ଚମତ୍କାରୀ ଫେସ୍ ପ୍ୟାକ୍, ଚମକାଇବ ତ୍ୱଚା ଜାଣନ୍ତୁ….
ଓଡ଼ିଶା ସମ୍ବାଦ ବ୍ୟୁରୋ : ଶୀତଦିନେ ସାଧାରଣତଃ ତ୍ୱଚା ଅଧିକ ଶୁଷ୍କ ହୋଇଯାଏ । ତେଣୁ ଏହିଦିନେ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ ରହିଛି । ଏହାସହ କିଛି ଘରୋଇ ଚମତ୍କାରୀ ଫେସିଆଲ୍ ପ୍ୟାକ୍ ବନାଇ ମୁହଁରେ ଲଗାଇଲେ ତ୍ୱଚାର ଚମକ ବୃଦ୍ଧି କରିବା ସହ ଉଜ୍ଜ୍ୱଳ ମଧ୍ୟ କରିଥାଏ । ତେବେ ଆପଣ…