବହାର କରନ୍ତି । କଣ୍ଢେଇ ପାଇଁ ଘର ହେଉ କିମ୍ବା ଏହାର ଡିଜାଇନର୍ ସାମଗ୍ରୀ, ସବୁକିଛି ବଜାରରେ ସହଜରେ ଉପଲବ୍ଧ । ତଥାପି ଏମିତି ଜଣେ କୁନି ଝିଅ ଅଛି, ଯାହାଙ୍କ…

କରଣଙ୍କ ବିବାହରେ ସାମିଲ ହେଲେନି ଜେଜେମାଆ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଗତ ୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି । ମୁମ୍ବାଇର ତାଜ ଲ୍ୟାଣ୍ଡସ ଆଣ୍ଡ ହୋଟେଲରେ ଧୁମ୍‌ଧାମ୍‌ରେ ଏହି ବିବାହ ଆୟୋଜିତ ହୋଇଛି । କିନ୍ତୁ…

ଅଜୟ ଦେବଗାନଙ୍କ ମୈଦାନଙ୍କୁ ମିଳୁନି ରିଲିଜ ତାରିଖ

ମୁମ୍ବାଇ: ନିର୍ମାତା ବୋନୀ କାପୁର ଓ ଜି ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ ମୈଦାନ ଫିଲ୍ମ ଅଢ଼େଇ ବର୍ଷ ହେବ ରିଲିଜ ପାଇଁ ଅପେକ୍ଷା କରି ବସିଛି । ଅଜୟ ଦେବଗାନ ଅଭିନୀତ ଏହି ସ୍ପୋର୍ଟ୍ସ ଡ୍ରାମା ଏବେ ସିଧା ଓଟିଟିରେ ରିଲିଜ ହେବ ବୋଲି ଖବର ପ୍ରକାଶ ପାଇଛି । ୨୭ ନଭେମ୍ବର ୨୦୨୦ରୁ ଏହାର ରିଲିଜ ତାରିଖ…

ଲଢୁଛି ଶିବସେନା, ଦେଖୁଛି ବିଜେପି !

ଭୁବନେଶ୍ୱର: ଚଳଚଞ୍ଚଳ ହେଉଛି ମହାରାଷ୍ଟ୍ର ରାଜନୀତି। ଗୋଟିଏ ପଟେ ଶିବସେନାର ପ୍ରତିଷ୍ଠା ଦିବସକୁ ଉଦ୍ଧବ ଗୋଷ୍ଠି ଓ ସିନ୍ଦେ ଗୋଷ୍ଠି ଅଲଗା ଅଲଗା ପାଳନ କରିଛନ୍ତି। ଉଭୟ ଗୋଷ୍ଠି ଏହି ଅବସରରେ ନିଜର ପାୱାର ସୋ କରିଛନ୍ତି। କିନ୍ତୁ ସେପଟେ ଜଣଙ୍କ ପରେ ଜଣେ ନେତା ଉଦ୍ଧବଙ୍କ ହାତ ଛାଡିବାରେ…

ରାଜସ୍ଥାନ ରାଜନୀତିରେ ବୟସ କଣ୍ଟା, ୭୦ ଟପିଲେ ଟିକେଟ ନାହିଁ !

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଏଥର ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ପାଇଁ ବେଶ ଚ୍ୟାଲେଞ୍ଜିଙ୍ଗ ହେବ ବୋଲି କୁହାଯାଉଛି। ଉଭୟ କଂଗ୍ରେସ ଓ ବିଜେପି ରାଜସ୍ଥାନରେ ଆଗାମୀ ନିର୍ବାଚନରେ ଯୁବବର୍ଗଙ୍କୁ ଆଗକୁ ଆଣିବାକୁ ଯୋଜନା କରୁଛନ୍ତି। ଉଭୟ ଦଳ ଏଭଳି ରଣନୀତି ଆପଣାଇବାକୁ…

କଂଗ୍ରେସକୁ ମହାରାଷ୍ଟ୍ରରେ ଜିତାଇବେ ସିଦ୍ଦରମେୟା!

ଭୁବନେଶ୍ୱର: କର୍ଣ୍ଣାଟକ ବିଜୟଧାରାକୁ ଅନ୍ୟଆଡେ ବ୍ୟାପକ କରିବା ପାଇଁ କଂଗ୍ରେସ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି। ଏହି ଅବସରରେ କର୍ଣ୍ଣାଟକର ପଡୋଶୀ ଓ ଅନ୍ୟତମ ସମୃଦ୍ଧ ରାଜ୍ୟ ମହାରାଷ୍ଟ୍ର ଉପରେ ଦଳର ନଜର ପଡିଛି। ସେଥିପାଇଁ କର୍ଣ୍ଣାଟକ ନିର୍ବାଚନରେ ସଫଳତା ଦେଇଥିବା ନେତାଙ୍କୁ ନେଇ…

ଫିଟ୍‌ନେସ୍ ମନ୍ତ୍ର: ୬୦ ବର୍ଷ ବୟସରେ ଦେଖାଯାନ୍ତି ୨୪ ବର୍ଷୀୟା ଯୁବତୀ

ଚୀନ୍‌: ଆଜିକାଲି ଲୋକେ ନିଜକୁ ଫିଟ୍ ଓ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଆଉ କିଛି ଲୋକ ନିଜକୁ ଏମିତି ଫିଟ୍ ରଖନ୍ତି ଯେ, ତାଙ୍କ ବୟସ ଜାଣିବା କଷ୍ଟକର ହୋଇପଡ଼େ । ସେହିପରି ଆଉ କିଛି ଲୋକ ଅଳ୍ପ ବୟସରେ ଯଥେଷ୍ଟ ପରିପକ୍ୱ ଦେଖାଯାନ୍ତି । କାରଣ ହେଉଛି ଖରାପ ଫିଟନେସ୍ ।…

ରଥଯାତ୍ରା ନୀତି ନିର୍ଘଣ୍ଟ: ପୂର୍ବାହ୍ନ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ; ଅପରାହ୍ନ ୪ଟାରେ ରଥଟଣା

ପୁରୀ : ରାତି ପାହିଲେ  ରଥଯାତ୍ରା।  ଚଳଚଞ୍ଚଳ  ଶ୍ରୀକ୍ଷେତ୍ର । ଭକ୍ତଙ୍କ ଗହଳିରେ ପଡୁଛି ଉଠୁଛି ବଡଦାଣ୍ଡ ।   ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ରଥଯାତ୍ରା ପାଇଁ ନୀତିନର୍ଘଣ୍ଟ…